Daily Archives

ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷ ଓ ଶ୍ରମିକମାନଙ୍କ ମଧ୍ୟରେ ବିବାଦକୁ ନେଇ ବିକ୍ଷୋଭ ତୃତୀୟ ଦିନରେ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍‌ଡ୍ଡୀ) : ଗୋପାଳପୁର ବନ୍ଦର ଶ୍ରମିକ ସଂଗଠନ ଓ ପୋର୍ଟ ମେନେଜମେଣ୍ଟ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ଏବେ ଘନୀଭୂତ ହେବାରୁ ରାସ୍ତା ଉପରକୁ ଓହ୍ଲାଇଛନ୍ତି ଶହ ଶହ ଶ୍ରମିକ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିବାର ଆଜି ତୃତୀୟ ଦିନ ବିତିଗଲା । ଗୋପାଳପୁର
Read More...

ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଦ୍ଵାରା ନବ ନିର୍ମିତ ଅଫିସ ଉଦ୍‌ଘାଟିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଅମ୍ବାଭୋନା ତହସିଲ ଅନ୍ତର୍ଗତ ବୁଙ୍ଗାପାଲି ଏବଂ ଭୁକ୍ତା ଠାରେ ଆଜି ରାଜସ୍ୱ ନୀରିକ୍ଷକଙ୍କ କାର୍ଯ୍ୟାଳୟ ଓ ନୂତନ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର ନୂତନ କୋଠାକୁ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ଉଦ୍‌ଘାଟନ କରିଥିଲେ । ଉଦଘାଟନୀ ଉତ୍ସବରେ
Read More...

ସାହିତ୍ୟ କଥାର ନବମ ସ୍ୱନକ୍ଷତ୍ର ସମାରୋହ : ସାହିତ୍ୟ ଖବର ଦେବାରେ ସାହିତ୍ୟ କଥାର ପ୍ରୟାସ ଅଦ୍ୱିତୀୟ

ଭବାନୀପାଟଣା, (ପି.କେ. ସାହୁ) : ସାହିତ୍ୟ କଥା କେବଳ ଏକ ସମ୍ବାଦ ପତ୍ରିକା ନୁହେଁ, ସାହିତ୍ୟ ବିଷୟକ ଚଟାପଟ ଖବର ନୁହେଁ, ବରଂ ପ୍ରତିଭା ଅନ୍ୱେଷଣର ମହାର୍ଘ୍ୟ ପର୍ବଟିଏ । ଏଥିରେ ଲେଖକ, ପାଠକ ତଥା ସାହିତ୍ୟ ମନସ୍କ ଓ ତଲ୍ଲୀନ ଲୋକେ ସାହିତ୍ୟର ବିଭିନ୍ନ ବିଭାଗ ଦେଖିବାକୁ ପାଇପାରିବେ । ସାରା
Read More...

ସରସର ଗ୍ରାମରେ ରକ୍ତଦାନ ଶିବିର

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : କରୋନା ସମୟରେ ରକ୍ତାଭାବକୁ ଦୂର କରିବା ପାଇଁ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ତତ୍ୱାବଧାନରେ ଆଜି ସରସରା ଗାଁର ଉଚ୍ଚ ବିଦ୍ୟାଳୟଠାରେ ବିଜୁ ଯୁବ, ଛାତ୍ର ଜନତା ଦଳ ତରଫରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ
Read More...

କେଦୁପତ୍ର ତୋଳାଳିଙ୍କ ଟଙ୍କା ହଡ଼ପ ନେଇ ଅଭିଯୋଗ : ତଦନ୍ତ ପାଇଁ ଦାବୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଘୁନସର ସର୍କଲ କଂସର ଗ୍ରାମର ପତ୍ର ତୋଳାଳିଙ୍କ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଛି । ତେବେ ଏହାର ତଦନ୍ତ କେବେ ହେବ ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସୂଚନା ମତେ, କଅଁସର ଗ୍ରାମର କେନ୍ଦୁପତ୍ର
Read More...

ବର୍ଷିଆନ କବି ରାମଭକ୍ତ ଫରିକାରଙ୍କ କୋଶଲି କବିତା ସଙ୍କଳନ “ପେମେଇ ଋତୁ”ର ଶୁଭ ଉନ୍ମୋଚନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ତୁଲସୀନଗର ସ୍ଥିତ ଫରିକାର ଭବନରେ ବର୍ଷିଆନ କବି, ଭାଷାପ୍ରେମୀ ରାମଭକ୍ତ ଫରିକାରଙ୍କ କୋଶଲି କବିତା ସଙ୍କଳନ "ପେମେଇ ଋତୁ"ର ଶୁଭ ଉନ୍ମୋଚନ ହୋଇଯାଇଛି । କବି, ଗବେଷକ ନିମାଇଁ ଚରଣ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅତିଥି ଭାବେ ଯୋଗଦେଇ ଉନ୍ମୋଚିତ
Read More...

ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ : ଭାରତ ଆଗରେ ୨୬୩ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଶ୍ରୀଲଙ୍କା

କଲମ୍ବୋ : ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆଜିଠାରୁ ୩ଟି ଦିନିକିଆ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳା ଆରମ୍ଭ ହୋଇଯାଇଛି । କଲମ୍ବୋସ୍ଥିତ ଆର୍ ପ୍ରେମ୍‌ଦାସା ଷ୍ଟାଡିୟମ୍‌ରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଶୃଙ୍ଖଳାର ପ୍ରଥମ ମୁକାବିଲା ହୋଇଛି । ଆୟୋଜକ ଶ୍ରୀଲଙ୍କା ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି
Read More...

ପୁଲିସକୁ ଆକ୍ରମଣ କରିଥିବା ଅଭିଯୁକ୍ତ ଗିରଫ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଚାରିମାସ ତଳେ ଡେଲାଙ୍ଗ ଥାନା ଅନ୍ତର୍ଗତ ହରିରାଜପୁର ଫାଣ୍ଡି ଅଧିନ ଗୋଦାସାହିରେ ତ୍ରିଲୋଚନ ମଲ୍ଲିକ ଓ ଗୌରହରି ମଲ୍ଲିକଙ୍କ ଦୁଇ ପରିବାର ମଧ୍ୟରେ ପୂର୍ବ ବିବାଦକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିଲା । ହରିରାଜପୁର ଫାଣ୍ଡି ଏଏସଆଇ ଗଦାଧର ନାୟକଙ୍କ
Read More...

ଆଜି ବଲାଙ୍ଗିର ଜିଲ୍ଳାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮ ବୋଲି ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌାରାଞ୍ଚଳ ୱାର୍ଡ ନଂ. ୨ରୁ ୫ଜଣ, ୱାର୍ଡ ନଂ. ୧୫ରୁ ଜଣେ, ବେଲପଡା ବ୍ଲକ ସରମୁହାଣ ଗ୍ରା.ପ.ରୁ ଜଣେ, ଦେଓଗାଁ ବ୍ଲକ ଡୁମେରପିଟା ଗ୍ରା.ପ.ରୁ ଜଣେ,
Read More...

ଦେଓଗାଁ-ସୋନପୁର ରାସ୍ତାର ଉନ୍ନତିକରଣ ପାଇଁ ଚିଠି ଲେଖିଲେ ଦେଓଗାଁ ବ୍ଲକ ଅଧ୍ୟକ୍ଷା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ଅଧ୍ୟକ୍ଷା ଶ୍ରୀମତୀ ରୀନା ମେହେର ଦେଓଗାଁ ବ୍ଳକର ଶେଷ ସୀମାରେ ଥିବା ଗୌଡ଼ଗୋଠ ପଞ୍ଚାୟତ ଅନ୍ତର୍ଗତ ରତାଖଣ୍ଡି ଗାଁଠାରୁ ସୋନପୁର ଜିଳ୍ଲା ସୀମା ଭାୟା ବଡବାହାଲ ବରାହାକନା, ମାଲପଡ଼ା, କୁନ୍ଦେଇମାଲ, ବନ୍ଧପାଲି, ଥାଲବନ୍ଧ, ଭୀମଡୁଙ୍ଗୁରୀ,
Read More...