Yearly Archives

2020

କଂଟାବାଞ୍ଜିରେ ଜବର ଦଖଲ ଉଚ୍ଛେଦ : ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଦିବ୍ୟାଙ୍ଗ ରୁପଲ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଗଷ୍ଟ ୩୧ ପର୍ଯ୍ୟନ୍ତ ରାଜ୍ୟର କୌଣସି ସ୍ଥାନରେ ଜବର ଦଖଲ ଉଚ୍ଛେଦ କାରାଯାଇ ପାରିବ ନାହିଁ ବୋଲି ଉଚ୍ଚ ନ୍ୟାୟାଳୟର ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ କରିଥିଲେ । କିନ୍ତୁ ଏହା ସତ୍ୱେ ଗତ ଅଗଷ୍ଟ ମାସ ୧୪ ତାରିଖରେ କଣ୍ଟାବାଞ୍ଜିରେ ଖୁଲମଖୁଲ୍ଲା ଜବର ଦଖଲ ଉଚ୍ଛେଦ…
Read More...

ସେବା ସପ୍ତାହ ଅବସରରେ ଲୋଇସିଂହା ୩୪ ମଣ୍ଡଳ ବିଜେପି ପକ୍ଷରୁ ସଫେଇ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ସପ୍ତାହକୁ ପାଳନ କରାଯାଉଥିବା ସେବା ସପ୍ତାହର ଉଦଯାପନୀ ଦିବସ ପାଳନ ଅବସରରେ ଲୋଇସିଂହା ୩୪ ମଣ୍ଡଜ୍ଞ ବିଜେପି ପକ୍ଷରୁ ସ୍ୱଚ୍ଛ ଭାରତ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଲୋଇସିଂହା ୩୪…
Read More...

ପ୍ରମାଣପତ୍ର ମିଳିବାରେ ବିଳମ୍ବ, ନାମ ଲେଖାରେ ଅସୁବିଧା : ଜିଲ୍ଲା ଆପ୍‌ ପକ୍ଷରୁ ତହସିଲଦାରଙ୍କୁ ଦାବୀପତ୍ର

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ତହସିଲ ଅନ୍ତର୍ଗତ ବିଭିନ୍ନ ଗାଁର ଅନେକ ଛାତ୍ରଛାତ୍ରୀଙ୍କ ସହ ବିଭିନ୍ନ ଲୋକଙ୍କ ଜାତି, ବସବାସ ଓ ଆୟ ପ୍ରମାଣପତ୍ର ମିଳିବାରେ ବିଳମ୍ବ ହେଉଥିବାରୁ ଲୋକଙ୍କ ବହୁ ଉନ୍ନତିମୂଳକ କାମରେ ବାଧା ସୃଷ୍‌ଷ୍ଟି ହେବା ସହ ଛାତ୍ରଛାତ୍ରୀମାନଙ୍କ ସ୍କୁଲ, କଲେଜରେ…
Read More...

କରୋନା ଆଇନ ଉଲଂଘନ ଯୋଗୁଁ ୫ ଦୋକାନ ଓ ଗୋଟିଏ ବ୍ୟାଙ୍କ୍ ସିଲ୍

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡରେ ଦିନକୁ ଦିନ କୋରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧିକୁ ଦେଖି ଟିଟିଲାଗଡ ପ୍ରଶାସନ ନିୟମ କଡାକଡି କରିବା ଆରମ୍ଭ କରିଥିବା ଦେଖିବାକୁ ମିଳିଛି। ପୋଲିସ ବିଭିନ୍ନ ଛକ ସ୍ଥାନରେ ଛିଡ଼ା ହୋଇ ଅମାନିଆମାନଙ୍କଠୁ ତଣ୍ଡ ଗଣୁଥିବା ବେଳେ ପୌରପରିଷଦ କର୍ମଚାରୀ ସହରର…
Read More...

ଅସହାୟଙ୍କୁ ମାହେଶ୍ୱରୀ ସାହା : ୨ ନାବାଳକଙ୍କ ଚିକିତ୍ସା ପାଇଁ ହାତ ବଢାଇଲେ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ବିଭିନ୍ନ ସମୟରେ ଅସହାୟ ରୋଗୀ ଓ ପରିବାର ପ୍ରତି ସାହାଯ୍ୟର ହାତ ବଢାଉଥିବା ଲୋଇସିଂହା ମାହେଶ୍ୱରୀ ସଂଗଠନ ପୁଣି ଅସହାୟ ୨ ପିଲାଙ୍କ ଚିକିତ୍ସା ପାଇଁ ହାତ ବଢାଇଛି । ସୂଚନା ଅନୁ୍‌ଯାୟୀ, ଲୋଇସିଂହା ବ୍ଲକ ଅନ୍ତର୍ଗତ ଝାରମୁଣ୍ଡା ଗ୍ରାମସ୍ଥିତ କଲୋନୀପଡାର…
Read More...

ଅଙ୍ଗନୱାଡି କର୍ମୀଙ୍କ ଦରମା ବୃଦ୍ଧି ଦାବୀ କଲେ ଲୋଇସିଂହା ବିଧାୟକ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ଉଭୟ ମା’ ଓ ଶିଶୁର ସଂପୂର୍ଣ୍ଣ ଯତ୍ନ ନେଇ ଆସୁଥିବା ଅଙ୍ଗନୱାଡି କର୍ମୀ ଚଳିତ ମହାମାରୀ କରୋନା ସମୟରେ ମଧ୍ୟ ତାଙ୍କର ସେବା ଯୋଗାଇ ଆସୁଛନ୍ତି । ଏପରିକି ଘରଘର ବୁଲି କରୋନା ଲକ୍ଷଣ ଚିହ୍ନଟ, କରୋନା ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ କୋଭିଡ଼୍‌ ଯୋଦ୍ଧା…
Read More...

ହଟିଲା ରାସ୍ତାରୋକ : ପୁଣି ଆସନ୍ତା କାଲି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ଧମକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଲଖମରା କଲେଜଛକ ଠାରେ କୃଷକ ସଙ୍ଗଠନ ପକ୍ଷରୁ ଆଜି ରାସ୍ତାରୋକ କରାଯାଇଥିଲା । ସୂଚନାଯୋଗ୍ୟ ଯେ, ପାଇକମାଲ ବ୍ଲକ ଲଖମରା, ବାଦିକଟା, ଭେଙ୍ଗରାଜପୁର ପଞ୍ଚାୟତର ଚାଷୀମାନଙ୍କୁ ବୀମା କମ୍ପାନୀ ବୀମା ପ୍ରାପ୍ୟ ପ୍ରଦାନରେ…
Read More...

ଆଜମଗଡ଼ରେ ହେଲିକ୍ୟାପ୍‌ଟର୍‌ ଦୁର୍ଘଟଣାଗ୍ରସ୍ତ : ପାଇଲଟ୍‌ ମୃତ, ଜଣେ ଆହତ

ଲଖ୍‌ନଉ : ଉତ୍ତର ପ୍ରଦେଶର ଆଜମଗଡ଼ ଜିଲ୍ଲାରେ ଏକ ହେଲିକ୍ୟାପଟର୍‌ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଶିକ୍ଷାର୍ଥୀ ପାଇଲଟ୍‌ଙ୍କ ମୃତ୍ୟୁ ହୋଇଯାଇଛି ଏବଂ ଜଣେ ଆହତ ହୋଇଥିବା ସୂଚନା ମିଳିଛି । ହେଲିକ୍ୟାପ୍‌ଟର୍‌ରେ ୪ ଜଣ ବସିଥିଲେ । ପୋଲିସ ଏବଂ ସ୍ଥାନୀୟ ଅଧିକାରୀ ଦୁର୍ଘଟଣା ସ୍ଥଳରେ ପହଂଚି…
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ୧୧୪ ଆକ୍ରାନ୍ତ : ବଲାଙ୍ଗିର ପୌରାଂଚଳରୁ ୬୩

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୧୧୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସେହିପରି ବଲାଙ୍ଗିର ପୌରାଂଚଳରୁ ୬୩ ଜଣ ସଂକ୍ରମଣର ଶିକାର ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୧ରୁ ୨, ୨ରୁ ୫, ୪ରୁ ୩, ୫ରୁ ୩, ୭ରୁ ୩, ୮ରୁ ୧,…
Read More...

ବଲାଙ୍ଗିରରେ କରୋନାର କରୁଣ ସ୍ଥିତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ କରୋନାର କରୁଣ ସ୍ଥିତି ଦେଖିବାକୁ ମିଳୁଛି । କରାଳ ରୂପ ଧାରଣ କରିବାରେ ଲାଗିଛି କରେନା । ନିକଟରେ ଅମିତ୍‌ ମେଡ଼ିକାଲ୍‌ ଷ୍ଟୋରର ବାପ ପୁଅ ଦୁହିଁଙ୍କର ମୃତ୍ୟୁ ଏବଂ ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରେମ ପ୍ରକାଶ ମିଶ୍ରଙ୍କ ମା’ବାପା କରୋନାରେ…
Read More...