Monthly Archives

September 2021

ସରକାର ଜମାକାରୀଙ୍କୁ ପ୍ରତିଶୃତି ମୁତାବକ ଜମାଟଙ୍କା ଫେରାନ୍ତୁ, ନଚେତ ପରିଣାମ ଭୋଗିବେ – ଜମାକାରୀ ମିଳିତ ମଂଚ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଭିନ୍ନ ଚିଟ୍‌ଫଣ୍ଡ ସଂସ୍ଥାରେ ଟଙ୍କା ସଞ୍ଚୟ କରି ଠକାମୀର ଶିକାର ହୋଇଥିବା ହଜାର ହଜାର କ୍ଷତିଗ୍ରସ୍ତ ଜମାକାରୀ ଦେଓଗାଁ ତହସିଲ ସ୍ତରରେ ଜମାକାରୀ ଗଣ ସତ୍ୟାଗ୍ରହରେ ସାମିଲ ହୋଇ ୨୦୧୩ ମସିହାରେ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶୃତି ମୁତାବକ ଜମାଟଙ୍କା
Read More...

ଅବସର ଭବନରେ ନିଃଶୁକ୍ଳ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : କୋଏଲନଗର ସ୍ଥିତ ରାଉରକେଲା ଇସ୍ପାତ କାରଖାନା ଅବସରପ୍ରାପ୍ତ କର୍ମଚାରୀ ସଂଘ କାର୍ଯ୍ୟାଳୟଠାରେ ବିଶ୍ୱ ହୃଦୟ ଦିବସ ଉପଲକ୍ଷେ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଅଭୟ କୁମାର ଦାସଙ୍କ ଅଧ୍ୟକ୍ଷତା ଓ ସାଧାରଣ ସଂପାଦକ
Read More...

ପ୍ରକୃତିର ଦାନ ଉପକାଗଙ୍ଗା ଓ କପାଟ ଦରହ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲାରେ ଅନେକ ପର୍ଯ୍ୟଟନ ସ୍ଥଳୀ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ସ୍ଥାନ ରହିଛି । ପ୍ରାକୃତିକ ଦୃଶ୍ୟ ସହିତ ନିଆରା ପରିବେଶର ମଜା ନେବା ପାଇଁ ବର୍ଷ ସାରା ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଥାଏ । ଜିଲ୍ଲାର ବୋଡେ଼ନ ବ୍ଲକ ଝରଣାମାଲ ଗାଁରେ ରହିଛି ଏଭଳି ଏକ
Read More...

ଓମ୍‌ ପ୍ରକାଶ କୁମ୍ଭାର ହେଲେ ଜିଲ୍ଲା କଂଗ୍ରେସ ଏସ୍‌ସି ସେଲ ସଭାପତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଶିଷ୍ଟ ଦଳିତ ନେତା ତଥା ଲକ୍ଷେ ଘର ଗଣ୍ଡା ସମାଜ ପଶ୍ଚିମ ଓଡିଶା ସଭାପତି ଓମ୍‌ ପ୍ରକାଶ କୁମ୍ଭାରଙ୍କୁ ଜିଲ୍ଲା କଂଗ୍ରେସ ଏସ୍‌ସି ସେଲ ସଭାପତି ଭାବେ ନିଯୁକ୍ତି ପାଇଛନ୍ତି । ତାଙ୍କ ନିଯୁକ୍ତି ପାଇଁ ରାଜ୍ୟ ଏସ୍‌ସି ସେଲ ସଭାପତି ବାଙ୍କନିଧି ବେହେରା,
Read More...

ଛତ୍ରପୁରରେ ବିଜୁ ଶ୍ରମିକ ସାମ୍ମୁଖ୍ୟରେ ଯୋଗଦାନ ପର୍ବ : ସମଗ୍ର ଭାରତବର୍ଷରେ ଏକମାତ୍ର ବଳିଷ୍ଠ ନେତୃତ୍ୱ ନବୀନ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ନବୀନ ପଟ୍ଟନାୟକଙ୍କ ସୁଶାସକତା ଉପରେ ବର୍ଣ୍ଣନା କରି ନବୀନ ବାବୁଙ୍କ ନେତୃତ୍ୱ ଅନନ୍ୟ, ତାଙ୍କ ସାଙ୍ଗଠନିକ ଦାୟିତ୍ୱ, କର୍ତ୍ତବ୍ୟ ଯାହା ସମଗ୍ର ଭାରତବର୍ଷରେ ଏକମାତ୍ର ବଳିଷ୍ଠ ନେତୃତ୍ୱ, ନବୀନ ଅଦ୍ୱିତୀୟ ବୋଲି ଦୃଢୋକ୍ତି ପ୍ରକାଶ କରି କହିଥିଲେ
Read More...

କାନ୍ଦୁଲ ବୁଢ଼ା ଯାତ୍ରା ପାଇଁ ପସ୍ତୁତି ବୈଠକ : ଦଶହରା ପୂର୍ଣ୍ଣିମା ଦିନ ହେବ ଯାତ୍ରା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ଧଣ୍ଡାମାଲ ପଞ୍ଚାୟତର ଅନ୍ତର୍ଲା ଗାଁରେ ଦଶହରା ପୂର୍ଣ୍ଣିମା ଦିନ ହେବାକୁ ଥିବା କାନ୍ଦୁଲ ବୁଢ଼ା ଯାତ୍ରାକୁ ନେଇ ଏକ ପସ୍ତୁତି ବୈଠକ ହେଡ ମଲ୍ଲିକ ବାସୁଦେବ ସିଂ ନିନାଙ୍କ ସଭାପତିତ୍ୱରେ ବୁଧୁବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଯାତ୍ରାଟି
Read More...

ବରିଷ୍ଠ ଫୁଟବଲ ଖେଳାଳୀ ସୁନ୍ଦରମଣୀ ଦଣ୍ଡସେନାଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଜରାସିଂହା ଗାଁର ବରିଷ୍ଠ ଫୁଟବଲ ଖେଳାଳୀ ତଥା ଆକାଶବାଣୀ କଣ୍ଠଶିଳ୍ପୀ, ଅବସର ପ୍ରାପ୍ତ ଶିକ୍ଷକ ସୁନ୍ଦରମଣି ଦଣ୍ଡସେନା(୬୮)ଙ୍କର ମଙ୍ଗଳବାର ରାତିରେ ପରଲୋକ ହୋଇଯାଇଛି । ଶ୍ରୀ ଦଣ୍ଡସେନା ସଇଁନ୍ତଲା ବ୍ଳକରେ ଶିକ୍ଷକ ଚାକିରୀ
Read More...

ଦେଓଗାଁ ଚିନିକଳ କାର୍ଯ୍ୟକ୍ଷମ ଦାବୀ ନେଇ ଅନିଶ୍ଚିତତା ଧାରଣା ୨୯ଦିନରେ : ଧାରଣାକୁ ଦୃଷ୍ଟି ଦେଉନି ଜିଲ୍ଲା ପ୍ରଶାସନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ସ୍ଥିତ ବିଜୟାନନ୍ଦ ଚିନିକଳକୁ କାର୍ଯ୍ୟକ୍ଷମ କରିବା ଦାବୀ ନେଇ ଭିଲେଜର୍ସ ଇଣ୍ଡିଆ ପାର୍ଟି ଓଡ଼ିଶା ପକ୍ଷରୁ ଗତ ୧ତାରିଖରୁ ଆରମ୍ଭ ହୋଇଥିବା ଅନିଶ୍ଚିତକାଳୀନ ଧାରଣା ବୁଧବାର ଦିନ ୨୯ ଦିନରେ ପହଞ୍ଚିଛି । କୌଣସି ପ୍ରଶାସନିକ ପ୍ରତିଶ୍ରୁତି ତଥା ଚିନିକଳ
Read More...

ମନରେଗା ଯୋଜନାରେ ପାରିଶ୍ରମିକ ମିଳିବା ଦାବୀରେ ଶ୍ରମିକମାନଙ୍କ ବ୍ଳକ କାର୍ଯ୍ୟାଳୟ ଆଗରେ ଧାରଣା

ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାରୀ ଦାଦନ ଶ୍ରମିକ ପ୍ରଥା ରୋକିବା ପାଇଁ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କାର୍ଯ୍ୟକାରୀ ଶ୍ରମିକମାନଙ୍କୁ ଶହେ ଦିନର କାମ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି । ଶ୍ରମିକ ମାନଙ୍କୁ ଠିକ୍ ସମୟରେ ପାରିଶ୍ରମିକ ଯୋଗାଇ ଦେବାର ନିୟମ
Read More...

ଅଟୋକୁ ପିଟାଲା ଟ୍ରକ : ଦୁଇ ମୃତ, ୨ ଗୁରୁତର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୨୬ ଲୁହୁରାପାଲି ଛକ ନିକଟରେ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଡାକ୍ତରଖାନାରେ ଗୁରୁତର ଅବସ୍ଥାରେ ଭର୍ତ୍ତି
Read More...
error: Content is protected !!