Daily Archives

ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ବୃକ୍ଷରୋପଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଯୁବ କୁଲତା ସମାଜ ତରଫରୁ ଭୀମ ଭୋଇ ମେଡିକାଲ କଲେଜ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୦୦ ଚାରା ରୋପଣ କରାଯାଇଥିଲା । ବଲାଙ୍ଗିର ଜିଲ୍ଲାର ଖପ୍ରାଖୋଲ, ପାଟଣାଗଡ, ଆଗଲପୁର, ଲୋଇସିଂହା, ଗୁଡଭେଲା, ଦେଓଗାଁ,
Read More...

ଜଗବନ୍ଧୁଙ୍କ ପ୍ରେମସିନ୍ଧୁ କାଳ୍ପନିକ କାବ୍ୟ ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ରାମଜୀ ହାଇସ୍କୁଲ କୁରୁଲ ଠାରେ ପ୍ରକୃତିବନ୍ଧୁ ଶିକ୍ଷକ ଦିଗାମ୍ବର ନାଏକଙ୍କ ସଭାପତିତ୍ୱରେ ଏକ ସାହିତ୍ୟ ସଭା ଅନୁଷ୍ଠିତ ହୋଇଯାଇଛି । ତେବେ ଏଥିରେ ବିଷ୍ଣୁମୁଣ୍ଡା ନିବାସୀ ଜଗବନ୍ଧୁ ପଟେଲଙ୍କ ଏକ କାଳ୍ପନିକ କାବ୍ୟ ପ୍ରେମସିନ୍ଧୁ
Read More...

ପର୍ଯ୍ୟଟନସ୍ଥଳୀ ଭୀମପାହାଡ଼ରେ ଦେଓଗାଁ କଂଗ୍ରେସ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ୧୨ଟା ସମୟରେ ଦେଓଗାଁ ବ୍ଳକ କଂଗ୍ରେସ କମିଟି ପକ୍ଷରୁ ମକୁନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ପର୍ଯ୍ୟଟନ ସ୍ଥଳୀ ଭୀମପାହାଡ଼ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁ‌ଷ୍ଠିତ ହୋଇଯାଇଛି । ବୃକ୍ଷ ରୋପଣ ପୂର୍ବରୁ କଂଗ୍ରେସର ଏକ ସଂଗଠାନିକ ସଭାରେ ବ୍ଳକ ସଭାପତି
Read More...

ଜୁଭେନାଇଲ ଜଷ୍ଟିସ ଏକ୍ଟ ଏବଂ ଆର୍‌ଟିଇ ଏକ୍ଟ ସମ୍ବନ୍ଧରେ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲା ଜଜ୍‌ ତଥା ଆଇନ ସେବା ପ୍ରାଧିକରଣ ବଲାଙ୍ଗିର ଅଧ୍ୟକ୍ଷ ଶ୍ରୀଯୁକ୍ତ ଲୋକନାଥ ମହାପାତ୍ରଙ୍କ ନିର୍ଦ୍ଧେଶ କ୍ରମେ ବିକଳ୍ପ ସମାଧାନ କେନ୍ଦ୍ର, ବଲାଙ୍ଗିରର ସଭାଗୃହ ଠାରେ ପ୍ରାଧିକରଣର ସଚିବ ଶ୍ରୀଯୁକ୍ତ ଦେବାଶିଷ ମହାପାତ୍ରଙ୍କ ପ୍ରତ୍ୟକ୍ଷ
Read More...

ପୋଲିସ ଡିଜିଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କଲେ ୨ ହାର୍ଡକୋର ମାଓବାଦୀ

ମାଲକାନଗିରି : ପୋଲିସ ଡିଜି ଅଭୟଙ୍କ ଉପସ୍ଥିତିରେ ୨ ଜଣ ହାର୍ଡକୋର ମାଓବାଦୀ ଆଜି ମାଲକାନଗିରିରେ ଆତ୍ମସମର୍ପଣ କରିଛନ୍ତି । ଆଜି ପୋଲିସ ଡିଜି ମାଲକାନଗିରି ଜିଲ୍ଲା ଗସ୍ତରେ ଯାଇଥିବା ବେଳେ ଦୁଇ ମାଓବାଦୀ ତାଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ଦୁଇ ମାଓବାଦୀ ହେଲେ
Read More...

ଗଣିତ ଅଧ୍ୟାପକଙ୍କ ମୃତ୍ୟୁରେ ଅଶ୍ରୁଳ ଶ୍ରଦ୍ଧାଜ୍ଞଳି ଅର୍ପଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ କଲ୍ୟାଣପୁର ଯୁକ୍ତ ଦୁଇ ବିଜ୍ଞାନ କଲେଜର ଗଣିତ ଅଧ୍ୟାପକ ପ୍ରକାଶ ଚନ୍ଦ୍ର ସେନାପତି (୪୨)ଙ୍କର କଟକ ମେଡିକାଲ କୋଭିଡ ଚିକିତ୍ସା କେନ୍ଦ୍ରରେ ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି । ତାଙ୍କର ଅକାଳ ବିୟୋଗ ଖବର
Read More...

ଆସନ୍ତା ୧୯ ତାରିଖରେ ଡେଲାଙ୍ଗ ବ୍ଲକ ବିଜେଡି ପକ୍ଷରୁ ରକ୍ତଦାନ ଶିିବିର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ର୍ରମେ ରକ୍ତ ଭଣ୍ଡାର ମାନଙ୍କରେ ରକ୍ତ ଅଭାବ ଦୂର କରିବା ପାଇଁ ଡେଲାଙ୍ଗ ବ୍ଲକ ବିଜୁ ଜନତା ଦଳ ଓ ଓଡିଶା ମୋ ପରିବାର ଆନୁକୁଲ୍ୟରେ ଆସନ୍ତା କାଲି ଜୁଲାଇ-୧୯, ସକାଳ ୯.୩୦ ସମୟରେ ଡେଲାଙ୍ଗ ବ୍ଲକ ଗଡମୋଟରୀ
Read More...

ରିଜର୍ଭ ପୋଲିସ ପରିସରରେ ଦୁର୍ଗା ମଣ୍ଡପ ଉଦ୍‌ଘାଟିତ

ପୋଲିସ ବ୍ୟାଡମିଣ୍ଟନ କୋର୍ଟରେ ସିନ୍ଥେଟିକ୍‌ ମେଟ୍‌ ବିଛାଯିବ : ନରସିଂହବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ମଧ୍ୟାହ୍ନ ୧୨ ଟା ସମୟରେ ମନହୋରପୁର ସ୍ଥିତ ରିଜର୍ଭ ପୋଲିସ ଗ୍ରାଉଣ୍ଡ ପରିସରରେ ନୂତନ ଭାବରେ ନିର୍ମିତ ହେଇଥିବା ଦୁର୍ଗା ମଣ୍ଡପର ଶୁଭ ଉଦ୍‌ଘାଟନ ମାନ୍ୟବର ବଲାଙ୍ଗିର ବିଧାୟକ
Read More...

ଗଞ୍ଜେଇ ସହ ଅଟୋ ଜବତ : ଅଭିଯୁକ୍ତ ଫେରାର

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଏଏସ୍‌ଆଇ ଶାନ୍ତୁନୁ ପ୍ରଧାନ ଓ ଏକ ଟିମ୍ ସହ ପାଟ୍ରୋଲିଂ କରୁଥିବା ସମୟରେ ମେଲସିକିଆ ପଟୁ ଆସୁଥିବା ଏକ ବାଜାଜ୍‌ ଅଟୋ ନଂ. ଓଡି -୧୨-ଏ- ୬୫୩୦କୁ ଯାଞ୍ଚ କରିବା ବେଳେ ଗାଡ଼ିରୁ ୩୫ କିଲୋ ୧୦୦ ଗ୍ରାମ ଗଞ୍ଜେଇ
Read More...

ଅଶ୍ଵିନୀ ବୈଷ୍ଣବଙ୍କୁ କେନ୍ଦ୍ର ରେଳମନ୍ତ୍ରୀ ପଦ ମିଳିବା ପରେ ଦେଓଗାଁ ରେଳ ଷ୍ଟେସନରେ ଏକ୍ସପ୍ରେସ୍‌ ଟ୍ରେନ ରହିବା ନେଇ…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ରେଳ ଷ୍ଟେସନରେ ଏକ୍ସପ୍ରେସ ଟ୍ରେନ ରହଣୀ ବହୁ ବାର ଦାବୀ କରିବା ପରେ ମଧ୍ୟ ବାରମ୍ବାର ରେଳ ବିଭାଗ ଦେଓଗାଁବାସୀଙ୍କୁ ପ୍ରତାରଣ କରିଚାଲିଛି । ଏବେ ନୂତନ କେନ୍ଦ୍ରୀୟ ରେଳ ମନ୍ତ୍ରୀ ଓଡ଼ିଶାର ଅଶ୍ଵିନୀ ବୈଷ୍ଣବ ପଦ ପାଇବା ପରେ ଓଡ଼ିଶାରେ ରେଳ ବିଭାଗର
Read More...
error: Content is protected !!