Yearly Archives

2020

ବନ୍ୟାବିପନ୍ନଙ୍କୁ ପଲଥିନ ନମିଳିବାରୁ ଖୋର୍ଦ୍ଧା ବଲାଙ୍ଗିର ଜାତୀୟ ରାଜପଥ ଅବୋରୋଧ

ବୌଦ୍ଧ,(ବଂଶୀଧର ମାଝୀ) : ଗତ ଲଗାଣବର୍ଷା ଓ ମହାନଦୀ ବନ୍ୟାରେ ପ୍ରଭାବିତ ହୋଇଥିବା ଲୋକମାନଙ୍କୁ ସରକାରଙ୍କ ପକ୍ଷରୁ ମାଗଣାରେ ଯୋଗାଇ ଦିଆଯାଉଥିବା ପଲିଥିନ୍ ନମିଳିବାରୁ ପ୍ରଭାବିତ ଲୋକମାନେ ଖୋର୍ଦ୍ଧା ବଲାଙ୍ଗିର ନଂ.୫୭ ଜାତୀୟ ରାଜପଥ ବୀରନସିଂହପୁର ଠାରେ ଗୋଟାଏ ଘଣ୍ଟା ପର୍ଯ୍ୟନ୍ତ ରାସ୍ତା
Read More...

ବରଗଡ଼ ଜିଲ୍ଲାରେ ୬୧ ଜଣ କରୋନା ପଜିଟିଭ ଚିହ୍ନଟ

ବରଗଡ଼, (ଗୋପୀନାଥ ସାହୁ) : ଆଜି ବରଗଡ଼ ଜିଲ୍ଲାରେ ୬୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବରଗଡ଼ ବ୍ଲକ-୪, ବରଗଡ଼ ଟାଉନ -୨୮, ବରପାଲି ବ୍ଲକ -୩, ବରପାଲି ଏନ୍‌ଏସି. -୮, ବିଜେପୁର ବ୍ଲକ-୧, ଭଟଲି ବ୍ଲକ -୨, ଅତାବିରା ବ୍ଲକ -୨, ଅତାବିରା ଏନ୍‌ଏସି.-୫,
Read More...

ଟିଟିଲାଗଡ଼ରେ ୟୁରିଆ ସାରା ପାଇଁ ଲମ୍ବା ଲାଇନ : ସଇଁନ୍ତଲାରେ ସାର କଲାବଜାର : ବସ୍ତା ପିଛା ୬୦୦ଟଙ୍କାରେ ବିକ୍ରି

ସଇଁନ୍ତଲା, (ଅଜିତ କୁମାର ସାହୁ) : ସମୟ ଥିଲା ଚାଷୀମାନେ କ୍ଷେତରେ ଧାନ ବୁଣିବା ଆଗରୁ ଗୋବର ପକାଉ ଥିଲେ। ପରେ ଧାନ ବୁଣୁଥିଲେ। ଭଲ ବର୍ଷା ହେଲେ ଚାଷୀମାନେ ଦୁଇଗୁଣା ଫସଲ ଅମଳ ପାଉଥିଲେ। କିନ୍ତୁ ବୈଜ୍ଞାନିକ ଯୁଗରେ ଚାଷୀମାନେ ସାର ବ୍ୟବହାର କରିବା ବାଧ୍ୟତାମୂଳକ ଭାବେ ନେଇଛନ୍ତି। ବଲାଙ୍ଗିର
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ୨୪ ଚିହ୍ନଟ : ୨୦ ଜଣ ବଲାଙ୍ଗିର ପୌରାଂଚଳର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ୨୪ ଚିହ୍ନଟ ହୋଇଥିବା ବେଳେ ୨୦ ଜଣ ବଲାଙ୍ଗିର ପୌରାଂଚଳର ବୋଲି ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଂଗିର ପୌରାଂଚଳର ଏବିଏସ୍‌ଏସ୍‌ ରୋଡ଼୍‌ରୁ ୧, ସୁଦପଡ଼ାରୁ ୨, ରାମଜୀପଡ଼ାରୁ ୧, କ୍ଲବପଡ଼ାରୁ ୧, ରିଜର୍ଭପୋଲିସ କଲୋନୀରୁ ୮,
Read More...

ଟିଟିଲାଗଡ଼ରେ ରାପିଡ୍ କିଟ୍ ଅଭାବ

ଟିଟିଲାଗଡ, ( ଗୌରବ ଦରଜୀ) :କରୋନା ମହାମାରୀ ନେଇ ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି ହୋଇଛି । ଏନେଇ ଗତ ମାର୍ଚ୍ଚ ୨୪ରୁ ପ୍ରାୟ ୫ ମାସ ଧରି ଦେଶ ସାରା ତାଲାବନ୍ଦ ନିୟମ ଲାଗି ରହିଥିବା ବେଳେ ବର୍ତ୍ତମାନ କେନ୍ଦ୍ର ସରକାର ଧୀରେ ଧୀରେ ଅନଲକ୍ କରୁଛନ୍ତି। କେନ୍ଦ୍ର ସରକାର ଅଗଷ୍ଟ ୨୯ ତାରିଖରେ
Read More...

ହୀରାକୁଦ ଜଳଭଣ୍ଡାରକୁ ଭାସି ଆସିଛନ୍ତି ଗାଈଗୋରୁ

ସମ୍ବଲପର, (ଦାମୋଦର ପଣ୍ଡା) : ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ଫଳରେ ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷ ର ସର୍ବାଧିକ ୪୬ ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ କରାଯାଇଛି । ତେବେ ରବିବାର ରାତିରେ ଜଳଭଣ୍ଡାର କୁ ୫୦ ରୁ ଅଧିକ ଗାଈ ଗୋରୁ ଭାସି ଆସିଥିବା ଡ୍ୟାମ କର୍ତ୍ତୃପକ୍ଷ ଦେଖିବାକୁ
Read More...

ଗତ ୨୪ ଘଂଟାରେ ଓଡ଼ିଶାରେ ୩୦୨୫ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟାରେ ଓଡ଼ିଶାରେ ୩୦୨୫ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ରାଜ୍ୟରେ ଏମାନଙ୍କ ମଧ୍ୟରୁ ଜିଲ୍ଲା ଅନୁସାରେ ଅନୁଗୁଳରୁ ୫୮, ବାଲେଶ୍ୱରରୁ ୪୦, ବରଗଡ଼ରୁ ୬୧, ଭଦ୍ରକରୁ ୯୪, ବଲାଙ୍ଗିରରୁ ୨୪,
Read More...

ଓଡ଼ିଶା, ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ ଏବଂ ଛତିଶଗଡ଼କୁ କେନ୍ଦ୍ରୀୟ ଟିମ ପଠାଇବ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

• ଆବଦ୍ଧାଞ୍ଚଳ ନିରୀକ୍ଷଣ, ନମୁନା ପରୀକ୍ଷା ଏବଂ ଦକ୍ଷ ଚିକିତ୍ସା ପରିଚାଳନାକୁ ସୁଦୃଢ଼ କରିବାରେ ସହାୟତା କରିବ କେନ୍ଦ୍ରୀୟ ଦଳନୂଆଦିଲ୍ଲୀ, (ପିଆଇବି) : ଓଡ଼ିଶା, ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ ଏବଂ ଛତିଶଗଡ଼କୁ ମିଶାଇ ଚାରିଟି ରାଜ୍ୟରେ ଉଚ୍ଚସ୍ତରୀୟ କେନ୍ଦ୍ରୀୟ ଦଳ ନିୟୋଜିତ କରିବା ଲାଗି କେନ୍ଦ୍ର
Read More...

ମେକ୍‌ ଇନ୍‌ ଇଣ୍ଡିଆକୁ ପ୍ରୋତ୍ସାହନ : ଭାରତୀୟ ସେନାକୁ ପିନାକ କ୍ଷେପଣାସ୍ତ୍ର ଯୋଗାଣ ପାଇଁ ଭାରତୀୟ କମ୍ପାନୀଗୁଡ଼ିକ ସହ…

ନୂଆଦିଲ୍ଲୀ, (ପିଆଇବି) : ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ପାଇଁ ଭାରତ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ଗତକାଲି ତାହାକୁ ଆଉ ଏକ ସାମର୍ଥ୍ୟ ମିଳିଛି । ପ୍ରତିରକ୍ଷା ମନ୍ତ୍ରଣାଳୟର ଅସ୍ତ୍ରଶସ୍ତ୍ର ଓ ସାମରିକ ଉପକରଣ କ୍ରୟ ବିଭାଗ ଆଜି ଭାରତ ଆର୍ଥମୁଭର୍ସ ଲିମିଟେଡ଼, ଟାଟା
Read More...

କୋଭିଡ ନିୟମକୁ ଖୋଲାଖୋଲି ଉଲଂଘନ କଲେ କୋରନା ଯୋଦ୍ଧା

ଆଗଲପୁର, (ଦେବାଶିଷ ପଧାନ) : କେନ୍ଦ୍ରସରକାର ଓ ରାଜ୍ୟସରକାର କୋଭିଡ୧୯ କୁନେଇ ଅନେକ କଟକଣା ଜାରିକରିଛନ୍ତି । ଉଲଂଘନକାରୀଙ୍କ ବିରୁଦ୍ଧରେ ମଧ୍ୟ ଦଣ୍ଡବିଧାନର ବ୍ୟବସ୍ଥା ରହିଛି । କିନ୍ତୁ ମହାମାରୀ କୋରନାରେ ଯୋଦ୍ଧା ସାଜିଥିବା ସରକାରୀ କର୍ମଚାରୀ ହିଁ ନିୟମ ଭାଙ୍ଗୁଛନ୍ତି । ବଲାଙ୍ଗୀର
Read More...