Daily Archives

ସଇଁନ୍ତଲା ବ୍ଳକ କାର୍ଯ୍ୟାଳୟରେ ସ୍ୱର୍ଗତ ଯୋଗାଣ ଅଧିକାରୀ ନଳିନୀଙ୍କ ବିୟୋଗରେ ଶୋକସଭା

ସଇଁନ୍ତଲା, (ଅଜିତ କୁମାର ସାହୁ) : ସଇଁନ୍ତଲା ବ୍ଲକ କାର୍ଯ୍ୟାଳୟର ଯୋଗାଣ ଅଧିକାରୀ ଭାବେ ନଳିନୀକାନ୍ତ ପାଲ(୪୫) କାର୍ଯ୍ୟ ତୁଲାଉ ଥିଲେ । ହେଲେ ଗତ ଶୁକ୍ରବାର ରାତି ୭ଟା ସମୟରେ ବଲାଙ୍ଗିର ସ୍ଥ ଭୀମଭୋଇ ମେଡ଼ିକାଲ କଲେଜ୍‌ ଓ ହସ୍‌ପିଟାଲ୍‌ରେ ହୃଦ୍‌ଘାତରେ ଦେହାନ୍ତ ହୋଇଥିଲା । ଫଳରେ
Read More...

କର୍ଲାମୁଣ୍ଡା କପ : ଚିଚର୍ଲା ଓ ଟକର୍ଲା ମଧ୍ୟରେ ଫାଇନାଲ ମୁକାବିଲା

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ପୁଟିଗା ସ୍ଥିତ ଚିନାବାଡ଼ି ପଡିଆଠାରେ କର୍ଲାମୁଣ୍ଡା ଫୁଟ୍‌ବଲ୍‌ ଟିମ୍‌ ପକ୍ଷରୁ ଚାଲୁଥିବା କର୍ଲାମୁଣ୍ଡା କପ୍‌ ଫୁଟ୍‌ବଲ୍‌ ଟୁର୍ନାମେଣ୍ଟର ଆଜିର ସେମି ଫାଇନାଲ ମ୍ୟାଚ ଚିଚର୍ଲା ଓ ବଗାଡ଼ ମଧ୍ୟରେ ଅନୁଷ୍ଠିତ
Read More...

ପୃଥ୍ୱୀରାଜ ହାଇସ୍କୁଲ ୧୯୭୨ ବ୍ୟାଚର ସୁବର୍ଣ୍ଣ ଜୟନ୍ତୀ ପାଳନର ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ପୃଥ୍ୱୀରାଜ ହାଇସ୍କୁଲ ୧୯୭୨ ବ୍ୟାଚର ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ବିଜୟ କୁମାର ଦିକ୍ଷିତଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ କଦମପଡା ସରସ୍ୱତୀ ଶିଶୁ ମନ୍ଦିରରେ ରବିବାର ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୨୦୨୨ ଫେବୃୟାରୀ ୧୩
Read More...

ଗ୍ରାମାଞ୍ଚଳରେ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ସଚେତନତା ସୃଷ୍ଟି କରିବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗ୍ରାମାଞ୍ଚଳରେ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ବୈଠକମାନ କରି ଗ୍ରାହକ ସଚେତନତା ସୃଷ୍ଟି କରିବ । ଗ୍ରାମୀଣ ଲୋକଙ୍କୁ ମୌଳିକ ଅଧିକାରକୁ ହାସଲ କରିବା ଦିଗରେ ପଞ୍ଚାୟତ ସ୍ତରରେ ସଭ୍ୟ ନେଇ କମିଟି ଗୁଡିକ ଗଠନ ପାଇଁ ପ୍ରସ୍ତାବ ନିଆଯାଇଛି । କଲେଜଛକ ସରସ୍ୱତୀ
Read More...

କେନ୍ଦ୍ର ଓ ରାଜ୍ୟ ଉପରେ ବର୍ଷିଲେ ନରସିଂହ : ମରୁଡି ଓ ମମିତାଙ୍କୁ ନେଇ ଆସନ୍ତା ବିଧାନସଭାରେ ସରକାରଙ୍କୁ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ମରୁଡିର ପଦଧ୍ୱନି ସ୍ପଷ୍ଟ ଜଣାପଡୁଛି । ଚାଷୀ ଯେତେ ଚେଷ୍ଟା କଲେ ମଧ୍ୟ ସ୍ୱଳ୍ପ ବୃଷ୍ଟି ଯୋଗୁଁ ୭୦ ପ୍ରତିଶତରୁ ଉଦ୍ଧ୍ୱର୍ ଜମିରେ ଚାଷ ମରିଗଲାଣି । ରାଜ୍ୟ ସରକାର କହୁଛି ଫସଲ କ୍ଷୟକ୍ଷତି ଆକଳନ କରାଯିବ । କେନ୍ଦ୍ର ଦ୍ୱାରା
Read More...

ଇନ୍ଦିରା ନଗରଠାରେ ବୀର ବିର୍ସାମୁଣ୍ଡା ଜୟନ୍ତୀ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଶବର ନାରାୟଣ ଧର୍ମଶାଳା ଇନ୍ଦିରାନଗରଠାରେ ବୀର ବିର୍ସାମୁଣ୍ଡା ଜୟନ୍ତୀ ପାଳିତ ହୋଇଯାଇଛି । ରବିଚନ୍ଦ୍ର ଝାଙ୍କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ରାହାସ ବିହାରୀ ଭୋଇ, ଯଥା ବିଶ୍ୱାଲ, ଦ୍ୱିଜ ଦଳପତି, ରାଜୁ କାଲସାଏ, ସୁଦର୍ଶନ ବୁଡେକ,
Read More...

ବିସ୍ଥାପିତ ଗ୍ରାମର ଭୂମିହୀନମାନଙ୍କୁ ସହାୟତା ପ୍ରଦାନର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋୟର ସୁକତେଲ ପ୍ରକଳ୍ପ ବିସ୍ଥାପିତ ଗ୍ରାମମାନଙ୍କରେ ଭୂମିହୀନ ଭାବରେ ଚିହ୍ନଟ ହୋଇଥିବା ହିତାଧିକାରୀମାନଙ୍କୁ ସରକାର ସ୍ୱତନ୍ତ୍ର ସହାୟତା ମଞ୍ଜୁର କରିଥିଲେ । ଜଳ ସମ୍ପଦ ବିଭାଗରୁ ଖୁଣ୍ଟପାଲି ଗ୍ରାମର ୨୩ ଜଣ ଓ କଇଣ୍ଡାପାଲି ଗ୍ରାମର ୧୩ ଜଣ ଭୂମିହୀନ
Read More...

ଶିଶୁ ଦିବସ ଉପଲକ୍ଷେ ମା’ଘଣ୍ଟେଶ୍ୱରୀ ସାହିତ୍ୟ ଘର ଚିପିଲିମା ଆନୁକୂଲ୍ୟରେ ଅନୁଷ୍ଠାନର ୨୦ତମ କବିତା ଆସର…

ସମ୍ବଲପୁର, (କେପିଏନ୍‌ଏସ୍‌) : ମା'ଘଣ୍ଟେଶ୍ୱରୀ ସାହିତ୍ୟ ଘର ଚିପିଲିମା ଆନୁକୂଲ୍ୟରେ ଅନୁଷ୍ଠାନର ୨୦ତମ କବିତା ଆସର ଶିଶୁ ଦିବସ ଉପଲକ୍ଷେ ଅନ୍‌ଲାଇନ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ଜିଲ୍ଲାରୁ ପାଞ୍ଚଜଣ କବି ତାଙ୍କର ସ୍ୱରଚିତ କବିତାମାନ ପଠନ କରିଥିଲେ । ବଲାଙ୍ଗିରରୁ
Read More...

ଜିଲ୍ଲା ପ୍ରଶାସନ ପକ୍ଷରୁ ବସ୍ତି ପୁନଃସ୍ଥାପନ ପାଇଁ ଲଟେରି ଦ୍ୱାରା ଜାଗା ଆବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ପ୍ରଶାସନ ବସ୍ତି ପୁନଃସ୍ଥାପନ ପାଇଁ ଲଟେରି ଦ୍ୱାରା "ଜାଗା ମିଶନ' ଯୋଜନାରେ ଜାଗା ଆବଣ୍ଟନ କାର୍ଯ୍ୟକ୍ରମ ସ୍ଥାନୀୟ କଲେଜ ଛକ କଲ୍ୟାଣ ମଣ୍ଡପରେ ଆଜି ଅପରାହ୍ନ ୩ଟାରେ ଅନୁଷ୍ଠିତ ହୋଇଯାଇଛି । ସୂଚନାଯୋଗ୍ୟ ଯେ, ସହରର ବିଭିନ୍ନ ସ୍ଥାନରେ ବିସ୍ତାପିତ
Read More...

ଲଘୁଚାପ ଜନିତ ବର୍ଷା : ସଇଁନ୍ତଲା ବ୍ଳକର ଚାଷୀଙ୍କ ଜମିରେ ଭିଜୁଛି ଧାନ, ମୁଣ୍ଡରେ ହାତ ଦେଲେଣି ଚାଷୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଧାନ ଚାଷୀ କେତେବେଳେ କଟନୀ ଛଟନୀକୁ ନେଇ ଦାଉ ସହୁଛନ୍ତି ତ ଆଉ କେତେବେଳେ ସାର ଅଭାବରୁ ଚଢା ଦରରେ ସାର କିଣି ଦାଉ ସହୁଛନ୍ତି । ଏବେ ଅଦିନିଆ ବର୍ଷା ଯୋଗୁଁ ମୁଣ୍ଡରେ ହାତ ଦେଲେଣି ଚାଷୀ । ଲଘୁଚାପଜନିତ ବର୍ଷା ଚାଷୀଙ୍କ ପାଇଁ ଦାଉ ସାଧିଛି । ବଲାଙ୍ଗିର
Read More...