୩ ପ୍ରତିଶତ ବୃଦ୍ଧି ପାଇଲା ବିମାନ ଇନ୍ଧନ ଦର

ନୂଆଦିଲ୍ଳୀ : ବିମାନ ଇନ୍ଧନ (ଏଟିଏଫ୍) ଦରରେ ୩ ପ୍ରତିଶତ ବୃଦ୍ଧି କରିଛନ୍ତି ସରକାରୀ ତେଲ କମ୍ପାନୀଗୁଡିକ । କିଲୋମିଟର ପିଛା ୧୩୦୪ ଟଙ୍କା ୧୫ ପଇସା ବୃଦ୍ଧି ପାଇ ୪୩୯୩୨ ଟଙ୍କା ୫୩ ପଇସା ହୋଇଛି । ପ୍ରତିମାସରେ ତେଲ କମ୍ପାନୀ ଗୁଡିକ ୧ ତାରିଖ ଓ ୧୬ ତାରିଖରେ ତୈଳ ଦର ବଢିବ କି କମିବ ତାହାର ନିଷ୍ପତି ନେଇଥାନ୍ତି ଓ କ୍ରମାଘତ ଭାବରେ ୬ଷÂ ଥର ପାଇଁ ବିମାନ ଇନ୍ଧଦ ଦର ବୃଢି ହୋଇଥିବା ବେଲେ ପେଟ୍ରୋଲ୍ ଓ ଡିଜେଲ୍ ଦରରେ କିଛି ବୃନ୍ଧି ଘଟିନାହିଁ । ବିମାନ ଇନ୍ଧନର ଦର ବଢୁଥିବାର ମୁଖ୍ୟ କାରଣ ହେଉଛି ବଜାରରେ ଅଶୁଦ୍ଧ ତେଳ ଦର ଓ ଡଲାର ତୁଳନାରେ ଟଙ୍କାର ମୂଳ୍ୟ କମ୍ ହେଉଥିବା ବୃଦ୍ଧିକୁ ଦେଖି କମ୍ପାନୀଗୁଡିକ ଏସବୁ ସାମାଗ୍ରୀର ଦରରେ ପରିବର୍ତ୍ତନ କରିଥାନ୍ତି ।

Leave A Reply

Your email address will not be published.