Monthly Archives

September 2021

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଅଟୋ – ଟ୍ରକ ମୁହାଁମୁହିଁ, ୨ ମୃତ ଘଟଣା କ୍ଷତିପୂରଣ ଦାବୀରେ ଜାତୀୟ ରାଜପଥ ଅବରୋଧ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୨୬ ଲୁହୁରାପାଲି ଛକ ନିକଟରେ ଆଜି ଭୋର ୫ଟା ସମୟରେ ଏକ ଟ୍ରକ ଓ ଓଟୋ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ
Read More...

ଡୁମ୍ବେରବାହାଲ ସ୍କୁଲରେ ବିଦ୍ୟାଳୟ ପରିଚାଳନା କମିଟିର ତାଲିମ ଶିବିର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ମାଣ୍ଡୋସିଲ କ୍ଲଷ୍ଟର ଅନ୍ତର୍ଗତ ଡୁମ୍ଵେରବାହାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ତିନିଦିନିଆ ବିଦ୍ୟାଳୟ ପରିଚାଳନା କମିଟିର ତାଲିମ ଶିବିର ୨୦୨୧ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି ।
Read More...

ପୁଝାରୀପାଲି ଗ୍ରାମ୍ୟ ବିଦ୍ୟାଳୟ ପରିଦର୍ଶନରେ ପରିଚାଳନା କମିଟି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଦ୍ୟାଳୟ ପରିଚାଳନା କମିଟି ତାଲିମ ଶିବିରକୁ ଅଧିକ ସଫଳ କରିବା ପାଇଁ ଗତକାଲି ଲଖମରା ପଞ୍ଚାୟତର ସମସ୍ତ ବିଦ୍ୟାଳୟ ସ୍କୁଲ ପରିଚାଳନା କମିଟିର ସମସ୍ତ ସଦସ୍ୟ ମାନେ ପୁଝାରୀପାଲି ଗାଁର ବାସ୍ତବତା ପରିଦର୍ଶନ କରିଥିଲେ । ଉକ୍ତ ସଦସ୍ୟ ସଦସ୍ୟା ମାନଙ୍କୁ
Read More...

ବିଦ୍ୟାଳୟ ପରିଚାଳନା କମିଟିର ତାଲିମ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଳକ ଅନ୍ତର୍ଗତ ଟେମରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତ୍ରିଦିବସୀୟ ପରିଚାଳନା କମିଟି ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଗୁଣାତ୍ମକ ଶିକ୍ଷାର ମାନ ବୃଦ୍ଧି, ଶିଶୁ ଶିକ୍ଷା ଅଧିକାର, ଗୋଷ୍ଠୀ ସମ୍ପୃକ୍ତି ସହ ବିଦ୍ୟାଳୟର ଉନ୍ନତିକରଣ ଏହି ତାଲିମ
Read More...

ଗାଇସିଲେଟର ସରଗମଲ୍ଲି ଅନୁଷ୍ଠାନକୁ ମିଳିଲା ମୁଖ୍ୟମନ୍ତ୍ରୀ ଟ୍ରଫି

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଜିଲ୍ଲା ସ୍ତରୀୟ ନୂଆଁଖାଇ ଭେଟଘାଟ ତଥା ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ପ୍ରତିଯୋଗିତା ବିଜୁ ପଟ୍ଟନାୟକ ଟାଉନ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ଗାଇସିଲେଟ ବ୍ଲକର ସରଗ ମଲ୍ଲି ଲୋକ ନୃତ୍ୟ ଦଳ ପ୍ରଥମ ସ୍ଥାନ ଅଧିକାର କରି ଟ୍ରଫି ହାସଲ କରିବା ସହ
Read More...

ପୁଣି ୬ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୧୯୮କୁ ବୃଦ୍ଧି ପାଇଛି । କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧା ଜିଲ୍ଲାରୁ ୨ ଜଣ ଲେଖାଏଁ ଏବଂ ଅନୁଗୁଳ ଓ ଜଗତସିଂହପୁର
Read More...

ମା’ ଉମା ମାହେଶ୍ୱରୀଙ୍କ ପୀଠରେ ଶାରଦୀୟ ଷୋହଳ ପୂଜା ଆରମ୍ଭ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ଅନ୍ୟତମ ଶକ୍ତିପୀଠ ବରଗଡ଼ ବ୍ଲକ ଅନ୍ତର୍ଗତ କୁରୁଆ ଗ୍ରାମ ସ୍ଥିତ ମା' ଉମା ମାହେଶ୍ୱରୀଙ୍କ ଷୋହଳ ପୂଜା ଆରମ୍ଭ ହୋଯାଇଛି । ଆବାହମାନ କାଳରୁ ମା'ଙ୍କ ରୀତିନୀତି ଅନୁସାରେ ମୂଳାଷ୍ଟମୀ ତିଥିରୁ ମା'ଙ୍କର ଶାରଦୀୟ ପୂଜା ଆରମ୍ଭ ହୋଇଥାଏ । ଏହି
Read More...

ଗତ ୨୪ ଘଂଟାରେ ୬୦୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୬୦୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୯୬ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୫୬୪୨ । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୫୩ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

ରୋଟାରୀ ପକ୍ଷରୁ ରକ୍ତ ଶର୍କରା ପରୀକ୍ଷା ସେବା ଶିବିର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରତି ବର୍ଷ ୨୯ ସେପ୍ଟେମ୍ବର ଦିନ ବିଶ୍ୱହୃଦୟ ଦିବସ ପାଳନ କରାଯାଏ । ଚଳିତବର୍ଷ ଏହି ଦିନରେ ଭାରତରୁ ମଧୁମେହ ବା ଡାଏବେଟିସ ରୋଗର ବିନାଶ ପାଇଁ ଆଗୁଆ ପଦକ୍ଷେପ ସ୍ୱରୂପ ସମଗ୍ର ଦେଶର ଗୋଟିଏ ଦିନରେ ୧୦ ଲକ୍ଷ ଲୋକଙ୍କ ବିନ୍ଦୁଏ ରକ୍ତ ନମୁନାରେ
Read More...

ତାଲପାଲିପଡାରେ ପାଳନ ହେଲା ପୁଅ ଜିଉନ୍ତିଆ ଓଷା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ତାଲପାଲିପଡାରେ ପାଳନ ହୋଇଯାଇଛି ପୁଅ ଜିଉନ୍ତିଆ ଓଷା । ସମସ୍ତ କରୋନା କଟକଣାକୁ ମାନି ମା’ ମାନେ ସଂପୂର୍ଣ୍ଣ ନିଷ୍ଠାର ସହ ପାଳନ କରିଛନ୍ତି ପୁଅ ଜିଉନ୍ତିଆ ଓଷା । ମା’ ମାନେ ନିର୍ଜଳା ଉପବାସରେ ରହି ଭଗବାନ ଦୂତୀବାମନଙ୍କ ପୂଜାର୍ଚ୍ଚନା
Read More...