Yearly Archives

2021

ଦେଓଗାଁ ବ୍ଳକରେ ବିଭିନ୍ନ ଗୋ‌ଷ୍ଠୀ କେନ୍ଦ୍ର ଉଦ୍‌ଘାଟିତ

ପାନୀୟ ଜଳ ପାଇଁ ନିଶ୍ଚିତ ପ୍ରତିଶୃତି ଦେଲେ ବ୍ଳକ ଅଧ୍ୟକ୍ଷା ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ସିଂହାମୁଣ୍ଡା ପଞ୍ଚାୟତ ଲକ୍ଷ୍ମଣପୁର ଗାଁରେ ଥିବା ଗୋଷ୍ଠୀ କେନ୍ଦ୍ରକୁ ଦେଓଗାଁ ବ୍ଳକ ଅଧ୍ୟକ୍ଷା ଶ୍ରୀମତୀ ରୀନା ମେହେର ମଙ୍ଗଳବାର ୧୨ଟା ସମୟରେ ଉଦ୍‌ଘାଟନ କରିଛନ୍ତି । ଏହି
Read More...

ବେଆଇନ ଭାବେ ଲିଜ୍‌ ଜମିକୁ ଦଖଲ କରି ଉତ୍ପିଡନ କରୁଥିବା ବିରୁଦ୍ଧରେ ଉପଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସିଂହନପୁର ଗ୍ରାମର ପଦ୍ମପୁର ସବ୍‌ଜେଲ୍‌ ନିକଟରେ ବସବାସ କରୁଥିବା ମହିଳା ସୁକାନ୍ତି ମେହେର, ସୁମିତ୍ରା ମେହେର, ଶକୁନ୍ତଳା ପାଣ୍ତେ ପ୍ରମୁଖ ପଦ୍ମପୁର ଉପଜିଲ୍ଲାପାଳଙ୍କଠାରେ ଏକ ଅଭିଯୋଗ ଆଣିଛନ୍ତି । ଅଭିଯୋଗ ଅନୁସାରେ ଏହି ମହିଳାମାନେ
Read More...

ଗଞ୍ଜାମ ପ୍ରେସ କ୍ଲବ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

ଗଞ୍ଜାମ, (ପ୍ରଦିପ କୁମାର ପଣ୍ଡା) : ଓଡିଶା ସାମ୍ବାଦିକ ସଙ୍ଘ ଗଞ୍ଜାମ ଶାଖା-ଗଞ୍ଜାମ ପ୍ରେସ କ୍ଳବ ପକ୍ଷରୁ ଗଞ୍ଜାମ ସହର ସ୍ଥିତ ଏସ୍‌ଏମ୍ ଟ୍ୟୁଟରିଆଲ ପରିସରରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ସମାଜକୁ ପରିବେଶ ସୁରକ୍ଷା ସଚେତନତା ବାର୍ତ୍ତା ଦେବା ନିମନ୍ତେ ପ୍ରାରମ୍ଭରେ ବୃକ୍ଷ ରୋପଣ
Read More...

ବିପଦ ମୁହଁରେ ଏଲିଫେଣ୍ଟ ସ୍କ୍ୱାର୍ଡ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଲୋଇସିଂହା ଫରେଷ୍ଟ ରେଞ୍ଜରେ ହାତୀ ଉପଦ୍ରବ ଏକ ନୀତି ଦିନିଆ ଘଟଣାରେ ପରିଣତ ହୋଇଛି । ଆଉ ହାତୀଙ୍କ ଗତିବିଧି ନିରିକ୍ଷଣ ତଥା ସେମାନଙ୍କ ଉପଦ୍ରବରୁ ଫସଲ ତଥା ଧନଜୀବନ ହାନୀକୁ ରୋକିବା ପାଇଁ ପ୍ରତି ରେଞ୍ଜରେ ଗଠନ କରାଯାଇଛି ଏଲିଫେଣ୍ଟ ସ୍କ୍ୱାର୍ଡ । ତେବେ
Read More...

ସୁବର୍ଣ୍ଣପୁରରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସାମ୍ବାଦିକ ସଂଘର ମିଳିତ ଆୟୋଜନରେ ଜିଲ୍ଲା ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ସାମ୍ବାଦିକ ସଂଘର ସଂପାଦକ ବ୍ୟୋମକେଶ ଦାଶଙ୍କ ପୌରହିତ୍ୟରେ ଅନୁଷ୍ଠିତ
Read More...

ରାଉରକେଲାରେ ପାଳନ ହେଲା ଜାତୀୟ ପ୍ରେସ୍ ଦିବସ ୨୦୨୧

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳନ ସମାରୋହ ୨୦୨୧ ଉଦିତନଗର ସ୍ଥିତ ଆଇଟିଡିଏ ହଲଠାରେ ପାଳିତ ହୋଇଯାଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧିକାରୀ ସୀମା ଫତିମା ଏକ୍କାଙ୍କ ଅଧ୍ୟକ୍ଷତା ଓ ମହେନ୍ଦ୍ର
Read More...

ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କଲେ ବିଧାୟକ ସରୋଜ

ପାଟଣାଗଡ : ପାଟଣାଗଡ ବିଧାୟକ ସରୋଜ ମେହେର ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଦେଉଳଗାଁ ଓ ସୁନାମୁଦୀ ପଞ୍ଚାୟତର ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କରିଥିଲେ ଏବଂ ସମସ୍ତ ଗ୍ରାମକୁ ଯାଇ ଲୋକଙ୍କ ଅସୁବିଧା ବୁଝିଥିଲେ । ଆଗାମୀ ଦିନରେ ଅଂଚଳ ମାନଙ୍କରେ ଥିବା ବିଭିନ୍ନ ସମସ୍ୟାର ଶୀଘ୍ର ସମାଧାନ କରିବା
Read More...

ଝୁଲୁଥିବା ଅବସ୍ଥାରେ ମୃତ ଦେହ ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟିକ୍ରାପଡା ସ୍ଥିତ ତେରାପନ୍ଥ ଭବନ ନିକଟରେ ଜଣେ ବ୍ୟକ୍ତିଙ୍କ ବେକରେ ରସି ଲାଗି ଝୁଲୁଥିବା ଅବସ୍ଥାରେ ମୃତ ଦେହ ଉଦ୍ଧାର ହୋଇଛି । ମୃତ ବ୍ୟକ୍ତି ଜଣକ ସୋମନାଥ ମିଶ୍ର ଟିକ୍ରାପଡାବାସିନ୍ଦା ବୋଲି ଜଣା ପଡ଼ିଛି । ଖବର ପାଇ ବଲାଙ୍ଗିର ଟାଉନ ଥାନା
Read More...

ଓୟୁଜେ ବଲାଙ୍ଗିର ଶାଖା ପକ୍ଷରୁ ଜାତୀୟ ପ୍ରେସ୍‌ ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓୟୁଜେ ବଲାଙ୍ଗିର ଶାଖା ପକ୍ଷରୁ ସ୍ଥାନୀୟ ସାମ୍ବାଦିକ ଭବନଠାରେ ଜାତୀୟ ପ୍ରେସ୍‌ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସମାଜର ଶୃଙ୍ଖଳା ତଥା ସୁରକ୍ଷା ପ୍ରତି ଗଣମାଧ୍ୟମର ଗୁରୁ ଦାୟିତ୍ୱ ରହିଥିବା ଦିଗରେ ଓୟୁଜେ ସଦସ୍ୟମାନେ ଆଲୋଚନା କରିଥିଲେ । ଆଗାମୀ
Read More...

ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ୍‌ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସାମ୍ବାଦିକ ଭବନରେ ବଲାଙ୍ଗିର ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସାମ୍ବାଦିକ ସଂଘର ମିଳିତ ଆନୁକୂଲ୍ୟରେ ଜାତୀୟ ପ୍ରେସ୍‌ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ସଂଘର ଉପସଭାପତି ଆନନ୍ଦ ଚନ୍ଦ୍ର ସାହୁ ସଭାପତିତ୍ୱ କରିଥିବା ବେଳେ
Read More...