Daily Archives

ସେଞ୍ଚୁରିଆନରେ ‘ଦି ସେଞ୍ଚୁରିଆନ ବୁଲେଟିନ୍‌’ ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ପରିସରରେ 'ଦି ସେଞ୍ଚୁରିଆନ ବୁଲେଟିନ୍‌' ଖବର କାଗଜ ଉଦଘାଟିତ ହୋଇଯାଇଛି । ଅନୁଷ୍ଠାନର ଆଞ୍ଚଳିକ ନିର୍ଦେଶକ ପ୍ରଦୀପ କୁମାର ଷଡ଼ଙ୍ଗୀ, ପାୟନିର ଇଂରାଜୀ ଖବର କାଗଜର ସାମ୍ବାଦିକ ସୁଧୀର ମିଶ୍ରଙ୍କ ଦ୍ୱାରା ଏହା
Read More...

ଜାତୀୟ ଶିଶୁ ଦିବସ ପାଳିତ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶିଶୁ ଦିବସ ପାଳିତ ହୋଇଯାଇଛି । ଏହି ଉତ୍ସବରେ ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ର ନାଥ ଦାଶ ଅତିଥି ପରିଚୟ ସହ ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ପରିଚାଳନା ସମିତିର ସମ୍ପାଦକ ଶ୍ରୀପଦ୍ମ
Read More...

ଦୀର୍ଘ ୨୦ ମାସ ପରେ ଖୋଲିଲା ଷଷ୍ଠ ଏବଂ ସପ୍ତମ ଶ୍ରେଣୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଖାପାଖି ଦେଢ଼ବର୍ଷ ପରେ କରୋନା ମହାମାରୀ ପାଇଁ ବିଦ୍ୟାଳୟଗୁଡ଼ିକ ବନ୍ଦ ପଡିଥିଲା ଛାତ୍ରଛାତ୍ରୀମାନେ ଅନ୍‌ଲାଇନ ମାଧ୍ୟମରେ ପାଠ ପଢ଼ୁଥିଲେ । ସରକାରୀ ନିର୍ଦେଶ ଅନୁଯାୟୀ ପର୍ଯ୍ୟାୟ କ୍ରମେ ପ୍ରଥମେ ଦଶମ ଶ୍ରେଣୀ ପରେ ନବମ ଏବଂ ଅଷ୍ଟମ ଶ୍ରେଣୀର
Read More...

ଛତ୍ରପୁର ଥାନା ଅଧିକାରୀଙ୍କ ଗେଦେଲ ନାଇଡୁପାଲେମ୍ ଅଞ୍ଚଳ ପରିଦର୍ଶନ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସଦରମହକୁମାର ସନିକଟବର୍ତ୍ତୀ ଅଞ୍ଚଳର ଏକ ଛୋଟିଆ ଗାଁ । କିଆବୁଦା, କାଜୁଜଙ୍ଗଲ, ସ୍ୱଳ୍ପ ଝାଉଁ ବାଡ଼, ଫସଲ ଓ ପନିପରିବା ଲାଗିଥିବା ଏକ ସୁନ୍ଦର ଆଦର୍ଶ ଗ୍ରାମ ଅବସ୍ଥିତ, ଗେଦଲ ନାଇଡୁପାଲେମ୍ ଅବା ଲୋକମୁଖରେ ପରିଚିତ ଛତ୍ରପୁର ସହରର ପ୍ରାରମ୍ଭ ଗାଁ
Read More...

ଛତ୍ରପୁର ବ୍ଳକ୍‌ରେ ଜଳମଗ୍ନ ହୋଇ ସବୁଜ ଫସଲ ଓ ଧାନ କ୍ଷେତ ସମ୍ପୂର୍ଣ୍ଣ ନଷ୍ଟ : ଛତ୍ରପୁର ବିଧାୟକଙ୍କ ପରିଦର୍ଶନ

ଗଞ୍ଜାମ ଜିଲ୍ଲାରେ ହଜାର ହଜାର ହେକ୍ଟର ଚାଷଜମିରେ ଧାନ ଫସଲ ସମ୍ପୂର୍ଣ୍ଣ କ୍ଷତି : କ୍ଷତିପୂରଣ ପାଇଁ ଚାଷୀଙ୍କ ଦାବୀ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଲଗାଣ ବର୍ଷା ଜିନିତ ଗଞ୍ଜାମ ଜିଲ୍ଲାରେ କୃଷି ଓ ଉଦ୍ୟାନ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଜିଲ୍ଲାର ହଜାର ହଜାର ହେକ୍ଟର
Read More...

ବିଭିନ୍ନ ଦାବୀ ନେଇ ଜିଓଟେଗ୍ ସଂଘର ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ମ.ରାମପୁର ବ୍ଲକ ରୁରାଲ ଜିଓଟେଗ୍ ୟୁଥ୍ କର୍ମଚାରୀ ସଂଘ ତରଫରୁ ଆଜି ବିଭିନ୍ନ ଦାବୀ ନେଇ ସଂଘ ଦାବୀପତ୍ର ପ୍ରଦାନ କରିଛି । ଏହି ସଂଘର ଦାବୀ ମୁତାବକ ସମସ୍ତ ସରକାରୀ ଯୋଜନାକୁ ସଫଳ ଭାବରେ ରୂପ ଦେବାରେ ଜିଓଟେଗ୍ କର୍ମଚାରୀଙ୍କର ଏକ
Read More...

ଜିଲ୍ଲାରେ ବେଧଡ଼କ୍‌ ଶ୍ରମିକ ଚାଲାଣ ଜାରି ରହିଛି : ମାଳ ମାଳ ସରକାରୀ ଯୋଜନା ତୁଚ୍ଛ, ପ୍ରଶାସନ ସାଜିଛି ନିଦା ବିଷ୍ଣୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆରମ୍ଭ ହୋଇଯାଇଛି ଶ୍ରମିକ ଚାଲାଣ ଋତୁ । ସର୍ଦ୍ଦାରମାନେ ଏବେ ବେଧଡ଼କ୍‌ ଶ୍ରମିକ ଚାଲାଣରେ ଲାଗି ପଡ଼ିଥିବା ବେଳେ ମାଳ ମାଳ ସରକାରୀ ଯୋଜନା ଶ୍ରମିକଙ୍କ ମୁହଁରେ ଆହାର ଯୋଗାଇ ଦେବାରେ ଫେଲ୍‌ ପ୍ରମାଣ ହୋଇଛି । ଅନ୍ୟପକ୍ଷରେ ନିଦା ବିଷ୍ଣୁ
Read More...

ବିହାରରେ ଅଖିଳ ଭାରତୀୟ ପ୍ରାଥମିକ ଶିକ୍ଷକ ମହାସଂଘର ସର୍ବଭାରତୀୟ ସମ୍ମିଳନୀ ଅନୁଷ୍ଠିତ

ବିହାର : ଶିଶୁ ଦିବସ ଉପଲକ୍ଷେ ଅଖିଳ ଭାରତୀୟ ପ୍ରାଥମିକ ଶିକ୍ଷକ ମହାସଂଘର ସର୍ବଭାରତୀୟ ସମ୍ମିଳନୀ ବିହାର ରାଜ୍ୟର ବୋଧଗୟା ସ୍ଥିତ ସଂଘପ୍ରିୟ ଗେଷ୍ଟ ହାଉସରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାପତି ରାମ ପାଳ ସିଂ ଅଧ୍ୟକ୍ଷତା କରିଥିବା ବେଳେ ସମ୍ପଦକ କମଳାକାନ୍ତ ତ୍ରିପାଠୀ ପରିଚାଳନା
Read More...

ସାରସ୍ୱତ ସାଧକ ଫକୀର ଚରଣ ପାଢ଼ୀଙ୍କ ଶିଶୁ ପୁସ୍ତକ ପ୍ରଦର୍ଶନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ମାଟିର କାଳଜୟୀ ଶିଶୁ ସାହିତ୍ୟର ସ୍ରଷ୍ଟା ତଥା ଦୀର୍ଘ ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଧରି ଲେଖନୀ ଚାଲନା କରି ଆସୁଥିବା ଓଡିଶାର ପ୍ରତିଥଜଶା ସାରସ୍ୱତ ସାଧକ ଫକୀର ଚରଣ ପାଢ଼ୀଙ୍କ ଶିଶୁ ଓ କିଶୋର ପୁସ୍ତକ ପବିତ୍ର ଶିଶୁ ଦିବସ
Read More...

ଗତ ୨୪ ଘଂଟାରେ ୧୮୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୮୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୩୫ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୭୧୯ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୯ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...