Yearly Archives

2020

ଟେଲି ଫିଲ୍ମ ‘ନଦୀର୍ ପାଏନ୍ ନଏଦକେ ଯା’ର ଶୁଭ ମୁହରତ୍

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ବିଜେପୁର ଅଞ୍ଚଳର ଅଗ୍ରଣୀ ନାଟ୍ୟ ସଂସ୍ଥା ଆଲତି ସାଂସ୍କୃତିକ ସଂଘ ପକ୍ଷରୁ ଟେଲି ଫିଲ୍ମ 'ନଦୀର୍ ପାଏନ୍ ନଏଦକେ ଯା"ର ଶୁଭ ମୁହରତ୍ ରବିବାର ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ବୁଡାପାଲି ଶୈବପୀଠରେ ରୀତିନୀତି ଅନୁସାରେ
Read More...

ପାଇକମାଳ ବ୍ଲକ ଶିକ୍ଷା ବିଭାଗ ଦ୍ୱାରା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୫,୦୦,୯୫୦ ଟଙ୍କା ଦାନ

ପଦ୍ମପୁର, (ନିରୋଜ ପାଣୀ) : ବର୍ତ୍ତମାନ ମହାମାରୀ କରୋନା ଚାଲିଥିବା ବେଳେ ଶିକ୍ଷକମାନଙ୍କ ମହାଦାନ ପ୍ରଶଂସନୀୟ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆହ୍ବାନ କ୍ରମେ ଏହି ପଦକ୍ଷେପ ନିଶ୍ଟିତ ଭାବେ ପ୍ରଶଂସା ଯୋଗ୍ୟ । ଆଜି ପାଇକମାଲ ବ୍ଲକ ପରିସର ମଧ୍ୟରେ ପାଇକମାଳ ବ୍ଲକ ଶିକ୍ଷା ବିଭାଗ ଦ୍ବାରା
Read More...

ଆଜି ବଲାଙ୍ଗିର ଜିଲ୍ଲାରୁ ୭୫ ଆକ୍ରାନ୍ତ ଚିହ୍ନଟ : ବଲାଙ୍ଗିର ପୌରାଂଚଳରୁ ୨୭

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରୁ ୭୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୨୭ ଜଣ ସଂକ୍ରମିତ ହୋଇଥିବା ସରକାରୀ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ବଲାଙ୍ଗିର ପୌରାଂଚଳର ଆନନ୍ଦନଗରରୁ ୧, କ୍ଲବ୍‌ପଡ଼ାରୁ ୬, ପୋଷ୍ଟାଲ୍‌ ହେଡ଼୍‌
Read More...

ପଦ୍ମପୁରରେ ଦିନ ୬ ରୁ ୨ ଯାଏଁ ଖୋଲିବ ମାକେର୍ଟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସଦର ମହାକୁମା ତଥା ଉପଖଣ୍ତରେ ଦିନକୁ ଦିନ ବଢୁଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବଂ ଭୟାବହତାକୁ ଦୃଷ୍ଟିରେ ରଖି ପଦ୍ମପୁରର ବଣିକ ସଂଘ, ନାଗରିକ କମିଟି, ଲାୟନ୍ସ କ୍ଲବ ଆଦି ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କର ଚର୍ଚ୍ଚା ଏବଂ ମିଳିତ ନିଷ୍ପତି
Read More...

ବଲାଙ୍ଗିର ଉପଜିଲ୍ଲାପାଳଙ୍କୁ ନ୍ୟାୟ ପାଇଁ ରାଜ୍ୟପାଳଙ୍କୁ ଆଇନଜୀବୀ ଭବାନୀ ଶଙ୍କର ଶତପଥିଙ୍କ ଖୋଲା ଚିଠି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଉପଜିଲ୍ଲାପାଳଙ୍କୁ ନ୍ୟାୟ ପାଇଁ ରାଜ୍ୟପାଳଙ୍କୁ ଆଇନଜୀବୀ ଭବାନୀ ଶଙ୍କର ଶତପଥି ଖୋଲା ଚିଠ ପ୍ରଦାନ କରିଛନ୍ତି । ସେ ଉଲ୍ଲେଖ କରିଛନ୍ତି ଯେ, ବଲାଙ୍ଗିର ଉପଜିଲ୍ଲାପାଳ ସଂଜୟ କୁମାର ମିଶ୍ରଙ୍କୁ ଗତ ୪ ତାରିଖ ଦିନ ଜୈନେକ ମହିଳାଙ୍କ ଅଭିଯୋଗ କ୍ରମେ
Read More...

ସରକାର ଅସାମ୍ବଧାନିକ ଭାବେ ବହିସ୍କାର କରିଛନ୍ତି, ଅଦାଳତର ଆଶ୍ରୟ ନେବି : ନିରୁପା ସିଂହ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟ ସରକାର ଅସାମ୍ବଧାନିକ ଉପାୟରେ ସରପଞ୍ଚ ପଦବୀରୁ ମୋତେ ବହିସ୍କାର କରିଛନ୍ତି, ସରକାରଙ୍କ ଏହି ଅନ୍ଯାୟ ପଦକ୍ଷେପ ବିରୁଦ୍ଧରେ ଉଚ୍ଚ ନ୍ଯାୟଳୟ ଦ୍ବାରସ୍ଥ ହେବି ବୋଲି ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଟେମେରୀ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ନିରୁପା
Read More...

ମାରଣାସ୍ତ୍ରରେ ଆକ୍ରମଣ କରି ୨ ଲକ୍ଷ ଟଙ୍କା ଲୁଟର ୬ଦିନ ପରେ ମଧ୍ୟ ଅନ୍ଧାରରେ ବାଡି ବୁଲାଉଛି ପୁଲିସ : ସାଧାରଣରେ…

ଦେଓଗାଁ, (ମନିଷ କୁମାର ସାହୁ) : ଗୋଟିଏ ଦିନରେ ଦେଓଗାଁ ଥାନାଞ୍ଚଳର ଦୁଇଟି ଜାଗାରେ ତିନି ଘଣ୍ଟାର ବ୍ୟବଧାନରେ ଲୁଟ୍ ଘଟଣା ଘଟିଥିଲା । ଗୋଟିଏ ଘଟଣାରେ ଲୁଟେରାମାନେ ଆକ୍ରମଣ ମାରଣାସ୍ତ୍ର ଦ୍ୱାରା କରିଥିଲେ। ଘଟଣାକୁ ଇତିମଧ୍ୟରେ ୬ ଦିନ ବିତିଯାଇଛି । ହେଲେ ଆଜି ବି ପୁଲିସ ହାତ ଖାଲି ରହିଛି ।
Read More...

ଉପଜିଲ୍ଲାପାଳଙ୍କ ପ୍ରତିଶୃତି ପରେ ଚାଷୀଙ୍କ ଆନ୍ଦୋଳନ ସ୍ଥଗିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଅନ୍ତର୍ଗତ ବାଦିକଟା, ଲଖମରା ଓ ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତର ଚାଷୀମାନେ ୨୦୧୯ରୁ ପ୍ରଧାନମନ୍ତ୍ରୀ ଶସ୍ୟବୀମା ଟଙ୍କା ଦାବୀରେ ପାଇକମାଲ ପଦ୍ମପୁର ରାଜ୍ୟ ରାଜପଥ ସ୍ଥିତ ମାଝୀପାଲି ଠାରେ ଆସନ୍ତା ୭ ତାରିଖ ଦିନ ଡାକରା
Read More...

ଜିଲା ଡେପୁଟି କଲେକ୍ଟରଙ୍କ ଗାଡି ଧକ୍କାରେ ଜଣେ ବାଳକ ଗୁରୁତର

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ପୁରୁଣାକଟକ ବଜାର ଠାରେ ସୋମବାର ପୂର୍ବାହ୍ନରେ ଜିଲା ଡେପୁଟି କଲେକ୍ଟରଙ୍କ ଗାଡି ଧକ୍କାରେ ଜଣେ ବାଳକ ଗୁରୁତର ହୋଇଛନ୍ତି । ସେ ହେଲେ ପୁରୁଣାକଟକ ଥାନା ଶାଲକଟା ଗ୍ରାମର ଅଭିଳାଶ ମହାଲିକ(୧୭) । ପ୍ରକାଶ ଯେ ଡେପୁଟି
Read More...

ନୀତିଶଙ୍କ ଉପରେ ଲାଲୁଙ୍କ ବକ୍ରୋକ୍ତି : ‘ଭର୍ଚୁଏଲ୍‌ ଫର୍ଚୁଏଲ୍‌ ନେହିଁ, ଏକ୍‌ଚ୍ୟୁଏଲ୍‌ ମେଁ ବତାଓ’

ପାଟଣା : ବିହାର ମୁଖ୍ୟମନ୍ତ୍ରୀ ଏବଂ ଜନତା ଦଳ (ୟୁନାଇଟେଡ଼)ର ଅଧ୍ୟକ୍ଷ ନୀତିଶ କୁମାରଙ୍କ ଆଜି ଭର୍ଚୁଏଲ ର‍୍ୟାଲିରେ ସଂବୋଧନ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ତାଙ୍କ ଉପରେ ବକ୍ରୋକ୍ତି କରିବାକୁ ଯାଇ କହିଛନ୍ତି ‘ଭର୍ଚୁଏଲ୍‌
Read More...