ଆକ୍ରାନ୍ତଙ୍କ ସଂଖ୍ୟା ୪୨ ଲକ୍ଷ ଟପିଲା : ଗତ ୨୪ ଘଂଟାରେ ଦେଶରେ ଚିହ୍ନଟ ହେଲେ ୯୦,୮୦୨ ଆକ୍ରାନ୍ତ
ନୂଆଦିଲ୍ଲୀ, (କେପିଏନ୍ଏସ୍) : ଭାରତରେ ୪୨ ଲକ୍ଷ ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ୯୦,୮୦୨ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ବ୍ରାଜିଲକୁ ସଂକ୍ରମଣରେ ଗତକାଲିଠୁ ପଛରେ ପକେଇ ସାରିଛି ଭାରତ । ବ୍ରାଜିଲରେ ସଂକ୍ରମିତଙ୍କ ସଂଖ୍ୟା ୪୧.୩୭ ଲକ୍ଷରୁ କିଛି ଅଧିକ!-->…
Read More...
Read More...