Yearly Archives

2020

ଟିକି କାଇଁଚ ପତ୍ରିକାର ଅନଲାଇନ କବିତା ଆସର

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ବଲାଙ୍ଗିରରୁ ପ୍ରକାଶିତ ତ୍ରୈମାସିକ ଶିଶୁ ପତ୍ରିକା ଟିକି କାଇଁଚ ସାହିତ୍ୟ ଅନୁଷ୍ଠାନ ତରଫରୁ ଅନଲାଇନ ମାଧ୍ୟମରେ ଶିଶୁ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ସଂପାଦକ ଗୋପୀନାଥ ଦଣ୍ଡସେନାଙ୍କ ସଂଯୋଜନାରେ ବିଭିନ୍ନ ଜିଲ୍ଲାରୁ ପାଞ୍ଚଜଣ କବି ଯୋଗଦେଇ ନିଜର
Read More...

ଆନ୍ଦୋଳନ ବ୍ୟାପକ ହେବ ବୋଲି ସୁରକ୍ଷା ମଂଚର ଘୋଷଣା

ସମ୍ବଲପୁର, (ଦାମୋଦର ପଣ୍ଡା) : ଏନ୍ ଏଲ ସି କମ୍ପାନୀ ପ୍ରତିଶ୍ରୁତି ମୁତାବକ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ନ ଦେଇ ବାହାର ଲୋକଙ୍କୁ ନିଯୁକ୍ତି ଦେଉଥିବା ପ୍ରତିବାଦରେ ସୁରକ୍ଷା ମଞ୍ଚ ତରଫରୁ ବିକ୍ଷୋଭ ପ୍ରଦର୍ଶନ ଯୋଗୁଁ କାମ ବନ୍ଦ ରହିଛି। ରେଙ୍ଗାଲି ନିକଟସ୍ଥ ତଲାବିରା୨ ଓ ୩, କୋଇଲା ଖଣିରେ
Read More...

ଚାଷଜମିରୁ ଉଦ୍ଧାର ହୋଇଥିବା ୮ ଫୁଟିଆ ଅଜଗରକୁ ମଠଖାଇ ଜଙ୍ଗଲରେ ଛାଡିଲା ବନ ବିଭାଗ

ଦେଓଗାଁ, (ମନିଷ କୁମାର ସାହୁ) : ଦେଓଗାଁ ରେଞ୍ଜ ଅନ୍ତର୍ଗତ କୁଡ଼ାସିଂହା ଫରେଷ୍ଟ ସେକ୍ସନର କୁଡ଼ାସିଂହା ଗାଁ ନିକଟରେ ଏକ ୮ ଫୁଟର ଅଜଗରକୁ ଉଦ୍ଧାର କରି ମଠଖାଇ ସଂରକ୍ଷିତ ଜଙ୍ଗଲରେ ଦେଓଗାଁ ବନ ବିଭାଗ ଛାଡିଥିବା ଜଣାପଡିଛି। କୁଡ଼ାସିଂହା ଗାଁକୁ ଲାଗିକି ଥିବା ପତ୍ରଫଡ଼ି ନିକଟରେ ଚାଷ ଜମିରୁ
Read More...

କରୋନା ଚିହ୍ନଟ ପରେ ବ୍ଲକ୍ କାର୍ୟ୍ୟାଳୟକୁ ୨ ଦିନ ବନ୍ଦ କଲେ ବିଡ଼ିଓ

ଦେଓଗାଁ, (ମନିଷ କୁମାର ସାହୁ) : ଦେଓଗାଁ ବ୍ଲକ କାର୍ୟ୍ୟାଳୟରେ ଜଣେ କରୋନା ଯୋଦ୍ଧା କରୋନାରେ ସଂକ୍ରମିତ ବୋଲି ଜଣାପଡିବା ପରେ ବ୍ଲକ କାର୍ୟ୍ୟାଳୟକୁ ୨ ଦିନ ପାଇଁ ସିଲ କରିଛନ୍ତି ଦେଓଗାଁ ବିଡ଼ିଓ ନବୀନ ଚନ୍ଦ୍ର ପାଢ଼ୀ। ତାଙ୍କ କାର୍ୟ୍ୟାଳୟର ପତ୍ର ସଂଖ୍ୟା ୧୪୬୬ ତା ୩୧/୮/ ୨୦ରେ ବ୍ଲକ
Read More...

ସେପ୍ଟେମ୍ବର ମାସ ପାଇଁ ଗାଇଡ଼୍‌ ଲାଇନ୍‌ ଜାରି କଲେ ରାଜ୍ୟ ସରକାର : ହଟିଲା ରାତ୍ରୀକାଳୀନ କର୍ଫ୍ୟୁ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ସେପ୍ଟେମ୍ବର ମାସ ପାଇଁ ଗାଇଡ଼୍‌ ଲାଇନ୍‌ ଜାରି କରିଛନ୍ତି ରାଜ୍ୟ ସରକାର । ଏଥର ରାତ୍ରୀକାଳୀନ କର୍ଫ୍ୟୁ ସଂପୂର୍ଣ୍ଣ ହଟିଥିବା ବେଳେ ସପ୍ତାହନ୍ତ ସଟ୍‌ଡାଉନ୍‌ ରାଜ୍ୟରେ ଆଉ ହେବନି ବୋଲି କହିଛନ୍ତି । ସ୍କୁଲ କଲେଜ ଆସନ୍ତା ପୂଜାଛୁଟି ଯାଏଁ ବନ୍ଦ ରହିଲେ
Read More...

ରାସ୍ତା ଦୁର୍ଘଟଣା : ୨ ମୃତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ସୁବର୍ଣ୍ଣପୁର - ବିନିକା ରାସ୍ତାର କବାଟତଲେଇ ଛକ ନିକଟରେ ଆଜି ପୂର୍ବାହ୍ନରେ ଘଟିଥିବା ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଛି । ଦୁଇଟି ବାଇକର ମୁହାଁମୁହିଁ ଧକ୍କା ହେବା ଯୋଗୁଁ ଘଟଣା ସ୍ଥଳରେ ଜଣେ ମୃତ୍ୟୁବରଣ
Read More...

ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର ଗ୍ରହଣ

ତୁରେକେଲା, (କୈଳାଶ ସଗରିଆ) : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ତୁରେକେଲା ବ୍ଳକରେ କାର୍ୟ୍ୟରତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭୋଳାନାଥ କୁମ୍ଭାର ଷାଠିଏ ବର୍ଷ ଚାକିରୀ କାଳ ପୂରଣ କରି ଚାକିରୀରୁ ଅବସର ଗ୍ରହଣ କରିଛନ୍ତି । ସୁଦୂର ମାଲକାନଗିରିରୁ ବଦଳି ହୋଇ ତୁରେକେଲା ବ୍ଳକରେ ଯୋଗଦାନ କରିଥିଲେ ।
Read More...

ସୁବର୍ଣ୍ଣପୁର ଜିଲ୍ଲାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ପୌର ପରିଷଦ ସମେତ ବିନିକା ଓ ତରଭା ବିଜ୍ଞାପିତ ଅଂଚଳ ପରିଷଦରେ ଆଜି ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି । ସୁବର୍ଣ୍ଣପୁର ପୌର ପରିଷଦ କାର୍ୟ୍ୟାଳୟରେ ପାଳିତ ସ୍ୱାୟତ୍ତ ଶାସନ ଦିବସ ସମାରୋହରେ ପି.ଡି, ଡି.ଆର.ଡି.ଏ ଡୋଳାମଣି ପଟେଲ
Read More...

ସ୍ୱାୟତ୍ତ ଶାସନ ଦିବସରେ ପୌର ନିର୍ବାଚନ ପାଇଁ ଦାବୀ କଲା ସମ୍ବଲପୁର ବିଜେପି

ସମ୍ବଲପୁର, (ଦାମୋଦର ପଣ୍ଡା) : ସ୍ୱାୟତ୍ତ ଶାସନ ଦିବସରେ ସମ୍ବଲପୁର ମହାନଗର ନିଗମର ନିର୍ବାଚନ ଦାବୀ କଲା ବିଜେପି । ଏକ ପ୍ରେସ ବିଜ୍ଞପ୍ତିରେ ବିଜେପି କହିଛି ଯେ, ସ୍ୱାୟତ୍ତ ଶାସନ ଦିବସରେ ସମ୍ବଲପୁର ମହାନଗର ନିଗମରେ ନା ଅଛି ସ୍ୱାୟତ୍ତତା ନା ଅଛି ସୁଶାସନ । ମହାନଗର ନିଗମ ଘୋଷଣା ହେବା
Read More...

ସ୍ୱାମୀଙ୍କ ମୃତ୍ୟୁର ୧୦ବର୍ଷ ପରେ ବି ଅବହେଳିତ ବିଧବା : ରାସନ କାର୍ଡ, ଭତ୍ତା ଏବଂ ପରିବାର ମଂଗଳ ଯୋଜନା ସହାୟତାରୁ…

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ହିଆଁଲ ପଂଚାୟତ ଦାବିରି ଗାଁର ଭୁଲେଶ୍ୱରୀ ମଲ୍ଲିକ(୪୭) । ସ୍ୱାମୀ ଶ୍ରୀଧର ମଲ୍ଲିକ ୨୦୧୦ ମସିହାରେ ଆରପାରିକୁ ଚାଲି ଗଲେ । ସ୍ୱାମୀର ମୃତ୍ୟୁ ପରେ ନିଜର ଗୋଟିଏ ପୁଅ ଓ ଦୁଇ ଝିଅଙ୍କୁ ନେଇ ସଂସାର । ଜମି ବାଡି କହିଲେ ଏକ
Read More...