କଂଟାବାଂଜି ବିଜେପି ପକ୍ଷରୁ ଅମିତ ଶାହାଙ୍କ ଆରୋଗ୍ୟ କାମନା

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ବିଜେପି. ପକ୍ଷରୁ ଅମିତ ଶାହାଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଛି । ଏହି ଅବସରରେ ସ୍ଥାନୀୟ ଶ୍ରୀଜଗନ୍ନାଥ ମନ୍ଦିରରେ ଦୀପ ପ୍ରଜ୍ୱଳନ କରି ପ୍ରାର୍ଥନା କରିଛନ୍ତି ଜିଲ୍ଲା ବିଜେପି. ସଭାପତି ଶିବାଜୀ ମହାନ୍ତି, ଉପ ସଭାପତି ଶ୍ରୀବତ୍ସ ବେହେରା ଏବଂ ଅନ୍ୟ ବିଜେପି. କର୍ମୀ ସମୂହ ।

Leave A Reply

Your email address will not be published.