Yearly Archives

2020

ଗତ ୨୪ ଘଂଟାରେ ଭାରତରେ ସବୁଠୁ ଅଧିକ ୧୧୩୩ ଜଣଙ୍କ କରୋନାରେ ମୃତ୍ୟୁ : ଆକ୍ରାନ୍ତଙ୍କ ସଂଖ୍ୟା ୭୫,୮୦୯

ନୂଆଦିଲ୍ଲୀ : କରୋନା ସଂକଟ ଆହୁରି ଆହୁରି ଜଟିଳ ହେବାରେ ଲାଗିଛି । ଭାରତରେ କରୋନା ଭାଇରସ୍‌ ଆକ୍ରାନ୍ତରେ ଗତ ୨୪ ଘଂଟାରେ ସବୁଠୁ ଅଧିକ ୧୧୩୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭୫,୮୦୯ ଜଣ ଆକ୍ରାନ୍ତ ହୋଇଥିବା ସୂଚନାରେ କୁହାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୪୨,୮୦,୪୨୨ ଜଣ ଆକ୍ରାନ୍ତ…
Read More...

ଏଲ୍‌ଏସି.ରେ ଆଖିବୁଜା ଗୁଳିବର୍ଷଣ : ଚୀନ୍‌ର ଚକ୍ରାନ୍ତକୁ ଭାରତୀୟ ସେନାର ମୁହୁଁତୋଡ଼୍‌ ଜବାବ୍‌

ଲଦ୍ଦାଖ୍‌ର ପୈଗୋଙ୍ଗ୍‌ ଅଂଚଳ ନିକଟରେ ହେଲା ଫାଇରିଂନୂଆଦିଲ୍ଲୀ : ଭାରତ ଏବଂ ଚୀନ୍‌ ମଧ୍ୟରେ ଟଣା ଓଟରା ସ୍ଥିତି ଆହୁରି ଆହୁରି ବଢ଼ୁଥିବା ବେଳେ ଗତ ରାତିରେ ଲଦ୍ଦାଖ୍‌ର ପୈଗୋଙ୍ଗ୍‌ ଅଂଚଳ ନିକଟରେ ଫାଇରିଂ ହୋଇଥିବା ଜଣାପଡ଼ିଛି । ଏହାପରେ ଉତ୍ତେଜନା ଆହୁରି ବଢ଼ିଛି । ୧୯୫୭ ପରେ ଏଭଳି ଫାଇରିଂ…
Read More...

ହାଇପରସୋନିକ ପରୀକ୍ଷାମୂଳକ ଯାନର ସଫଳ ଉଡାଣ ପାଇଁ ଡିଆରଡିଓକୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ, (ପିଆଇବି) : ହାଇପରସୋନିକ ଜେଟ ପରୀକ୍ଷାମୂଳକ ଯାନର ସଫଳ ଉଡାଣ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ)କୁ ଅଭିନନ୍ଦନ ଜଣାଇଛନ୍ତି ।ଏକ ଟ୍ଵିଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ହାଇପରସୋନିକ ଯାନର ଆଜିର ସଫଳ ଉଡାଣ…
Read More...

ଆଜି ପ୍ରଧାନମନ୍ତ୍ରୀ ଜୟପୁରର ‘ପତ୍ରିକା ଗେଟ୍‌’ ଉଦ୍‌ଘାଟନ କରିବେ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିନ ୧୧ଟା ବେଳେ ଜୟପୁରର ପତ୍ରିକା ଗେଟ୍‌କୁ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ଉଦ୍‌ଘାଟନ କରିବାର କାର୍ୟ୍ୟକ୍ରମ ରହିଛି । ଏହି ଆଇକନିକ୍‌ ଗେଟ୍‌କୁ ପତ୍ରିକା ଖବରକାଗଜ ଗୋଷ୍ଠୀ ଜୟପୁରର ଜବାହାରଲାଲ ନେହେରୁ ମାର୍ଗରେ ତିଆରି…
Read More...

ଗୋଟିଏ ଦିନରେ ୪ ଲକ୍ଷରୁ ଅଧିକ ଟଙ୍କା ଜୋରିମାନା ଆଦାୟ

ସମ୍ବଲପୁର, (ଦାମୋଦର ପଣ୍ଡା) : କୋଭିଡ୍-୧୯ ଓ ମୋଟର ଯାନ ଆଇନ୍ ଉଲଙ୍ଘନ ଅଭିଯୋଗରେ ସମ୍ବଲପୁର ଜିଲ୍ଲାରେ ଗୋଟିଏ ଦିନରେ ୪ ଲକ୍ଷରୁ ଅଧିକ ଟଙ୍କା ଜୋରିମାନା ଆଦାୟ କରାଯାଇଛି । ସମଗ୍ର ଜିଲ୍ଲାରେ ମୋଟର ଯାନ ଆଇନରେ ୩୦୦ ଜଣଙ୍କ ଠୁ ୩ ଲକ୍ଷ ଓ ମାସ୍କ ପିନ୍ଧି ନ ଥିବାର ୨୫୦ ଜଣଙ୍କ ଠାରୁ ୧ ଲକ୍ଷ…
Read More...

ଜାତୀୟ ଶିକ୍ଷାନୀତି ସମ୍ପର୍କିତ ରାଜ୍ୟପାଳ ସମ୍ମିଳନୀର ଉଦ୍‌ଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ନୂଆଦିଲ୍ଲୀ, (ପିଆଇବି) : ଜାତୀୟ ଶିକ୍ଷାନୀତି ଉପରେ ରାଜ୍ୟପାଳମାନଙ୍କ ସମ୍ମିଳନୀର ଉଦ୍‌ଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦବୋଧନ ଦେଇଛନ୍ତି । ଏଥିରେ ରାଷ୍ଟ୍ରପତିଙ୍କ ସମେତ ବିଭିନ୍ନ ରାଜ୍ୟର ରାଜ୍ୟପାଳ, କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ଉପରାଜ୍ୟପାଳ ଓ ବିଭିନ୍ନ…
Read More...

ନିର୍ମାଣ ଶ୍ରମିକ ନେତା ଡ. ବିପିନ କୁଶୁଲିଆ ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ନିର୍ମାଣ ଶ୍ରମିକ ଯୋଜନାର ଲାଭ ପାଇବା ପାଇଁ ଆଜି ୫୦୦ ଶ୍ରମିକ ଜବ୍‌ କାର୍ଡଧାରୀ, ଦାଦନ ଶ୍ରମିକ ମାନେ ବଲାଙ୍ଗିର ଜିଲ୍ଲା ଶ୍ରମ କାର୍ଯ୍ୟାଳୟକୁ ଘେରାଓ କରି ରାସ୍ତା ବନ୍ଦ କରିଥିଲେ । ଭିଲେଜର୍ସ ଇଣ୍ଡିଆ ପାର୍ଟି…
Read More...

ମଡ଼୍‌ମଡ଼ାରେ ସାର ବିକ୍ରୟ ସମୟରେ ଅଚାନକ ପରିଦର୍ଶନ କଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପୁଇଁନ୍ତଲା ବ୍ଲକ ମଡ଼୍‌ମଡ଼ା ଗ୍ରାମରେ ଚାଷୀମାନଙ୍କୁ ଆଜି ୟୁରିଆ ସାର ବିକ୍ରୟ କରାଯାଉଥିଲା । ଚଳିତ ବର୍ଷ ସାର ବିକ୍ରୟରେ ଅହେତୁକ ବିଳମ୍ବ ହୋଇଥିବାରୁ ସାର ବିକ୍ରୟ କେନ୍ଦ୍ରରେ ଶତାଧିକ ଚାଷୀଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା । ତେବେ ଠିକ…
Read More...

ସ୍କୁଲ ଫି’ ଉପରେ ରାଜସ୍ଥାନ ଉଚ୍ଚ ନ୍ୟାୟାଳୟର ବଡ଼ ରାୟ : କେବଳ ୭୦% ଫି’ ନେଇପାରିବେ

ଜୟପୁର : ରାଜସ୍ଥାନ ଉଚ୍ଚ ନ୍ୟାୟାଳୟ ସ୍କୁଲ ଫି’ ଉପରେ ଏକ ରାୟ ଶୁଣାଣୀ ଦେଇଥିବା ବେଳେ କୁହାଯାଇଛି ଯେ, ସ୍କୁଲଗୁଡ଼ିକ କେବଳ ୭୦% ପେମେଣ୍ଟ ନେଇ ପାରିବେ । ଛାତ୍ରଛାତ୍ରୀଙ୍କ ମା’ବାପା ଆସନ୍ତା ବର୍ଷ ୩୧ ଜାନୁଆରୀ ସୁଦ୍ଧା ୩ କିସ୍ତିରେ ଦେବାକୁ ହେବ । ତେବେ ଏହି ରାୟ ଦେଇଛନ୍ତି ରାଜସ୍ଥାନ…
Read More...

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ

ବୌଦ୍ଧ, (ବଂଶୀଧର ମାଝୀ) : କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି । ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ୍‌ ଅଧୀନସ୍ଥ କୃଷ୍ଣମୋହନପୁର ଗାଁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସେହି ଗ୍ରାମକୁ ଯାଇ ଶ୍ରୀ ମିଶ୍ର ଗ୍ରାମବାସୀଙ୍କ ସହ…
Read More...