Daily Archives

ଓଡିଆ ଭାଷା ଓ ସାହିତ୍ୟ ବିଭାଗର ପ୍ରଥମ ପାଠ୍ୟଚକ୍ର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହା ବିଦ୍ୟାଳୟରେ ଓଡିଆ ଭାଷା ଓ ସାହିତ୍ୟ ବିଭାଗର ପ୍ରଥମ ପାଠ୍ୟଚକ୍ର ଅନୁଷ୍ଠିତ ହୋଇଯାଇଛି । ଚତୁର୍ଥ ପର୍ଯ୍ୟାୟର ଛାତ୍ର ରାଜୁ ଶବର "ରୀତିବାଦ" ଓ ଛାତ୍ରୀ ଝଲି ରଣା ''ରସର ସଂଜ୍ଞା ଓ ସ୍ୱରୂପ" ନାମକ ଭିତ୍ତି ପ୍ରବନ୍ଧ ପାଠ କରିଥିଲେ ।
Read More...

ବେଆଇନ ମୋରୁମ୍ ଚୋରା ଚାଲାଣ ଉପରେ ତହସିଲଦାରଙ୍କ ଚଢ଼ାଉ : ଗୋଟିଏ ଟ୍ରାକ୍ଟରରୁ ୨୫ହଜାର ୧୧୧ ଟଙ୍କା ଜରିମାନା ଆଦାୟ 

ଦେଓଗାଁ, (ମନୀଷ କୁମାର ସାହୁ) : ଗୁରୁବାର ଦିନ ବେଆଇନ ଭାବେ ମୋରୁମ୍ ଚୋରା ଚାଲାଣ ହେଉଥିବା ବେଳେ ଦେଓଗାଁ ବ୍ଲକ୍ କୁତୁର୍ଲା ପଞ୍ଚାୟତ ବହଲି ନିକଟରେ ଦେଓଗାଁ ତହସିଲଦାର ଯୁଗଲ କିଶୋର ବିଶ୍‌ଶ୍ୱାଲ ଓ ଜରାସିଂହା ଆର୍‌ଆଇ ଅଧିର ନାଏକ ଟ୍ରାକ୍ଟର (ଓଡ଼ି ୦୩ ସି ୧୯୭୭) ଜବତ କରି ଗାଡି
Read More...

ପାଇକମାଲ ପ୍ରଖଣ୍ଡରେ ଦୁର୍ଗା ବାହିନୀ ପ୍ରଥମ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ପାଇକମାଲ ଠାରେ ଦୁର୍ଗାଷ୍ଟମୀ ଉତ୍ସବ ପାଳନ ହୋଇଯାଇଛି । ଏହି ଉତ୍ସବରେ ଦୁର୍ଗା ବାହିନୀ ପାଇକମାଲ ପ୍ରଖଣ୍ଡର ସଂଯୋଜିକା ସୁଜାତା ଧରୁଆ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଭାବରେ ବଜରଙ୍ଗ ଦଳ
Read More...

ବାର୍ଦ୍ଧକ୍ୟ ଭତ୍ତା ରମେଶଙ୍କ ପାଇଁ ସାତସପନ

ବାଲେଶ୍ୱର, (କେପିଏନ୍‌ଏସ୍‌) : ସରକାରଙ୍କ ପକ୍ଷରୁ ମାଳମାଳ ଯୋଜନା କରାଯାଇଥିଲେ ମଧ୍ୟ ପ୍ରକୃତ ହିତାଧିକାରୀ ଏଥିରୁ ବଞ୍ଚିତ ହେଉଛନ୍ତି । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ସୁନାଧରବସାଣ ଗ୍ରାମପଞ୍ଚାୟତର ସୁନାଧରବସାଣ ଗ୍ରାମର ରମେଶ ଦଳାଇ ନାମକ ବୃଦ୍ଧ ୬୪ ବର୍ଷ ବୟସରେ ପଦାର୍ପଣ କରିଛନ୍ତି ।
Read More...

ଗୋରୁ ଚୋରା ଚାଲାଣ ବେଳେ ବରଗଡ ବଜରଙ୍ଗ ଦଳ ଦ୍ଵାରା ଅଟକ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଗତକାଲି ରାତି ପ୍ରାୟ ୧୨ଟା ସମୟରେ ଛତିଶଗଡରୁ ରାଜ୍ୟ ସୀମା ପାରି ହୋଇ କଲିକତାକୁ ଏକ କଣ୍ଟେନରରେ ଗୋରୁ ଚୋରା ଚାଲାଣ କରୁଥିବା ବେଳେ ବରଗଡ଼ ବଜରଙ୍ଗ ଦଳର କର୍ମୀମାନଙ୍କ ଦ୍ଵାରା ଧରାପଡିଥଲା । ତେବେ ଘଟଣା ସ୍ଥଳକୁ ପୋଲିସ ପହଞ୍ଚିବା ପୂର୍ବରୁ ସମସ୍ତଙ୍କୁ
Read More...

ମାନସିକ ବିକାର ଗ୍ରସ୍ତ ମହିଳାଙ୍କୁ ଉଦ୍ଧାର କରି ଥଇଥାନ କଲେ ଦୁଇ ସ୍ୱେଛାସେବୀ ସଂଗଠନ

କଳାହାଣ୍ଡି, (ପି.କେ ସାହୁ) : କିଛିଦିନ ତଳେ ଏକ ମାନସିକ ବିକାର ଗ୍ରସ୍ତ ମହିଳା ଭବାନୀପାଟଣା ସହରରେ ଏଣେ ତେଣେ ବୁଲୁଥିଲେ । ସେ ବିଭିନ୍ନ ଅଫିସକୁ ଯାଇ କର୍ମଚାରୀଙ୍କୁ ମଧ୍ୟ ଗାଳି ଗୁଲଜ କରିଛନ୍ତି । ସେ ଖାଇବା ପିଇବା ନେଇ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହି ମହିଳାଙ୍କୁ କିଛିଦିନ
Read More...

ପାଟଣାଗଡରେ ନୂତନ ଉପଜିଲ୍ଲାପାଳଙ୍କ ଯୋଗଦାନ

ପାଟଣାଗଡ଼, (ଗୋରେଖନାଥ ବରିହା) : ଆଜି ପାଟଣାଗଡ଼ ନୂତନ ଉପଜିଲ୍ଲାପାଳ ଭାବେ ଡ଼ ବିଜୟାନନ୍ଦ ସେଠୀ ଯୋଗଦାନ କରିଛନ୍ତି । ପୂର୍ବରୁ ଉପଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କ ରାୟଗଡ଼ାକୁ ବଦଳି ହେବା ପରେ ପ୍ରାୟ ତିନି ମାସ ଧରି ପାଟଣାଗଡ଼ ତହସିଲଦାର ଡ଼ ପୁଷ୍ପାଞ୍ଜଳି ପଣ୍ଡା ଉପଜିଲ୍ଲାପାଳ
Read More...

୨୪ ଘଣ୍ଟାରେ ଦେଶରେ ୨୧,୨୫୭ କରୋନା ଆକ୍ରାନ୍ତ ଚିହ୍ନଟ : ୨୭୧ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨୧,୨୫୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୭୧ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏହି ତଥ୍ୟକୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩,୩୮,୯୩,୧୩୮ରେ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ୪,୫୦,୧୨୭ରେ ପହଞ୍ଚିଛି । ଗତ ୨୪
Read More...

୧୫୦ ବୋତଲ କଫ ସିରଫ ଜବତ ସହ ଜଣେ ଗିରଫ

ସିନାପାଲି, (ନିରାକାର ମେହେର) : ପଶ୍ଚିମ ଓଡ଼ିଶାରେ ବେଧଢକ ଚାଲିଛି ବେଆଇନ କଫ୍‌ ସିରପ କାରବାର । ଏହି ବେଆଇନ କଫ୍ ସିରଫ୍ କାରବାରରେ ଗତକାଲି ନୂଆପଡା ଜିଲ୍ଲା ସିନାପାଲି ଅବକାରୀ ବିଭାଗ ଜଣଙ୍କୁ ଗିରଫ କରିବା ସହିତ ପ୍ରାୟ ୧୫୦ ବୋତଲ କଫ ସିରଫ ଜବତ କରିଥିବା ଜଣାପଡିଛି । ସୂଚନା ଅନୁସାରେ
Read More...

ରାଜ୍ୟରେ ଗତ ୨୪ ଘଣ୍ଟାରେ ୪ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୨୩୮କୁ ବୃଦ୍ଧି ପାଇଛି । କଟକ, କନ୍ଧମାଳ, ନୟାଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏନେଇ ରାଜ୍ୟ
Read More...