Yearly Archives

2020

ଗୋଟିଏ ଦିନରେ ୪ ଲକ୍ଷରୁ ଅଧିକ ଟଙ୍କା ଜୋରିମାନା ଆଦାୟ

ସମ୍ବଲପୁର, (ଦାମୋଦର ପଣ୍ଡା) : କୋଭିଡ୍-୧୯ ଓ ମୋଟର ଯାନ ଆଇନ୍ ଉଲଙ୍ଘନ ଅଭିଯୋଗରେ ସମ୍ବଲପୁର ଜିଲ୍ଲାରେ ଗୋଟିଏ ଦିନରେ ୪ ଲକ୍ଷରୁ ଅଧିକ ଟଙ୍କା ଜୋରିମାନା ଆଦାୟ କରାଯାଇଛି । ସମଗ୍ର ଜିଲ୍ଲାରେ ମୋଟର ଯାନ ଆଇନରେ ୩୦୦ ଜଣଙ୍କ ଠୁ ୩ ଲକ୍ଷ ଓ ମାସ୍କ ପିନ୍ଧି ନ ଥିବାର ୨୫୦ ଜଣଙ୍କ ଠାରୁ ୧ ଲକ୍ଷ
Read More...

ଜାତୀୟ ଶିକ୍ଷାନୀତି ସମ୍ପର୍କିତ ରାଜ୍ୟପାଳ ସମ୍ମିଳନୀର ଉଦ୍‌ଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ନୂଆଦିଲ୍ଲୀ, (ପିଆଇବି) : ଜାତୀୟ ଶିକ୍ଷାନୀତି ଉପରେ ରାଜ୍ୟପାଳମାନଙ୍କ ସମ୍ମିଳନୀର ଉଦ୍‌ଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦବୋଧନ ଦେଇଛନ୍ତି । ଏଥିରେ ରାଷ୍ଟ୍ରପତିଙ୍କ ସମେତ ବିଭିନ୍ନ ରାଜ୍ୟର ରାଜ୍ୟପାଳ, କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ଉପରାଜ୍ୟପାଳ ଓ ବିଭିନ୍ନ
Read More...

ଠିକାଦାରପଡା ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଠିକାଦାରପଡା ଦୁର୍ଗାମଣ୍ଡପ ଠାରେ ଚଳିତ ବର୍ଷର ଦୁର୍ଗାପୂଜା ଆୟୋଜନ ପାଇଁ ଆବାହକ ବରିଷ୍ଠ ଆଇନଜୀବୀ ପ୍ରବୀଣ ମିଶ୍ରଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ସରକାରଙ୍କ ସମସ୍ତ ନିୟମାନୁଯାୟୀ ଦୁର୍ଗାପୂଜା ଆୟୋଜନ କରାଯିବ
Read More...

ନିର୍ମାଣ ଶ୍ରମିକ ନେତା ଡ. ବିପିନ କୁଶୁଲିଆ ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ନିର୍ମାଣ ଶ୍ରମିକ ଯୋଜନାର ଲାଭ ପାଇବା ପାଇଁ ଆଜି ୫୦୦ ଶ୍ରମିକ ଜବ୍‌ କାର୍ଡଧାରୀ, ଦାଦନ ଶ୍ରମିକ ମାନେ ବଲାଙ୍ଗିର ଜିଲ୍ଲା ଶ୍ରମ କାର୍ଯ୍ୟାଳୟକୁ ଘେରାଓ କରି ରାସ୍ତା ବନ୍ଦ କରିଥିଲେ । ଭିଲେଜର୍ସ ଇଣ୍ଡିଆ ପାର୍ଟି
Read More...

ମଡ଼୍‌ମଡ଼ାରେ ସାର ବିକ୍ରୟ ସମୟରେ ଅଚାନକ ପରିଦର୍ଶନ କଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପୁଇଁନ୍ତଲା ବ୍ଲକ ମଡ଼୍‌ମଡ଼ା ଗ୍ରାମରେ ଚାଷୀମାନଙ୍କୁ ଆଜି ୟୁରିଆ ସାର ବିକ୍ରୟ କରାଯାଉଥିଲା । ଚଳିତ ବର୍ଷ ସାର ବିକ୍ରୟରେ ଅହେତୁକ ବିଳମ୍ବ ହୋଇଥିବାରୁ ସାର ବିକ୍ରୟ କେନ୍ଦ୍ରରେ ଶତାଧିକ ଚାଷୀଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା । ତେବେ ଠିକ
Read More...

ସ୍କୁଲ ଫି’ ଉପରେ ରାଜସ୍ଥାନ ଉଚ୍ଚ ନ୍ୟାୟାଳୟର ବଡ଼ ରାୟ : କେବଳ ୭୦% ଫି’ ନେଇପାରିବେ

ଜୟପୁର : ରାଜସ୍ଥାନ ଉଚ୍ଚ ନ୍ୟାୟାଳୟ ସ୍କୁଲ ଫି’ ଉପରେ ଏକ ରାୟ ଶୁଣାଣୀ ଦେଇଥିବା ବେଳେ କୁହାଯାଇଛି ଯେ, ସ୍କୁଲଗୁଡ଼ିକ କେବଳ ୭୦% ପେମେଣ୍ଟ ନେଇ ପାରିବେ । ଛାତ୍ରଛାତ୍ରୀଙ୍କ ମା’ବାପା ଆସନ୍ତା ବର୍ଷ ୩୧ ଜାନୁଆରୀ ସୁଦ୍ଧା ୩ କିସ୍ତିରେ ଦେବାକୁ ହେବ । ତେବେ ଏହି ରାୟ ଦେଇଛନ୍ତି ରାଜସ୍ଥାନ
Read More...

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ

ବୌଦ୍ଧ, (ବଂଶୀଧର ମାଝୀ) : କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି । ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ୍‌ ଅଧୀନସ୍ଥ କୃଷ୍ଣମୋହନପୁର ଗାଁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସେହି ଗ୍ରାମକୁ ଯାଇ ଶ୍ରୀ ମିଶ୍ର ଗ୍ରାମବାସୀଙ୍କ ସହ
Read More...

ନାଏବ ସରପଂଚ ଭାରପ୍ରାପ୍ତ ସରପଂଚ ଭାବେ ଦାୟୀତ୍ୱ ନେଲେ

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଟେମରୀ ପଞ୍ଚାୟତର ସରପଞ୍ଚ ନିରୂପମା ସିଂହଙ୍କୁ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ନିଲମ୍ବିତ କଲାପରେ ଆଜି ସକାଳ ୧୦ ଘଣ୍ଟା.୩୦ ମିନିଟ ମତେ ସରକାରୀ ନିର୍ଦ୍ଦେଶାନୁଯାୟୀ ଟେମରୀ ଗ୍ରାମ ପଂଚାୟତ କାର୍ୟ୍ୟାଳୟରେ ଉପସ୍ଥିତ ଥିବା
Read More...

କର୍ମଠ ଓ ସାଧୁତାର ପରିଚୟରେ ଡକ୍ଟରେଟ ଉପାଧି ପ୍ରାପ୍ତ

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଲଖମରା ଗ୍ରାମପଂଚାୟତ ଅଧିନସ୍ଥ ପୂଝାରୀପାଲି ଗ୍ରାମର ସୁବାଷ ଚନ୍ଦ୍ର ସାହୁଙ୍କୁ ମହାତ୍ମାଗାନ୍ଧୀ ଗ୍ଲୋବାଲ ପିସ୍ ଫାଉଣ୍ଡେସନ୍, ଭାରତ ପକ୍ଷରୁ ଭାରଚୁଏଲି ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଛି । ଶ୍ରୀଯୁକ୍ତ ସାହୁ
Read More...

ଅଏଁଲାସାରି ହିଂସା ପୀଡ଼ିତଙ୍କ ଧାରଣା : ତୁରନ୍ତ ରିଲିଫ ଓ ଅଭିଯୁକ୍ତଙ୍କ ଗରିଫ ଦାବୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଏଁଲାସାରି ହିଂସା ଘଟଣାରେ ଆକ୍ରମଣର ଶିକାର ହୋଇ ଘର ଦ୍ୱାର ହରାଇଥିବା ତଥା ଭୋକ ଉପବାସରେ ଦିନ କାଟୁଥିବା ଦଳିତ ପରିବାରମାନେ ନ୍ୟାୟ ପ୍ରଦାନ ଦାବୀରେ ଆଜି ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା ଆରମ୍ଭ କରିଛନ୍ତି । ଉକ୍ତ
Read More...