Daily Archives

ଗତ ୨୪ ଘଂଟାରେ ୪୬୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୪୬୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୬୬ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୫୨୯୯ । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୭୧ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

ଏଣିକି ପୂଜାଛୁଟି ପରେ ଖୋଲିବ ଅଷ୍ଟମ ଓ ଏକାଦଶ ଶ୍ରେଣୀ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ପୂର୍ବରୁ ନବମ, ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠପଢ଼ା ଅଫଲାଇନ୍‌ରେ ଚାଲିଥିବା ବେଳେ ଦଶହରା ଛୁଟି ପରେ ଖୋଲିବ ଅଷ୍ଟମ ଓ ଏକାଦଶ ଶ୍ରେଣୀ । କୋଭିଡ୍‌ ଗାଇଡଲାଇନ୍‌ ଅନୁସାରେ ଶ୍ରେଣୀଗୃହରେ ପାଠପଢ଼ିିବେ ଛାତ୍ରଛାତ୍ରୀ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ
Read More...

ବରିଷ୍ଠ ମାଓ ନେତା ଆକ୍କିରାଜୁ ହରଗୋପାଲ୍ ମୃତ

ଛତିଶଗଡ଼ : ବରିଷ୍ଠ ମାଓ ନେତା ଆକ୍କିରାଜୁ ହରଗୋପାଲ୍ ଓରଫ୍ ରାମକ୍ରିଷ୍ଣାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ସେଣ୍ଟ୍ରାଲ କମିଟି ସଦସ୍ୟ ଆର୍‌କେ ଅଜଣା ରୋଗରେ ଦୀର୍ଘ ଦିନ ଧରି ଆକ୍ରାନ୍ତ ହୋଇ ଅସୁସ୍ଥ ଥିଲେ । ଛତିଶଗଡ଼ ଦକ୍ଷିଣ ବସ୍ତର
Read More...

ଲଇଗାଁ ଛକ ନିକଟରେ ଅଜଣା ଗାଡି ଧକ୍କାରେ ଦୁଇ ସଙ୍ଗାତଙ୍କ ଶୋଚନୀୟ ମୃତ୍ୟୁ

ହରଭଙ୍ଗା, (ବଂଶୀଧର ମାଝୀ) : ଅଜଣା ଗାଡି ଧକ୍କାରେ ସାଥୀହୋଇ ଘରକୁ ଫେରୁଥିବା ଦୁଇ ସଙ୍ଗାତଙ୍କ ମୃତ୍ୟୁ ହୋଇଛି । ଏ ଖବର ଜଣାପଡିବା ପରେ ହରଭଙ୍ଗା ବ୍ଲକରେ ଶୋକର ଛାୟା ଖେଳି ଯାଇଛି । ମୃତକମାନେ ମୁଶାଡ଼ ଗ୍ରାମର ଝାଣ୍ଟୁ ଚରଣ ବେହେରା ଓ ବ୍ରାହ୍ମଣଗାଁର ଝାଣ୍ଟୁ ଭୋକ୍ତା ବୋଲି ଜଣାପଡିଛି ।
Read More...

ଜାମଗାଁରେ ମା’ ଚୋଟୀବୁଢ଼ୀଙ୍କ ଅଗ୍ନି ଓ ଛତର ଯାତ୍ରା

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଜାମଗାଁଠାରେ ଇଷ୍ଟଦେବୀ ମା’ ଚୋଟୀବୁଢ଼ୀଙ୍କ ଅଗ୍ନିଯାତ୍ରା ସମ୍ପନ ହୋଇଯାଇଛି । ମା'ଙ୍କର ଅଲୌକିକ ଲୀଳା ଓ ଅଗ୍ନିଯାତ୍ରା ଦର୍ଶନ କରିବା ପାଇଁ ବିଭିନ୍ନ ଗ୍ରାମରୁ ହଜାର ହଜାର ଶ୍ରଦ୍ଧାଳୁମାନଙ୍କର ସମୋରୋହ ହୋଇଥିଲା
Read More...

ଶାହାରୁଖ ଖାଁଙ୍କ ପୁତ୍ର ଆର୍ଯ୍ୟନ ହେଲେ କୈଦୀ ନଂ ଏନ୯୫୬

ମୁମ୍ବାଇ : ବଲିଉଡ ଅଭିନେତା ଶାହାରୁଖ ଖାଁଙ୍କ ପୁତ୍ର ଆର୍ଯ୍ୟନ କ୍ରୁଜ ଡ୍ରଗ୍ସ ପାର୍ଟି କେସ୍‌ରେ ମୁମ୍ବାଇ ଆର୍ଥର ରୋଡ ଜେଲରେ ଆସନ୍ତା ୨୦ ଅକ୍ଟୋବର ପର୍ଯ୍ୟନ୍ତ ରହିବେ । ଏନଡିପିଏସ କୋର୍ଟ ଗୁରୁବାର ଏହି ମାମଲାର ଶୁଣାଣି କରି ନିଷ୍ପତି ସୁରକ୍ଷିତ ରଖିଥିବା ବେଳେ ସବିଶେଷ ତଥ୍ୟ ଅନୁଯାୟୀ
Read More...