Yearly Archives

2021

ବିହାରରେ ଅଖିଳ ଭାରତୀୟ ପ୍ରାଥମିକ ଶିକ୍ଷକ ମହାସଂଘର ସର୍ବଭାରତୀୟ ସମ୍ମିଳନୀ ଅନୁଷ୍ଠିତ

ବିହାର : ଶିଶୁ ଦିବସ ଉପଲକ୍ଷେ ଅଖିଳ ଭାରତୀୟ ପ୍ରାଥମିକ ଶିକ୍ଷକ ମହାସଂଘର ସର୍ବଭାରତୀୟ ସମ୍ମିଳନୀ ବିହାର ରାଜ୍ୟର ବୋଧଗୟା ସ୍ଥିତ ସଂଘପ୍ରିୟ ଗେଷ୍ଟ ହାଉସରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାପତି ରାମ ପାଳ ସିଂ ଅଧ୍ୟକ୍ଷତା କରିଥିବା ବେଳେ ସମ୍ପଦକ କମଳାକାନ୍ତ ତ୍ରିପାଠୀ ପରିଚାଳନା
Read More...

ସାରସ୍ୱତ ସାଧକ ଫକୀର ଚରଣ ପାଢ଼ୀଙ୍କ ଶିଶୁ ପୁସ୍ତକ ପ୍ରଦର୍ଶନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ମାଟିର କାଳଜୟୀ ଶିଶୁ ସାହିତ୍ୟର ସ୍ରଷ୍ଟା ତଥା ଦୀର୍ଘ ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଧରି ଲେଖନୀ ଚାଲନା କରି ଆସୁଥିବା ଓଡିଶାର ପ୍ରତିଥଜଶା ସାରସ୍ୱତ ସାଧକ ଫକୀର ଚରଣ ପାଢ଼ୀଙ୍କ ଶିଶୁ ଓ କିଶୋର ପୁସ୍ତକ ପବିତ୍ର ଶିଶୁ ଦିବସ
Read More...

ଗତ ୨୪ ଘଂଟାରେ ୧୮୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୮୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୩୫ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୭୧୯ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୯ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

ଆଣ୍ଟି ନିର୍ମଲ୍ସ ନର୍ସରୀ ସ୍କୁଲରେ ଶିଶୁ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଜଗଦା ସ୍ଥିତ ଆଣ୍ଟି ନିର୍ମଲ୍ସ ନର୍ସରୀ ସ୍କୁଲରେ ଶିଶୁ ଦିବସ ପାଳିତ ହୋଇଯାଇଛି । ସ୍କୁଲର ଉପାଧ୍ୟକ୍ଷା ମଧୁସ୍ମିତା ସେନ୍‌ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷା ରୋଟାରୀ କ୍ଲବ ରାଉରକେଲା ସେଣ୍ଟ୍ରାଲର ପ୍ରାକ୍ତନ ସଭାପତି ରୋଟାରୀଆନ
Read More...

ପଣ୍ଡରା ଯୁବାମଞ୍ଚ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : କାର୍ତ୍ତିକ ଶୁକ୍ଳ ପକ୍ଷ ଏକାଦଶୀ ଦିନ ବରଗଡ଼ ଜିଲ୍ଲା ବରିକେଲ ଗ୍ରାମର ରାଜବୋଡାସମ୍ବର ଅଞ୍ଚଳର ୫୬ଟିଗ୍ରାମରୁ ଆସିଥିବା ପଣ୍ଡରା ଜାତିର ଯୁବକମାନଙ୍କୁ ନେଇ ନବଗଠିତ ପ୍ରଗତିଶୀଳ ପଣ୍ଡରା ଯୁବା ମଞ୍ଚର ପ୍ରଥମ ଯୁବ ଚିନ୍ତନ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।
Read More...

ସ୍କୁଲ ପରିସରରେ ଅଶାନ୍ତ ବାତାବରଣ ସୃଷ୍ଟି ହେତୁ ଅବିଭାବକ ତଥା ଛାତ୍ରଛାତ୍ରୀମାନଙ୍କ ସ୍କୁଲ ସମ୍ମୁଖରେ ଧାରଣା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦୀର୍ଘ ଦିନରୁ ଭାଙ୍ଗମୁଣ୍ଡା ଗ୍ରାମ ଶାନ୍ତି ମୈତ୍ରୀ ଉଚ୍ଚ ବିଦ୍ୟାପୀଠର ପଲ୍ଲୀବିକାଶ ଭାଙ୍ଗମୁଣ୍ଡା ଗ୍ରାମର ନାମ ଥିଲା । ତାକୁ ଉହ୍ୟ କରି ଦିଆଯାଇଥିବାରୁ ଗ୍ରାମବାସୀ ପ୍ରଶାସନର ବାରମ୍ବାର ଦ୍ୱାରସ୍ଥ ହୋଇ ଦାବୀ କରି ଆସୁଥିଲେ ସୁଦ୍ଧା ଶାନ୍ତି ମୈତ୍ରୀ
Read More...

ସଇଁନ୍ତଲା ବ୍ଳକରେ ରାଜନେତାଙ୍କ ଯୁଦ୍ଧରେ ପଡି ରହିଛି ୨ କୋଟିର ଅନୁଦାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକରେ ବିଭିନ୍ନ ଉନ୍ନୟନ କାମ କରିବା ପାଇଁ ୨ କୋଟି ଟଙ୍କାର ଅନୁଦାନ ଆସି ପଡିରହିଥିବା ଜଣାପଡିଛି । ଖର୍ଚ୍ଚ କରିବା ପାଇଁ ପ୍ରକଳ୍ପ ଚୟନ ବି କରାଯାଇଛି, ହେଲେ ରାଜନେତାମାନଙ୍କ ଯୁଦ୍ଧରେ କାମ ହୋଇପାରୁନାହିଁ ବୋଲି ଅଭିଯୋଗ
Read More...

ସଇଁନ୍ତଲାରେ ବଢି ଚାଲିଛି ଅବାଧ ଶିକାର : ସଂକଟରେ ବନ୍ୟ ପ୍ରାଣୀ, ସଂରକ୍ଷିତ ଜଙ୍ଗଲରୁ ଲୋପ ପାଇବେ କଲରା ପତରିଆ, ବନ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାରେ ଦିନକୁ ଦିନ ପଶୁ, ପକ୍ଷୀ, ବନ୍ୟଜନ୍ତୁମାନଙ୍କର ଶିକାର ବଢି ଚାଲିଛି ଯାହା ଫଳରେ ବନ୍ୟ ଜନ୍ତୁ ଲୋପ ପାଇବାରେ ବସିଲେଣି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକରେ ଥିବା ସଂରକ୍ଷିତ ଜଙ୍ଗଲଗୁଡିକରେ ଅବାଧ ଗଛ କଟା ସହ ବନ୍ୟ
Read More...

ଶିଶୁ ଦିବସରେ ଚାଇଲଡ଼ ଲାଇନ୍ ସେ ଦୋସ୍ତି ସପ୍ତାହର ଶୁଭାରମ୍ଭ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଚାଇଲଡ଼ ଲାଇନ୍ ତରଫରୁ ବାଲିଗୁଡା ସ୍ଥିତ ବନବାସୀ ସେବା ସମିତି ସଭାଗୃହଠାରେ 'ଚାଇଲଡ଼ ଲାଇନ୍ ସେ ଦୋସ୍ତି' ସପ୍ତାହ ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ ଶିଶୁଯତ୍ନ ଅନୁଷ୍ଠାନର ଶିଶୁମାନଙ୍କୁ ନେଇ ଏକକ ଅଭିନୟ ପ୍ରତିଯୋଗିତା
Read More...

କାର୍ଯ୍ୟକ୍ଷମ ହେବାକୁ ଯାଉଛି ସାବୁଳିଆ ଷ୍ଟୁଡେଣ୍ଟ ନୋଡାଲ ହାଇସ୍କୁଲର ଡିଜିଟାଲ କ୍ଲାସ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମୁଖ୍ୟମନ୍ତ୍ରୀଙ୍କ ଅନ୍ୟତମ ଫୋକସରେ ରହିଛି, ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ । କୁହାଯାଏ ଯେ, ପୂର୍ବେ ଖଲ୍ଲିକୋଟ ଏକ ଗଡ଼ଜାତ ରାଜ୍ୟ ଥିଲା । ଖଲ୍ଲିକୋଟ ଅଞ୍ଚଳର ଐତିହ୍ୟ ଗାରିମା ଏବେ ବି ଇତିହାସରେ ଗୁଞ୍ଜରୀତ ସୃଷ୍ଟି କରେ । ଏହି
Read More...