Daily Archives

ଶିଶୁ ବିକାଶ କେନ୍ଦ୍ରର ୩୭ତମ ପ୍ରତିଷ୍ଠା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଏଲ୍‌ ଏଣ୍ଡ ଏସ୍‌ କ୍ଲବ ସଭା କକ୍ଷଠାରେ ଶିଶୁ ବିକାଶ କେନ୍ଦ୍ର, ବଲାଙ୍ଗିରର ୩୭ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ମଦନ ମୋହନ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ନାଟ୍ୟ ଭୂଷଣ ଜଗଦାନନ୍ଦ
Read More...

ବ୍ରହ୍ମପୁରର ଆମ୍ବପୁଆରେ ନବରାତ୍ରପୂଜା ସମାହିତ, ବର୍ଣ୍ଣାଢ୍ୟ ସମ୍ଭାରରେ ବିଜୟଦଶମୀ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମହାନଗରୀ ୪୦ନଂ. ୱାର୍ଡ ଅନ୍ତର୍ଗତ ଆମ୍ବପୁଆ ଅଞ୍ଚଳରେ କୋଭିଡ ଗାଇଡ଼ ଲାଇନ ଅନୁଯାୟୀ ଦେବୀ ଦୁର୍ଗାଙ୍କ ନବରାତ୍ର ପୂଜା ବିଧିବଦ୍ଧ ଭାବେ ସମାହିତ ହୋଇଯାଇଛି । ଆମ୍ବପୁଆ ସ୍ଥ ଶ୍ରୀଶ୍ରୀ ଜଗନ୍ନାଥମନ୍ଦିର ପରିସରରେ ପାର୍ଶ୍ୱ ଦେବାଦେବୀଙ୍କ
Read More...

ଟ୍ରୁକଲରରେ ବଲାଙ୍ଗିର ଏସ.ପି.ଙ୍କ ଫେକ୍‌ ମୋବାଇଲ ନଂବରରେ ୩ଲକ୍ଷ ଟଙ୍କା ଦାବୀ : ଟଙ୍କା ନ ଦେଲେ ଜୀବନରେ ମାରିଦେବା…

କଂଟାବାଂଜି, (ମନୀଷ କୁମାର ହଂସ) : ଟ୍ରୁକଲରରେ ବଲାଙ୍ଗିର ପୋଲିସ ଆରକ୍ଷୀ ଅଧିକ୍ଷକଙ୍କ ଫେକ୍‌ ନଂବରରେ ଜଣେ ବ୍ୟକ୍ତିଙ୍କୁ ୩ ଲକ୍ଷ ଟଙ୍କା ୪ ଜଣ ବ୍ୟକ୍ତି ଦାବୀ କରିବା ପରେ ପୋଲିସ ଦ୍ୱାରା ମୋବାଇଲ ଟ୍ରାକିଂଗରେ ୩ଜଣ ଗୁରୁବାର କୋର୍ଟ ଚାଲାଣ ହୋଇଥିବା ବେଳେ ଜଣେ ଫେରାର ମାରିଥିବା ପୋଲିସ
Read More...

ଗଣ୍ଡପାଲି ଠାରେ ବିଶ୍ଵ ହାତଧୁଆ ଦିବସ ପାଳିତ

ଆଗଲପୁର, (ସୁଶିଲ କୁମାର ମିଶ୍ର) : ଆଜି ଆଗଲପୁର ବ୍ଳକର ଭରସୂଜା ଗ୍ରାମ ପଞ୍ଚାୟତର ଗଣ୍ଡପାଲି ଗ୍ରାମରେ ବିଶ୍ଵ ହାତ ଧୁଆ ଦିବସ ପାଳିତ ହୋଇଯାଇଛି । ବିକଳ୍ପ କଣ୍ଟାବାଞ୍ଜିର ଜିଲ୍ଲା ସଂଯୋଜକ ସୁଧାଂଶୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ପଲ୍ଲୀ ଆଲୋକ ପାଠାଗାର ନଅଗାଁ-ଖର ସଂଯୋଜକ
Read More...

ରାଉରକେଲାରେ ପୁଣି ଏକ ହତ୍ୟାକାଣ୍ଡ : ଧାରୁଆ ଅସ୍ତ୍ରରେ ଯୁବକର ଗଳା କାଟି କରାଯାଇଛି ହତ୍ୟା, ପରକ୍ରୀୟା ପ୍ରୀତି ସନ୍ଦେହ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉଲକେଲାରେ ଆଜି ପୁଣି ଏକ ହତ୍ୟାକାଣ୍ଡ ଘଟିଯାଇଛି । ଧାରୁଆ ଅସ୍ତ୍ରରେ ଯୁବକର ଗଳାକାଟି ହତ୍ୟା କରାଯାଇଥିବା ନେଇ ଅନୁମାନ କରାଯାଉଛି । ସୂଚନା ଅନୁସାରେ, ରାଉରକେଲା ସହରର ସେକ୍ଟର ୫ ଦୀପିକା ଇଂଲିଶ ମିଡିଅମ୍ ସ୍କୁଲ ପାଖ ଗିରି ବଗିଚାରେ ଏକ ୩୦/୩୨ବର୍ଷର
Read More...

ଆଜି ଆଇପିଏଲ ଫାଇନାଲ : ଟ୍ରଫି ପାଇଁ ଚେନ୍ନଇ-କୋଲକାତା ମୁହଁ ମୁହିଁ, କିଏ ଜିତିବ ଟ୍ରଫି ?

ଦୁବାଇ : ଶୁକ୍ରବାର ଦିନ ଆଇପିଏଲ ଟ୍ରଫି ଟକ୍କରରେ ଚେନ୍ନାଇ-କୋଲକାତା ମଧ୍ୟରେ ଦୁବାଇ ଷ୍ଟାଡିୟମରେ ମୁହାଁମୁହିଁ ହେବେ । ଲିଗ୍ ପର୍ଯ୍ୟାୟରେ ଚେନ୍ନାଇ ଶୀର୍ଷ ସ୍ଥାନରେ ଉନ୍ନୀତ ହୋଇ ପ୍ରଥମ କ୍ଵାଲି ଫାୟରରେ ଦିଲ୍ଲୀକୁ ହରାଇ ସିଧାସଳଖ ଫାଇନାଲରେ ପ୍ରବେଶ କରିଥିଲା । ଅନ୍ୟପଟେ କୋଲକାତା ଲିଗ୍
Read More...

ଦେଶରେ ଗତ ୨୪ ଘଣ୍ଟାରେ ୧୮୯୮୭ କରୋନା ଆକ୍ରାନ୍ତ ଚିହ୍ନଟ : ୨୪୬ ମୃତ

ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟାରେ ୧୮୯୮୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୪୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩,୪୦,୨୦,୭୩୦ରେ ପହଁଚିଥିବା ବେଳେ ମୃତ୍ୟୁସଂଖ୍ୟା ୪,୫୧, ୪୩୫ରେ ପହଞ୍ଚିଛି । ଏବେ
Read More...

ରେଢ଼ାଖୋଲ ଉପଖଣ୍ଡରେ ହାତୀ ଉପଦ୍ରବ : ସାଇକେଲରୁ କକା-ପୁତୁରାଙ୍କୁ ଟାଣି ଆଣି ଦଳି ଦେଲା

ରେଢ଼ାଖୋଲ : ଦିନକୁ ଦିନ ହାତୀ ଉପଦ୍ରବ ବଢିବାରେ ଲାଗିଥିବା ବେଳେ ଗତକାଲି ସନ୍ଧ୍ୟାରେ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ରେଢ଼ାଖୋଲ ରେଞ୍ଜ୍ ଖୋଲଗଡ଼ ସଂରକ୍ଷିତ ଜଙ୍ଗଲ ରାସ୍ତାରେ କକା-ପୁତୁରାଙ୍କୁ ଟାଣି ଆଣି ଦଳି ଦେଇଛି ହାତୀ । ସୂଚନା ଯୋଗ୍ୟ ଯେ, ରେଢ଼ାଖୋଲ ଏନ୍ଏସିର ଡିମିରିକୁଦର
Read More...

ରକ୍ଷଣାବେକ୍ଷଣ ଅଭାବରୁ ଭାଙ୍ଗିଲା ମାଟିବନ୍ଧ ଡ୍ୟାମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଜମରତଲା ପଞ୍ଚାୟତଠାରେ ଥିବା କଣ୍ଠେଶ୍ବରପୁର ମାଟିବନ୍ଧ ପ୍ରୋଜେକ୍ଟ ରକ୍ଷଣାବେକ୍ଷଣ ଅଭାବରୁ ଆଡି ଭାଙ୍ଗିଯାଇ ବ୍ୟାପକ ନଷ୍ଟ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ କଣ୍ଠେଶ୍ବରପୁର ମାଟିବନ୍ଧରେ ସରକାରଙ୍କ ନିର୍ଦ୍ଧାରଣ ଅନୁସାରେ ୩୨୦
Read More...

ରାଜ୍ୟରେ ଗତ ୨୪ ଘଣ୍ଟାରେ ୫ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟାରେ ୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୨୭୯କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୨ ଜଣ, ନବରଙ୍ଗପୁର ଜିଲ୍ଲାରୁ ୩ ଜଣଙ୍କର ମୃତ୍ୟୁ ଘଟିଛି
Read More...