Yearly Archives

2021

ସମାଜସେବୀ ଯଶୋବନ୍ତ ରଣାଙ୍କ ହସ୍ତକ୍ଷେପ ପରେ ଥଇଥାନ ହେଲେ ଶୁଭମ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ତରତରା ପଞ୍ଚାୟତ ମଲାରପଦର ଗାଁର ଅନାଥ ଶିଶୁ ଶୁଭମ ପାତ୍ରଙ୍କ ପ୍ରଥମେ ପିତା ଓ ପରେ ମାଁ ମଧ୍ୟ ଆରପାରିକୁ ଚାଲି ଯାଇଥିଲେ । ତେବେ କୋମଲ ଶିଶୁ ଅବସ୍ଥାରୁ ଅନାଥ ହୋଇଥିବା ଶୁଭମ ପାତ୍ର, ଜେଜେମା କୁନ୍ଦୁରି ପାତ୍ରଙ୍କ ନିକଟରେ ରହି ଜୀବନ ଯାପନ
Read More...

ଛତିଶଗଡରେ ଆୟୋଜିତ ମିସ୍‌ ଟିନ୍‌ ପ୍ରତିଯୋଗିତାରେ ଓଡ଼ିଆ ଝିଅ ବିଜୟୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଛତିଶଗଡ଼ ରାଜ୍ୟ କୋବ୍ରାରେ ଗତ ୧୪ ତାରିଖରେ ଆୟୋଜିତ ବିଭିନ୍ନ ବର୍ଗର ସୁନ୍ଦରୀ ପ୍ରତିଯୋଗିତାର ମିସ୍‌ ଟିନ୍‌ ବର୍ଗରେ, ଜଣେ ଓଡ଼ିଆ ଝିଅ ବିଜୟୀ ହୋଇ ସମସ୍ତଙ୍କୁ ଗୌରବାନ୍ୱିତ କରି ପାରିଛନ୍ତି । ବରଗଡ ଜିଲ୍ଲା ପଦ୍ମପୁରର ରାଜେଶ ଓ ଜ୍ୟୋତିମଞ୍ଜରୀଙ୍କ ଏକ
Read More...

ନିନ୍ଦାକୁ ଖାତିର ନ କରି ଅଗ୍ରସର ହୁଅ : ଆଦିତ୍ୟ ବୋଷ

ଇମ୍ପରିୟଲ କଲେଜରେ ପ୍ରବେଶ ଉତ୍ସବ ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଜୀବନରେ ନିନ୍ଦାକୁ ଖାତିର ନ କରି ସକରାତ୍ମକ ମନୋଭାବ ସହ ଆଗେଇଲେ ସଫଳତା ମିଳିବ ବୋଲି ପ୍ରୋବନୋ ସଂସ୍ଥାପକ ତଥା କୋନ ବନେଗା କରୋଡ ପତିର ବିଜେତା ଆଦିତ୍ୟ ବୋଷ ଉପଦେଶ ଦେଇଛନ୍ତି । ଇମ୍ପରିୟଲ କଲେଜର ଚାଣକ୍ୟ ହଲଠାରେ
Read More...

କ୍ରାନ୍ତିବୀର ବିର୍ସାମୁଣ୍ଡାଙ୍କ ୧୪୬ ତମ ଜୟନ୍ତୀ : ଖଗସିକନାରେ ବଲାଙ୍ଗିର ଜିଲ୍ଲା ସ୍ତରୀୟ ଆଦିବାସୀ ମେଳି…

ଦେଓଗାଁ, (ମନୀଷ କୁମାର ସାହୁ) : ସୋମବାର ଦିନ ମଧ୍ୟାହ୍ନ ୧୨ଟା ସମୟରେ ଦେଓଗାଁ ବ୍ଲକ ଘୁଡ଼ଖାପଲା ପଞ୍ଚାୟତ ଖଗସିକନା ଗାଁର ଧରୁଆପଡ଼ା ନିକଟରେ ବଲାଙ୍ଗିର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ କ୍ରାନ୍ତିବୀର ଭଗବାନ ବିର୍ସାମୁଣ୍ଡାଙ୍କ ୧୪୬ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୮୧ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
Read More...

ବିବାଦ ମଧ୍ୟରେ ଅନ୍‌ଲାଇନ୍‌ ବୈଠକରେ ଆମେରିକା ଏବଂ ଚୀନ୍‌ର ରାଷ୍ଟ୍ରପତି ଦୁହେଁ ମୁହାଁମୁହିଁ

ୱାଶିଂଟନ୍ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଓ ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଏକ ଅନଲାଇନ୍ ବୈଠକ ସୋମବାର ଦିନ ଅନୁଷ୍ଠିତ ହୋଇଥିବା ବେଳେ ଦୁଇ ରାଷ୍ଟ୍ରପତି ମୁହାଁମୁହିଁ ହୋଇଥିବା ଜଣାପଡ଼ିଛି । ଆମେରିକା ଏବଂ ଚୀନ୍ ମଧ୍ୟରେ ବର୍ତ୍ତମାନର ତିକ୍ତ ସମ୍ପର୍କର ପୃଷ୍ଠଭୂମିରେ ଦୁଇ
Read More...

ଗତ ୨୪ ଘଂଟାରେ ୨୦୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୨୦୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୩୨ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୬୬୯ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୧ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

ଜାକିର ନାଇକଙ୍କ ‘ଇସଲାମିକ ରିସର୍ଚ୍ଚ ଫାଉଣ୍ଡେସନ’ ଉପରେ କେନ୍ଦ୍ର ସରକାର ଆଉ ପାଞ୍ଚ ବର୍ଷ ପ୍ରତିବନ୍ଧକ…

ନୂଆଦିଲ୍ଲୀ : ଇସଲାମିକ୍ ପ୍ରଚାରକ ଜାକିର ନାଇକଙ୍କ ନେତୃତ୍ୱରେ ଇସଲାମିକ୍ ରିସର୍ଚ୍ଚ ଫାଉଣ୍ଡେସନ୍ (ଆଇଆରଏଫ୍) ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ସୋମବାର କେନ୍ଦ୍ର ସରକାର ଆଉ ପାଞ୍ଚ ବର୍ଷ ବଢ଼ାଇ ଦେଇଛନ୍ତି । ନାଇକ ବର୍ତ୍ତମାନ ମାଲେସିଆରେ ରୁହନ୍ତି । ଆଇଆରଏଫକୁ ପ୍ରଥମେ ୧୭ ନଭେମ୍ବର ୨୦୧୬
Read More...

ଆଜି ଜାତୀୟ ପ୍ରେସ୍‌ ଦିବସ : ଗଣମାଧ୍ୟମ ପ୍ରତିନିଧିଙ୍କୁ ଶୁଭେଚ୍ଛା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜାତୀୟ ପ୍ରେସ୍‌ ଦିବସ । ଏହି ଅବସରରେ ‘କୋଶଳ ପ୍ରବାହ’ ପରିବାର ପକ୍ଷରୁ ଦେଶର ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି । ସୂଚନାଯୋଗ୍ୟ ଯେ, ଭାରତୀୟ ପ୍ରେସ୍‌ ଦ୍ୱାରା ପରିବେଷଣ ହେଉଥିବା ଖବରର ମାନ ବଜାୟ
Read More...

ନନ୍ଦନକାନନରେ ଆଜିଠାରୁ ଚାଲିବ ଟୟ ଟ୍ରେନ୍

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ନନ୍ଦନକାନନରେ ପୁଣି ଟୟ ଟ୍ରେନ୍ ଚାଲିବ ବୋଲି ସୂଚନା ମିଳିଛି । ଆଜିଠାରୁ ଟୟ ଟ୍ରେନ୍ ଚାଲିବା ସୂଚନା ମିଳିଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ ଦିନକୁ ୬ ଥର ଟୟ ଟ୍ରେନ୍ ଚାଲିବାକୁ ନିଷ୍ପତ୍ତି ନିଆଯାଇଛି । ମିଳିଥିବା ସୂଚନା ଅନୁସାରେ ଆଜି ସକାଳ ୧୦ଟାରୁ ଟୟ
Read More...