Monthly Archives

September 2021

ଆସନ୍ତା କାଲି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୧୯ଟି ଟୀକାକେନ୍ଦ୍ରରେ ୧୮ରୁ ଅଧିକ ବର୍ଷ ବୟସର ନାଗରିକଙ୍କୁ…

ଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ତା୦୧/୧୦/୨୧ରେ ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା, ତରଭା ଓ ବୀରମହାରାଜପୁର ବ୍ଲକ ଅଞ୍ଚଳରେ ୧୯ଟି ବ୍ୟବସ୍ଥିତ ଟିକା
Read More...

ନୂଆପଡାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ଆୟୁଷ୍ମାନ ଯୋଜନା ଫେଲ : ସାଧାରଣରେ ଅଭିଯୋଗ

ନୂଆପଡା, (ନିରାକାର ମେହେର) : କେନ୍ଦ୍ର ଏବଂ ରାଜ୍ୟ ସରକାର ସାଧାରଣ ଲୋକଙ୍କ ଚିକିତ୍ସା ପାଇଁ ଆୟୁଷ୍ମାନ ତଥା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଭଳି ଅନେକ ଜନ ହିତକର ଯୋଜନା ମାନ ପ୍ରଣୟନ କରିଛନ୍ତି । ହେଲେ ନୂଆପଡା ଜିଲ୍ଲାରେ ଏସବୁ ଯୋଜନା ନାମକୁ ମାତ୍ର ହୋଇ ରହିଯାଉଛି ବୋଲି ମତପ୍ରକାଶ
Read More...

ଦୁଇ ବାପ ଛେଉଣ୍ଡ ଝିଅ ଆଶୀର୍ବାଦ ଯୋଜନାରେ ସାମିଲ ହେଲେ : ପାଇବେ ସରକାରୀ ସହାୟତା

କଳାହାଣ୍ଡି, (ପି. କେ. ସାହୁ) : ଭଗବାନଙ୍କ ବିଚିତ୍ର ନିୟମ । ଯେଉଁ ବୟସରେ ବାପା ମା'ଙ୍କ ସ୍ନେହ ଟିକେ ପାଇବା ପାଇଁ ଏକ କୋମଲମତି ଛୁଆ ସ୍ବପ୍ନ ଦେଖୁଥାଏ, ସେହି ସମୟରେ କିଛି ଛୁଆଙ୍କୁ ତାହା ମିଳିନଥାଏ । ଏହିପରି ଏକ ଘଟଣା ଦେଖିବାକୁ ମିଳିଥିଲା ଜୟପାଟଣା ବ୍ଲକ ପ୍ରତାପପୁର ଗାଁରେ । ସୂଚନା
Read More...

ବଲାଙ୍ଗିର ଜିଲ୍ଲାରେ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଜିଲ୍ଲାପ୍ରଶାସନ ତରଫରୁ ବଲାଙ୍ଗିର ଜିଲ୍ଲାରେ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ସମସ୍ତ ଗ୍ରାମ ପଂଚାୟତ, ବ୍ଲକ ଓ ଜିଲ୍ଲାସ୍ତରୀୟ ଶିଶୁମାନଙ୍କ
Read More...

ଅବସରପ୍ରାପ୍ତ କଲେଜ ହେଡକ୍ଲର୍କ ଲକ୍ଷ୍ମଣ ସାହୁଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ଡଙ୍ଗାଘାଟ ଗ୍ରାମ ଓ ଆଖପାଖ ଅଞ୍ଚଳର ବିଶିଷ୍ଟ ଶିକ୍ଷାପ୍ରେମୀ ତଥା ପଦ୍ମପୁର ଅଞ୍ଚଳ କଲେଜର ଅବସରପ୍ରାପ୍ତ ହେଡକ୍ଲର୍କ ଓ ମହିଳା ବିଦ୍ୟାଳୟ, ପଦ୍ମପୁର ଅବସରପ୍ରାପ୍ତ ହେଡକ୍ଲର୍କ ଲକ୍ଷ୍ମଣ ସାହୁଙ୍କ ଆଜି ସକାଳ ୯ ଘ. ୨୭ମି. ସମୟରେ ତାଙ୍କ
Read More...

ଓଡ଼ିଶା ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ

କନ୍ଧମାଳ, (କେପିଏନଏସ୍) : ଓଡ଼ିଶା ଉତ୍କଳ ସାମ୍ବାଦିକ ସଂଘର ଦ୍ୱିଦିବସୀୟ ରାଜ୍ୟ ସ୍ତରୀୟ ସମ୍ମିଳନୀ କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଦାରିଙ୍ଗବାଡି ଠାରେ ଅନୁଷ୍ଠିତ ହୋଇଯାଇଅଛି । ସେପ୍ଟେମ୍ବର ୨୯ ଓ ୩୦ ତାରିଖ ଦିନ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଥମ ଦିନରେ ସଂଘର ସଦସ୍ୟମାନେ
Read More...

ସ୍ଵାଧୀନତାର ୭୫ ବର୍ଷ ପରେ ମଧ୍ୟ ରେଙ୍ଗାଳପତ୍ରା ଗାଁକୁ ନାହିଁ ରାସ୍ତା : ଭୋଟ ବର୍ଜନ କରିବାକୁ ଚେତାବନୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଜେପୁର ବ୍ଲକ ସ୍ଥିତ ଭଟିଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରେଙ୍ଗାଳପତ୍ରା ଗ୍ରାମକୁ ନାହିଁ ପକ୍କା ରାସ୍ତା । ସୂଚନା ଅନୁସାରେ ଅଛରାଏ ବର୍ଷା ହେଲେ କାଦୁଅ ସରସର ରାସ୍ତାରେ ଯିବା
Read More...

କୋସଲି ଡେରାର କୋସଲି ସଂସ୍କୃତି ଦିନ୍‌ ପାଳିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ଅଗ୍ରଣୀ କୋସଲି ସାହିତ୍ୟିକ ଅନୁଷ୍ଠାନ କୋସଲି ଡେରା ପକ୍ଷରୁ କୋସଲି ରାମାୟଣର ରଚୟିତା କୋସଲି ବାଲ୍ମୀକି ଇନ୍ଦ୍ରମଣି ସାହୁଙ୍କର ଜନ୍ମ ଦିବସ ଅବସରରେ କୋସଲି ସଂସ୍କୃତି ଦିନ୍‌ ପାଳିତ ହୋଇଯାଇଛି । ବୈଠକ ପୂର୍ବରୁ ମାଁ ପାଟଣେଶ୍ୱରୀଙ୍କ ମନ୍ଦିର ଠାରୁ ଏକ
Read More...

ପଦ୍ମପୁର ଅଞ୍ଚଳ କଲେଜରେ ଶୋକସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଅଞ୍ଚଳ ମହାବିଦ୍ୟାଳୟ, ପଦ୍ମପୁର ସଭାଗୃହରେ ମହାବିଦ୍ୟାଳୟର ପୂର୍ବତନ ତଥା ପ୍ରଥମ ମୁଖ୍ୟ କିରାଣୀ ଲକ୍ଷ୍ମଣ ସାହୁଙ୍କ ବିୟୋଗରେ ଏକ ଶୋକସଭା ପାଳିତ ହୋଇଯାଇଛି । ଏହି ଶୋକସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଲଳିତେନ୍ଦୁ ନାୟକ ସ୍ବର୍ଗତ ସାହୁଙ୍କ ସ୍ମୃତିଚାରଣ
Read More...

ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ୨୦୨୧ ପ୍ରତିଯୋଗିତା : ଲୋକନୃତ୍ୟରେ ଝଲସିଲା ସାଂସ୍କୃତିକ ମଞ୍ଚ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ଠାରେ ସୁବର୍ଣ୍ଣପୁର ଜିଲ୍ଲା କଳା ସଂସ୍କୃତି ସଂଘ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଜିଲ୍ଲା ସଂସ୍କୃତି ଅଧିକାରୀ ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ
Read More...