Yearly Archives

2020

ଭୀମ ଆର୍ମି ପାର୍ଟିର ଜନ ବିକ୍ଷାଭ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ଦଳିତ ଓ ଆଦିବାସୀ ହରିଜନଙ୍କ ସାମାଜିକ ସୁରକ୍ଷା ସହ ସାମ୍ବିଧାନିକ ଅଧିକାରକୁ ସୁରକ୍ଷିତ ରଖିବା ତଥା ସରକାରୀ ସାହାଯ୍ୟରୁ ବଂଚିତ ଅସହାୟ ପରିବାରକୁ ନ୍ୟାୟ ପ୍ରଦାନ ଦାବୀରେ ଆଜି ସୁବର୍ଣ୍ଣପୁର ଜିଲ୍ଲା ଭୀମ ଆର୍ମି ପାର୍ଟି ପକ୍ଷରୁ ଏକ
Read More...

ବନ୍ୟପ୍ରାଣୀ ଶିକାର ପାଇଁ ବିଦ୍ୟୁତ ତାର ବିଛାଇଥିବା ଯୁବକ ଗିରଫ

କଳାହାଣ୍ଡି, (କେପିଏନ୍‌ଏସ୍‌) : ଜଙ୍ଗଲରେ ପ୍ରାଣୀ ଶିକାର ପାଇଁ ବିଦ୍ୟୁତ ତାର ବିଛାଇ ଥିବା ଯୁବକ ନିର୍ମଳ ଗଉଡ଼ଙ୍କୁ ବିଶ୍ୱନାଥପୁର ବନ ବିଭାଗ ଗିରଫ କରିଛି । ପ୍ରାପ୍ତ ସୂଚନାନୁସାରେ ବିଶ୍ୱନାଥପୁର ବନବିଭାଗ ଅଧୀନରେ ଥିବା ଲାଞ୍ଜିଗଡ଼ ବ୍ଲକର କମର୍ଦ୍ଧା ପଞ୍ଚାୟତ ଓ ନର୍ଲା ପଞ୍ଚାୟତ
Read More...

ଜିଲ୍ଲାରେ ଥିବା ୧୩ ଗୋଟି ଡିଗ୍ରୀ ମହାବିଦ୍ୟାଳୟରେ ୬ଷ୍ଟ ସେମିଷ୍ଟାର ପରୀକ୍ଷା ଆରମ୍ଭ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ମହାମାରୀ କରୋନା ଯୋଗୁଁ ପିଲାଙ୍କ ସମସ୍ତ ପରୀକ୍ଷା ବନ୍ଦ ଥିବାବେଳେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ତୃତୀୟ ବର୍ଷ ପିଲାଙ୍କ ୬ଷ୍ଟ ସେମିଷ୍ଟାର ପରୀକ୍ଷା ମଧ୍ୟ ବନ୍ଦ ଥିଲା । ତେବେ ୟୁ.ଜି.ସି.ର ନିର୍ଦ୍ଦେଶ ମୁତାବକ ଆଜି ଜିଲ୍ଲାରେ ଥିବା ସମସ୍ତ ୧୩ଗୋଟି ଡିଗ୍ରୀ
Read More...

ବେଲଗାମ କରୋନା : ବଜାର ବନ୍ଦ ଗୁଜବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା କାଲି ଠାରୁ ସକାଳୁ ଅପରାହ୍ନ ୩ଟା ପର୍ୟ୍ୟନ୍ତ ଦୋକାନ ବଜାର ଖୋଲା ରହିବା ନେଇ ଗୁଜବ ଆଜି ଜୋର ଧରିଥିବା ଶୁଣିବାକୁ ମିଳୁଛି । ଏ ବିଷୟରେ ପ୍ରଶାସନକୁ ପଚାରାଯିବାରୁ, ଦୋକାନ ବଜାର ବନ୍ଦ ନେଇ ଏପର୍ୟ୍ୟନ୍ତ କୌଣସି ସରକାରୀ ସୂଚନା ନଥିବା କୁହାଯାଇଥିବା
Read More...

ବେଲପଡା ପୋଲିସ ଦ୍ୱାରା ୩ ଚୋର ଗିରଫ

ପାଟଣାଗଡ଼, (ଅଜିତ କୁମାର ପୁରୋହିତ) : ପାଟଣାଗଡ ଉପଖଣ୍ଡସ୍ଥ ବେଲପଡା ପୋଲିସ ଦ୍ୱାରା ବିଭିନ୍ନ ସ୍କୁଲମାନଙ୍କରୁ ଚୋରି ହୋଇଥିବା ବିଭିନ୍ନ ସାମଗ୍ରୀ ଜବତ କରାଯାଇ ଥିବାବେଳେ ୩ ଚୋରଙ୍କୁ ଗିରଫ କରାଯାଇଛି । କରୋନା ସମୟରେ ସ୍କୁଲଗୁଡିକ ବନ୍ଦ ଥିବାବେଳେ ଏହାର ଫାଇଦା ନେଇ ପାଟଣାଗଡ ବ୍ଲକ
Read More...

ଗରିବ ଆଦୀବାସୀ ଝିଅକୁ କଲେଜରେ ଆଡ୍‌ମିଶନ ସହଯୋଗ ମିଳିଲା

ବରଗଡ଼, (ନିରୋଜ କୁମାର ପାଣୀ) : ଶିକ୍ଷାଲାଭ କରିବା ପ୍ରତ୍ୟେକ ମଣିଷର ଏକ ମୌଳିକ ଅଧିକାର । ମାତ୍ର ପରିସ୍ଥିତି ଅନେକଙ୍କୁ ଏହି ଅଧିକାରରୁ ବଞ୍ଚିତ କରିଆସିଛି । ଯଦିଓ ସରକାର ପ୍ରାଥମିକ ଶିକ୍ଷାକୁ ଶିକ୍ଷା ଅଧିକାର ଅଧିନିୟମ-୨୦୦୯ ଅନୁଯାୟୀ ମୌଳିକ ଅଧିକାର ପରିସରଭୁକ୍ତ କରି ବାଧ୍ୟତାମୂଳକ ତଥା
Read More...

ଗଣ୍ତାବଜା କଳାକାରଙ୍କୁ ଚିହ୍ନଟ କରି ପଞ୍ଜିକୃତ କରିବା ପାଇଁ ଜିଲ୍ଲାପାଳଙ୍କ ଠାରେ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ଝାରବନ୍ଧ ବ୍ଲକର ଲକ୍ଷେ ଘର ଗଣ୍ତା ସମାଜର ସଭାପତି ଭୋଜରାଜ ବାଗ ଝାରବନ୍ଧ ବ୍ଲକ ବିଡିଓ ରୁନୁ ଲାକ୍ରାଙ୍କ ମାଧ୍ୟମରେ ଜିଲ୍ଲାପାଳ ବରଗଡ଼ଙ୍କୁ ଦାବଷପତ୍ର ପ୍ରଦାନ କରିଛନ୍ତି । ସୂଚନା ଅନୁସାରେ ବରଗଡ଼ ଜିଲ୍ଲାର ହେଉଛି ଏକ କଳାଶିକ୍ତ ମାଟି ।
Read More...

ସରକାରୀ ଜମି ଜବର ଦଖଲ : ସ୍ଥାନୀୟ ପ୍ରଶାସନ ଆଖିବୁଜି ନୀରବଦ୍ରଷ୍ଟା ସାଜିଛି

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ତ ସଦର ମହକୁମା ବିଜ୍ଞାପିତ ଅଂଚଳ ପରିଷଦ ଅଧୀନସ୍ଥ ବ୍ରାହ୍ମଣୀ ବନ୍ଧ ବହୁ ଦିନ ଧରି ଜରାଜୀର୍ଣ୍ଣ ଅବସ୍ଥାରେ ପଡିଥିବା ବେଳେ ବର୍ତ୍ତମାନ ବନ୍ଧ ହିଡକୁ ଲାଗି ରହିଥିବା ସରକାରୀ ଜମି ଉପରେ ଏବେ କିଛି ଅସାଧୁ ବ୍ୟକ୍ତି ବେଆଇନ
Read More...

ଅବସରପ୍ରାପ୍ତ କ୍ରୀଡା ଶିକ୍ଷକଙ୍କ ପରଲୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର): ଛତାମଖନା ନିବାସୀ ବର୍ତ୍ତମାନ ବଲାଙ୍ଗିରରେ ଅବସ୍ଥାପିତ ବିନୋବା ହାଇସ୍କୁଲ ଛତାମଖନାର ଅବସରପ୍ରାପ୍ତ ଖେଳ ଶିକ୍ଷକ ତ୍ରିପୁରାରୀ ପଣ୍ଡାଙ୍କ ୭୦ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଶ୍ୱାସଜନିତ ଜଟିଳ ଗଳା ରୋଗରେ ପୀଡିତ ଥିଲେ । ସେ ପରୋପକାରୀ, ସ୍ପଷ୍ଟବାଦୀ,
Read More...

ଆଗଲପୁର ବ୍ଲକ ଶିକ୍ଷ ସଂଗଠନ ତରଫରୁ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟର ମୃତ ପ୍ରଧାନ ଶିକ୍ଷକଙ୍କ ଶୋକ ସନ୍ତପ୍ତ ପରିବାରକୁ…

ବଲାଙ୍ଗିର,(ଦେବାଶିଷ ମିଶ୍ର) : ଆଗଲପୁର ବ୍ଲକ ଅନ୍ତର୍ଗତ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ବାବୁଫାସଡର ପ୍ରଧାନ ଶିକ୍ଷକ ସ୍ୱର୍ଗତ ମନୋରଂଜନ ପଧାନଙ୍କ ଦ୍ୱାଦଶାହ ଦିବସରେ ଆଗଲପୁର ବ୍ଲକ ତଥା ଜିଲ୍ଲା ସଂଗଠନ ତରଫରୁ ତାଙ୍କ ବିଧବାପତ୍ନୀଙ୍କୁ ମୋଟ ୧୫,୫୦୦/- ଆର୍ଥିକ ସହଯୋଗ କରାଯାଇଛି । ସୂଚନାଥାଉ କି
Read More...