ସାମ୍ବାଦିକଙ୍କୁ କରୋନା ଯୋଦ୍ଧା ସମ୍ମାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : କରୋନା ମହାମାରୀ ଯୋଗୁଁ ବିଶ୍ୱ ଅସ୍ତବ୍ୟସ୍ତ ହୋଇ ପଡିଥିବା ବେଳେ ନିଜ ଜୀବନକୁ ବାଜି ଲଗେଇ ସାମ୍ବାଦିକମାନେ ନିଜ କାର୍ୟ୍ୟକ୍ଷେତ୍ରରେ ଆଗେଇ ଚାଲିଛନ୍ତିି । ତାଙ୍କୁ ଉତ୍ସାହ କରିବା ପାଇଁ ବଲାଙ୍ଗୀର ଜିଲ୍ଲା ତୁଷୁରା ମାରୱାଡି ମଞ୍ଚ ପକ୍ଷରୁ ଦୈନିକ ଖବର କାଗଜ ସଇଁନ୍ତଲା ବ୍ଳକ ସାମ୍ବାଦିକ ଅଜିତ କୁମାର ସାହୁଙ୍କୁ ପ୍ରସଂସା ପତ୍ର ଓ ଉପଢେ଼øକନ, ଫୁଲ ଗୁଚ୍ଛା ଦେଇ କରୋନା ଯୋଦ୍ଧା ଭାବରେ ସମ୍ମାନିତ କରିବା ସହ ଶ୍ରୀ ସାହୁଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ମଞ୍ଚର ଅଧ୍ୟକ୍ଷ ମନୋଜ କୁମାର ଜୈନ କାମନା କରିଥିଲେ।

Leave A Reply

Your email address will not be published.