Daily Archives

ଆଣ୍ଟି ନିର୍ମଲ୍ସ ନର୍ସରୀ ସ୍କୁଲରେ ଶିଶୁ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଜଗଦା ସ୍ଥିତ ଆଣ୍ଟି ନିର୍ମଲ୍ସ ନର୍ସରୀ ସ୍କୁଲରେ ଶିଶୁ ଦିବସ ପାଳିତ ହୋଇଯାଇଛି । ସ୍କୁଲର ଉପାଧ୍ୟକ୍ଷା ମଧୁସ୍ମିତା ସେନ୍‌ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷା ରୋଟାରୀ କ୍ଲବ ରାଉରକେଲା ସେଣ୍ଟ୍ରାଲର ପ୍ରାକ୍ତନ ସଭାପତି ରୋଟାରୀଆନ…
Read More...

ପଣ୍ଡରା ଯୁବାମଞ୍ଚ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : କାର୍ତ୍ତିକ ଶୁକ୍ଳ ପକ୍ଷ ଏକାଦଶୀ ଦିନ ବରଗଡ଼ ଜିଲ୍ଲା ବରିକେଲ ଗ୍ରାମର ରାଜବୋଡାସମ୍ବର ଅଞ୍ଚଳର ୫୬ଟିଗ୍ରାମରୁ ଆସିଥିବା ପଣ୍ଡରା ଜାତିର ଯୁବକମାନଙ୍କୁ ନେଇ ନବଗଠିତ ପ୍ରଗତିଶୀଳ ପଣ୍ଡରା ଯୁବା ମଞ୍ଚର ପ୍ରଥମ ଯୁବ ଚିନ୍ତନ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।…
Read More...

ସ୍କୁଲ ପରିସରରେ ଅଶାନ୍ତ ବାତାବରଣ ସୃଷ୍ଟି ହେତୁ ଅବିଭାବକ ତଥା ଛାତ୍ରଛାତ୍ରୀମାନଙ୍କ ସ୍କୁଲ ସମ୍ମୁଖରେ ଧାରଣା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦୀର୍ଘ ଦିନରୁ ଭାଙ୍ଗମୁଣ୍ଡା ଗ୍ରାମ ଶାନ୍ତି ମୈତ୍ରୀ ଉଚ୍ଚ ବିଦ୍ୟାପୀଠର ପଲ୍ଲୀବିକାଶ ଭାଙ୍ଗମୁଣ୍ଡା ଗ୍ରାମର ନାମ ଥିଲା । ତାକୁ ଉହ୍ୟ କରି ଦିଆଯାଇଥିବାରୁ ଗ୍ରାମବାସୀ ପ୍ରଶାସନର ବାରମ୍ବାର ଦ୍ୱାରସ୍ଥ ହୋଇ ଦାବୀ କରି ଆସୁଥିଲେ ସୁଦ୍ଧା ଶାନ୍ତି ମୈତ୍ରୀ…
Read More...

ସଇଁନ୍ତଲା ବ୍ଳକରେ ରାଜନେତାଙ୍କ ଯୁଦ୍ଧରେ ପଡି ରହିଛି ୨ କୋଟିର ଅନୁଦାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକରେ ବିଭିନ୍ନ ଉନ୍ନୟନ କାମ କରିବା ପାଇଁ ୨ କୋଟି ଟଙ୍କାର ଅନୁଦାନ ଆସି ପଡିରହିଥିବା ଜଣାପଡିଛି । ଖର୍ଚ୍ଚ କରିବା ପାଇଁ ପ୍ରକଳ୍ପ ଚୟନ ବି କରାଯାଇଛି, ହେଲେ ରାଜନେତାମାନଙ୍କ ଯୁଦ୍ଧରେ କାମ ହୋଇପାରୁନାହିଁ ବୋଲି ଅଭିଯୋଗ…
Read More...

ସଇଁନ୍ତଲାରେ ବଢି ଚାଲିଛି ଅବାଧ ଶିକାର : ସଂକଟରେ ବନ୍ୟ ପ୍ରାଣୀ, ସଂରକ୍ଷିତ ଜଙ୍ଗଲରୁ ଲୋପ ପାଇବେ କଲରା ପତରିଆ, ବନ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାରେ ଦିନକୁ ଦିନ ପଶୁ, ପକ୍ଷୀ, ବନ୍ୟଜନ୍ତୁମାନଙ୍କର ଶିକାର ବଢି ଚାଲିଛି ଯାହା ଫଳରେ ବନ୍ୟ ଜନ୍ତୁ ଲୋପ ପାଇବାରେ ବସିଲେଣି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକରେ ଥିବା ସଂରକ୍ଷିତ ଜଙ୍ଗଲଗୁଡିକରେ ଅବାଧ ଗଛ କଟା ସହ ବନ୍ୟ…
Read More...

ଶିଶୁ ଦିବସରେ ଚାଇଲଡ଼ ଲାଇନ୍ ସେ ଦୋସ୍ତି ସପ୍ତାହର ଶୁଭାରମ୍ଭ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଚାଇଲଡ଼ ଲାଇନ୍ ତରଫରୁ ବାଲିଗୁଡା ସ୍ଥିତ ବନବାସୀ ସେବା ସମିତି ସଭାଗୃହଠାରେ 'ଚାଇଲଡ଼ ଲାଇନ୍ ସେ ଦୋସ୍ତି' ସପ୍ତାହ ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ ଶିଶୁଯତ୍ନ ଅନୁଷ୍ଠାନର ଶିଶୁମାନଙ୍କୁ ନେଇ ଏକକ ଅଭିନୟ ପ୍ରତିଯୋଗିତା…
Read More...

କାର୍ଯ୍ୟକ୍ଷମ ହେବାକୁ ଯାଉଛି ସାବୁଳିଆ ଷ୍ଟୁଡେଣ୍ଟ ନୋଡାଲ ହାଇସ୍କୁଲର ଡିଜିଟାଲ କ୍ଲାସ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମୁଖ୍ୟମନ୍ତ୍ରୀଙ୍କ ଅନ୍ୟତମ ଫୋକସରେ ରହିଛି, ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ । କୁହାଯାଏ ଯେ, ପୂର୍ବେ ଖଲ୍ଲିକୋଟ ଏକ ଗଡ଼ଜାତ ରାଜ୍ୟ ଥିଲା । ଖଲ୍ଲିକୋଟ ଅଞ୍ଚଳର ଐତିହ୍ୟ ଗାରିମା ଏବେ ବି ଇତିହାସରେ ଗୁଞ୍ଜରୀତ ସୃଷ୍ଟି କରେ । ଏହି…
Read More...

ମହତାବ ଶିଶୁ ସାହିତ୍ୟ ସଂସଦର ଶିଶୁ ଦିବସ ପାଳିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଶିଶୁ ରାଷ୍ଟ୍ରର ପ୍ରାଣ, ଦେଶର ଆତ୍ମା, ଜାତିର ଭବିଷ୍ୟତ, ସେମାନଙ୍କ ମୁଖରେ ହସ ଫୁଟାଇବା ସମାଜର ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ । ଶିଶୁ ସମାଜର ଉନ୍ନତି ହେଲେ ଦେଶର ଉନ୍ନତି ହେବ । ଚାଚା ନେହେରୁଙ୍କ ଶିଶୁ ପ୍ରେମ ବାସ୍ତବରେ ନିଆରା, ତାଙ୍କ ଜନ୍ମ…
Read More...

ବିଶ୍ଵ ମଧୁମୟ ଦିବସ ପାଳିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଷ୍ଟେସନପଡ଼ା ସ୍ଥିତ ସହରାଞ୍ଚଳ ପ୍ରାଥମିକ ଚିକିତ୍ସା କେନ୍ଦ୍ରଠାରେ ବିଶ୍ଵ ମଧୁମୟ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ସ୍ବାସ୍ଥ୍ୟ ସମିତି ବରଗଡ ଆନୁକୂଲ୍ୟରେ ଆୟୋଜିତ ସଚେତନତା ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଅରୁଣ କୁମାର ପାତ୍ର…
Read More...