Yearly Archives

2021

ଶିଶୁ ଦିବସ ଉପଲକ୍ଷେ ମା’ଘଣ୍ଟେଶ୍ୱରୀ ସାହିତ୍ୟ ଘର ଚିପିଲିମା ଆନୁକୂଲ୍ୟରେ ଅନୁଷ୍ଠାନର ୨୦ତମ କବିତା ଆସର…

ସମ୍ବଲପୁର, (କେପିଏନ୍‌ଏସ୍‌) : ମା'ଘଣ୍ଟେଶ୍ୱରୀ ସାହିତ୍ୟ ଘର ଚିପିଲିମା ଆନୁକୂଲ୍ୟରେ ଅନୁଷ୍ଠାନର ୨୦ତମ କବିତା ଆସର ଶିଶୁ ଦିବସ ଉପଲକ୍ଷେ ଅନ୍‌ଲାଇନ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ଜିଲ୍ଲାରୁ ପାଞ୍ଚଜଣ କବି ତାଙ୍କର ସ୍ୱରଚିତ କବିତାମାନ ପଠନ କରିଥିଲେ । ବଲାଙ୍ଗିରରୁ
Read More...

ଜିଲ୍ଲା ପ୍ରଶାସନ ପକ୍ଷରୁ ବସ୍ତି ପୁନଃସ୍ଥାପନ ପାଇଁ ଲଟେରି ଦ୍ୱାରା ଜାଗା ଆବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ପ୍ରଶାସନ ବସ୍ତି ପୁନଃସ୍ଥାପନ ପାଇଁ ଲଟେରି ଦ୍ୱାରା "ଜାଗା ମିଶନ' ଯୋଜନାରେ ଜାଗା ଆବଣ୍ଟନ କାର୍ଯ୍ୟକ୍ରମ ସ୍ଥାନୀୟ କଲେଜ ଛକ କଲ୍ୟାଣ ମଣ୍ଡପରେ ଆଜି ଅପରାହ୍ନ ୩ଟାରେ ଅନୁଷ୍ଠିତ ହୋଇଯାଇଛି । ସୂଚନାଯୋଗ୍ୟ ଯେ, ସହରର ବିଭିନ୍ନ ସ୍ଥାନରେ ବିସ୍ତାପିତ
Read More...

ଲଘୁଚାପ ଜନିତ ବର୍ଷା : ସଇଁନ୍ତଲା ବ୍ଳକର ଚାଷୀଙ୍କ ଜମିରେ ଭିଜୁଛି ଧାନ, ମୁଣ୍ଡରେ ହାତ ଦେଲେଣି ଚାଷୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଧାନ ଚାଷୀ କେତେବେଳେ କଟନୀ ଛଟନୀକୁ ନେଇ ଦାଉ ସହୁଛନ୍ତି ତ ଆଉ କେତେବେଳେ ସାର ଅଭାବରୁ ଚଢା ଦରରେ ସାର କିଣି ଦାଉ ସହୁଛନ୍ତି । ଏବେ ଅଦିନିଆ ବର୍ଷା ଯୋଗୁଁ ମୁଣ୍ଡରେ ହାତ ଦେଲେଣି ଚାଷୀ । ଲଘୁଚାପଜନିତ ବର୍ଷା ଚାଷୀଙ୍କ ପାଇଁ ଦାଉ ସାଧିଛି । ବଲାଙ୍ଗିର
Read More...

ସେଞ୍ଚୁରିଆନରେ ‘ଦି ସେଞ୍ଚୁରିଆନ ବୁଲେଟିନ୍‌’ ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ପରିସରରେ 'ଦି ସେଞ୍ଚୁରିଆନ ବୁଲେଟିନ୍‌' ଖବର କାଗଜ ଉଦଘାଟିତ ହୋଇଯାଇଛି । ଅନୁଷ୍ଠାନର ଆଞ୍ଚଳିକ ନିର୍ଦେଶକ ପ୍ରଦୀପ କୁମାର ଷଡ଼ଙ୍ଗୀ, ପାୟନିର ଇଂରାଜୀ ଖବର କାଗଜର ସାମ୍ବାଦିକ ସୁଧୀର ମିଶ୍ରଙ୍କ ଦ୍ୱାରା ଏହା
Read More...

ଜାତୀୟ ଶିଶୁ ଦିବସ ପାଳିତ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶିଶୁ ଦିବସ ପାଳିତ ହୋଇଯାଇଛି । ଏହି ଉତ୍ସବରେ ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ର ନାଥ ଦାଶ ଅତିଥି ପରିଚୟ ସହ ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ପରିଚାଳନା ସମିତିର ସମ୍ପାଦକ ଶ୍ରୀପଦ୍ମ
Read More...

ଦୀର୍ଘ ୨୦ ମାସ ପରେ ଖୋଲିଲା ଷଷ୍ଠ ଏବଂ ସପ୍ତମ ଶ୍ରେଣୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଖାପାଖି ଦେଢ଼ବର୍ଷ ପରେ କରୋନା ମହାମାରୀ ପାଇଁ ବିଦ୍ୟାଳୟଗୁଡ଼ିକ ବନ୍ଦ ପଡିଥିଲା ଛାତ୍ରଛାତ୍ରୀମାନେ ଅନ୍‌ଲାଇନ ମାଧ୍ୟମରେ ପାଠ ପଢ଼ୁଥିଲେ । ସରକାରୀ ନିର୍ଦେଶ ଅନୁଯାୟୀ ପର୍ଯ୍ୟାୟ କ୍ରମେ ପ୍ରଥମେ ଦଶମ ଶ୍ରେଣୀ ପରେ ନବମ ଏବଂ ଅଷ୍ଟମ ଶ୍ରେଣୀର
Read More...

ଛତ୍ରପୁର ଥାନା ଅଧିକାରୀଙ୍କ ଗେଦେଲ ନାଇଡୁପାଲେମ୍ ଅଞ୍ଚଳ ପରିଦର୍ଶନ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସଦରମହକୁମାର ସନିକଟବର୍ତ୍ତୀ ଅଞ୍ଚଳର ଏକ ଛୋଟିଆ ଗାଁ । କିଆବୁଦା, କାଜୁଜଙ୍ଗଲ, ସ୍ୱଳ୍ପ ଝାଉଁ ବାଡ଼, ଫସଲ ଓ ପନିପରିବା ଲାଗିଥିବା ଏକ ସୁନ୍ଦର ଆଦର୍ଶ ଗ୍ରାମ ଅବସ୍ଥିତ, ଗେଦଲ ନାଇଡୁପାଲେମ୍ ଅବା ଲୋକମୁଖରେ ପରିଚିତ ଛତ୍ରପୁର ସହରର ପ୍ରାରମ୍ଭ ଗାଁ
Read More...

ଛତ୍ରପୁର ବ୍ଳକ୍‌ରେ ଜଳମଗ୍ନ ହୋଇ ସବୁଜ ଫସଲ ଓ ଧାନ କ୍ଷେତ ସମ୍ପୂର୍ଣ୍ଣ ନଷ୍ଟ : ଛତ୍ରପୁର ବିଧାୟକଙ୍କ ପରିଦର୍ଶନ

ଗଞ୍ଜାମ ଜିଲ୍ଲାରେ ହଜାର ହଜାର ହେକ୍ଟର ଚାଷଜମିରେ ଧାନ ଫସଲ ସମ୍ପୂର୍ଣ୍ଣ କ୍ଷତି : କ୍ଷତିପୂରଣ ପାଇଁ ଚାଷୀଙ୍କ ଦାବୀ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଲଗାଣ ବର୍ଷା ଜିନିତ ଗଞ୍ଜାମ ଜିଲ୍ଲାରେ କୃଷି ଓ ଉଦ୍ୟାନ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଜିଲ୍ଲାର ହଜାର ହଜାର ହେକ୍ଟର
Read More...

ବିଭିନ୍ନ ଦାବୀ ନେଇ ଜିଓଟେଗ୍ ସଂଘର ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ମ.ରାମପୁର ବ୍ଲକ ରୁରାଲ ଜିଓଟେଗ୍ ୟୁଥ୍ କର୍ମଚାରୀ ସଂଘ ତରଫରୁ ଆଜି ବିଭିନ୍ନ ଦାବୀ ନେଇ ସଂଘ ଦାବୀପତ୍ର ପ୍ରଦାନ କରିଛି । ଏହି ସଂଘର ଦାବୀ ମୁତାବକ ସମସ୍ତ ସରକାରୀ ଯୋଜନାକୁ ସଫଳ ଭାବରେ ରୂପ ଦେବାରେ ଜିଓଟେଗ୍ କର୍ମଚାରୀଙ୍କର ଏକ
Read More...

ଜିଲ୍ଲାରେ ବେଧଡ଼କ୍‌ ଶ୍ରମିକ ଚାଲାଣ ଜାରି ରହିଛି : ମାଳ ମାଳ ସରକାରୀ ଯୋଜନା ତୁଚ୍ଛ, ପ୍ରଶାସନ ସାଜିଛି ନିଦା ବିଷ୍ଣୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆରମ୍ଭ ହୋଇଯାଇଛି ଶ୍ରମିକ ଚାଲାଣ ଋତୁ । ସର୍ଦ୍ଦାରମାନେ ଏବେ ବେଧଡ଼କ୍‌ ଶ୍ରମିକ ଚାଲାଣରେ ଲାଗି ପଡ଼ିଥିବା ବେଳେ ମାଳ ମାଳ ସରକାରୀ ଯୋଜନା ଶ୍ରମିକଙ୍କ ମୁହଁରେ ଆହାର ଯୋଗାଇ ଦେବାରେ ଫେଲ୍‌ ପ୍ରମାଣ ହୋଇଛି । ଅନ୍ୟପକ୍ଷରେ ନିଦା ବିଷ୍ଣୁ
Read More...