Daily Archives

ପ୍ଲାଷ୍ଟିକ ମୁକ୍ତ ଭାରତ ଆହ୍ୱାନ : ସ୍ୱାଧୀନତାର ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ବୁଦ୍ଧିକୋମନା ପଞ୍ଚାୟତ ପଣ୍ଡରାପଥର ଗ୍ରାମରେ ନେହେରୁ ଯୁବକେନ୍ଦ୍ର, ଅଙ୍ଗନୱାଡ଼ି କର୍ମୀ, ୱାର୍ଡ ମେମ୍ବର ଏବଂ ଗ୍ରାମର ଧରୁଆବୁଢ଼ା ଯୁବକ ସଂଘର ମିଳିତ ଉଦ୍ୟମରେ କ୍ଲିନ୍ ଇଣ୍ଡିଆ ପ୍ଲାଷ୍ଟିକ ମୁକ୍ତ ଭାରତ କାର୍ଯ୍ୟକ୍ରମ
Read More...

ଭାଜପା ପକ୍ଷରୁ ଗଞ୍ଜାମ ବ୍ଲକ ସାମ୍ବାଦିକଙ୍କୁ ସମର୍ଦ୍ଧନା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : କରୋନା କାଳରେ ନିଜ ଜୀବନକୁ ବିପର୍ଣ୍ଣ କରି କର୍ତ୍ତବ୍ୟ ପରାୟଣ ହୋଇ ଖବର ପ୍ରସାରଣ କରି ଲୋକଙ୍କ ସୁଖ ଦୁଃଖର ସାଥୀ ହୋଇଥିବା ଗଞ୍ଜାମ ବ୍ଲକର ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ କରୋନା ଯୋଦ୍ଧା ଭାବେ ସମର୍ଦ୍ଧନା କରିଛି ଗଞ୍ଜାମ ଅଞ୍ଚଳର ଭାରତୀୟ ଜନତା ପାର୍ଟି
Read More...

ଗତ ୨୪ ଘଂଟାରେ ୫୨୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୫୨୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୭୫ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୫୧୧୧ । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୦୬ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

କଣ୍ଟାବାଞ୍ଜିରେ ଅଗ୍ରସେନ ଜୟନ୍ତୀ ପାଳିତ : ମହାରାଜା ଅଗ୍ରେସେନଙ୍କ ଜୀବନୀକୁ ସ୍କୁଲ ପାଠ୍ୟକ୍ରମରେ ସାମିଲ କରିବାକୁ…

କଣ୍ଟାବାଞ୍ଜି, (ମନୀଷ କୁମାର ହଂସ) : ଅଗ୍ରୱାଲ ସମାଜର କୁଲପିତା ମହାରାଜା ଅଗ୍ରସେନଙ୍କ ଜୟନ୍ତୀ ସ୍ଥାନୀୟ ଓଁକାର ମଲ ଭବନ ପରିସରରେ ପାଳିତ ହୋଇଯାଇଛି । ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାରୁ ରାଜ୍ୟସଭା ସାଂସଦ ସୁଜିତ କୁମାର ଯୋଗ ଦେଇଥିଲେ । ଶ୍ରୀ କୁମାର ଅଗ୍ରୱାଲ
Read More...

ଶ୍ରମିକ ମହାସଂଘ ତରଫରୁ ଶ୍ରମିକ ଗର୍ଜ୍ଜନ ସମାବେଶ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଶ୍ରମିକ ମହାସଂଘ ତରଫରୁ ଶ୍ରମିକ ଗର୍ଜ୍ଜନ ସମାବେଶ ଅନୁଷ୍ଟିତ ହୋଇଯାଇଛି । ଜିଲ୍ଲାର କୋଣ ଅନୁକୋଣରୁ ହଜାର ହଜାର ସଂଖ୍ୟାକ ଶ୍ରମିକ ଆସି ସମାବେଶରେ ଯୋଗ ଦେବା ସହିତ ଜିଲ୍ଲାପାଳ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଶ୍ରମିକ ମହାସଂଘ
Read More...

ଖୁର୍ସେଲ ପଞ୍ଚାୟତର ୫୦ ଜଣ ବିଜେପି ଓ କଂଗ୍ରେସ ଦଳର କର୍ମୀ ଦଳ ଛାଡ଼ି ବିଜେଡିରେ ଯୋଗଦାନ କଲେ

ପାଟଣାଗଡ଼, (ଗୋରେଖନାଥ ବରିହା) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଓ ନିର୍ମଳ ଶାସନରେ ଅନୁପ୍ରାଣିତ ହୋଇ ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ଉପସ୍ଥିତିରେ ପାଟଣାଗଡ ନିର୍ବାଚନ ମଣ୍ଡଳୀର ବିଜୁଜନତା ଦଳ କାର୍ଯ୍ୟାଳୟରେ ଖୁର୍ସେଲ ପଞ୍ଚାୟତର ୫୦ ଜଣ କର୍ମୀ ଭାରତୀୟ ଜନତା ପାର୍ଟି ଓ
Read More...

ପୁରୀ ବେଳା ଭୂମିରେ ଅଜାଦୀ କୀ ଅମୃତ ମହୋତ୍ସବ ପାଳନ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଅଜାଦୀ କୀ ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ପୁରୀ ବେଳା ଭୂମି ଠାରେ ପାଳିତ ହୋଇଯାଇଛି । ଏଥିରେ କେନ୍ଦ୍ର ସଂସ୍କୃତି ଏବଂ ପର୍ଯ୍ୟବରଣ ମନ୍ତ୍ରୀ ଅଶ୍ୱିନୀ ଚୌବେ, ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ
Read More...

ଗଙ୍ଗାଧର ପାର୍କଠାରେ ୨୦ତମ ସାର୍ବଜନୀନ ଶାରଦୀୟ ନବରାତ୍ର ଦୂର୍ଗାପୂଜା ଆରମ୍ଭ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଐତିହ୍ୟ ଶକ୍ତି ପୀଠ କଲେଜ ଛକ ସ୍ଥିତ ଗଙ୍ଗାଧର ପାର୍କ ପରିସରରେ ନବରାତ୍ର ଶାରଦୀୟ ଦୁର୍ଗାପୂଜା ଭବ୍ୟ ପୂର୍ଣ୍ଣ କଳସ ଶୋଭାଯାତ୍ରା ଓ କଳସ ସ୍ଥାପନ ସହ ସାର୍ବଜନୀନ ଶାରଦୀୟ ୨୦ ତମ ନବରାତ୍ର ଦୂର୍ଗାପୂଜା ଆରମ୍ଭ ହୋଇଯାଇଛି । ନବରାତ୍ର ଦୂର୍ଗାପୂଜା
Read More...

ଜିଲ୍ଲା ପରିଷଦ-ଜିର ଷ୍ଟାଣ୍ଡିଂ କମିଟିର ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ପରିଷଦ-ଜିର ଷ୍ଟାଣ୍ଡିଂ କମିଟିର ବୈଠକ ଗତକାଲି ଡିଆର୍‌ଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭ୍ୟ ଯୁବରାଜ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଜିଲ୍ଲାରେ ଶିକ୍ଷା ଓ କ୍ରୀଡ଼ା ସମ୍ପର୍କରେ ଆଲୋଚନା ହୋଇଥିଲା ।
Read More...

ଆମ ପୋଲିସ ସମିତି କାର୍ଯ୍ୟକ୍ରମ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ସହର ମଧ୍ୟରେ ଗତ କିଛି ମାସ ହେବ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି । ଏହାକୁ ସୁଧାରିବା ପାଇଁ ବରଗଡ଼ ପୋଲିସ ପକ୍ଷରୁ ଜନ ସାଧାରଣଙ୍କ ସହଯୋଗ ଲୋଡ଼ାଯାଇଛି । ଏହି କ୍ରମରେ ଗତକାଲି ଟାଉନ ଥାନାରେ ଆମ ପୋଲିସ ସମିତି କାର୍ଯ୍ୟକ୍ରମ
Read More...
error: Content is protected !!