କରୋନା ସଂକ୍ରମଣ ଘୋଟୁଛି : କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ବି ଏବେ କରୋନା ସଂକ୍ରମିତ

କର୍ଣ୍ଣାଟକ, (କେପିଏନ୍ଏସ୍) : ଘୋଟୁଛି କରୋନା । କାହାକୁ ବି ଛାଡ଼ୁନି । ଏବେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ବି କରୋନା ସଂକ୍ରମିତ ହୋଇଥିବା ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ତେବେ ତାଙ୍କ ରିପୋର୍ଟ ପୋଜିଟିଭ୍ ଆସିବା ପରେ ଡାକ୍ତରଙ୍କ ପରାମର୍ଶରେ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି ।

Leave A Reply

Your email address will not be published.