Yearly Archives

2020

ଭଲ ଖବର : କରୋନାରୁ ଆରୋଗ୍ୟ ହେବା କ୍ଷେତ୍ରରେ ପୁଣି ଏକ ମାଇଲ୍‌ଷ୍ଟୋନ୍‌ ଅତିକ୍ରମ କଲା ଓଡ଼ିଶା : ମୁଖ୍ୟମନ୍ତ୍ରୀଙ୍କ…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କରୋନାରୁ ଆରୋଗ୍ୟ ହେବା କ୍ଷେତ୍ରରେ ପୁଣି ଏକ ମାଇଲ୍‌ଷ୍ଟୋନ୍‌ ଅତିକ୍ରମ କରିଛି ଓଡ଼ିଶା । ରାଜ୍ୟରେ କୋଭିଡ-୧୯କୁ ପରାସ୍ତ କରିବାରେ ସଫଳତା ପ୍ରାପ୍ତ ହୋଇ ଦେଢ଼ ଲକ୍ଷରୁ ଅଧିକ ରୋଗୀ ସୁସ୍ଥ ହୋଇଛନ୍ତି । ତେବେ ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
Read More...

ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଏକାଦଶ ଶ୍ରେଣୀ ନାମଲେଖା ଅବଧି ବଢ଼ିଲା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶଙ୍କ ପରାମର୍ଶ କ୍ରମେ ବିଭାଗୀୟ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟରେ ଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧୀନସ୍ଥ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ
Read More...

ଗତ ୨୪ ଘଂଟାରେ ଓଡ଼ିଶାରେ ୪୨୩୭ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟାରେ ଓଡ଼ିଶାରେ ସର୍ବାଧିକ ୪୨୩୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୨୪୫୮ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣର ଶିକାର
Read More...

ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଧାରଣା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ରାଜବୋଡ଼ାସମ୍ବର କୃଷକ ସଙ୍ଗଠନ ପକ୍ଷରୁ ଆଜି ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ପାଇକମାଲ ବ୍ଲକ ଲଖମରା, ବାଦିକଟା, ଭେଙ୍ଗରାଜପୁର ପଞ୍ଚାୟତର ଚାଷୀମାନଙ୍କୁ ବୀମା କମ୍ପାନୀ ବୀମା ପ୍ରାପ୍ୟ ପ୍ରଦାନରେ ତଞ୍ଚକତା
Read More...

ଜେଇ ତାରରେ ବେଧଡକ ଚାଲିଛି ବରାହ ଶିକାର : ବିୟର ବୋତଲ ପାଲଟିଛି ଅସ୍ତ୍ର

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଓ ସଇଁନ୍ତଲା ବନଖଣ୍ଡରେ ବେଧଡକ ଭାବେ ଚାଲିଛି ବରାହ ଶିକାର । କିନ୍ତୁ ଶିକାରୀକୁ କାବୁ କରିବା ବଦଳରେ ଶିକାରୀଠାରୁ ଉପହାର ନେଇ ଚୁପ ବନ ବିଭାଗ କିଛି ଅସାଧୁ କର୍ମଚାରୀ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି । ଯାହାଫଳରେ ଦେଓଗାଁ ଅଞ୍ଚଳରେ ବନ୍ୟଜନ୍ତୁ
Read More...

ଲୋକ ଉନ୍ନତି ସଂଗଠନ ପକ୍ଷରୁ କୁପୋଷଣ ଦୂର କରିବାକୁ ରାଜ୍ୟପାଳଙ୍କୁ ଦାବୀପତ୍ର

ଦେଓଗାଁ, (ମନୀଷ କୁମାର ସାହୁ) : ସୋମବାର ଦିନ ସାରା ଓଡ଼ିଶାରେ ଓଡ଼ିଶା ଶ୍ରମଜୀବୀ ମଞ୍ଚ ଓ ମହିଳା ଶ୍ରମଜୀବୀ ମଞ୍ଚ ତରଫରୁ ବିଭିନ୍ନ ସଂଗଠନର ନେତୃତ୍ୱରେ କୁପୋଷଣକୁ ଦୂର କରିବାକୁ ବ୍ଲକ ଲେଭେଲ୍ କମ୍ପାଇଜନ୍ ଅନ୍ ନେସନାଲ ଫୁଡ୍ ସିକ୍ୟୁରିଟି କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦେଓଗାଁ
Read More...

ମନରେଗା କାମରେ ବ୍ୟାପକ ଦୁର୍ନୀତି ଅଭିଯୋଗ : ବିନା କାମରେ ମିଳିଛି ପାରିଶ୍ରମିକ, ହେଲେ ଶ୍ରମିକର ପାଉଣା ଗାଏବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ରାଜବୋଡାସମ୍ବର ବ୍ଲକର ବରିକେଲ ପଂଚାୟତ ଚାରପାଲି ଗ୍ରାମରେ ମନରେଗା କାମରେ ବ୍ୟାପକ ଦୁର୍ନୀତି ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଚଳିତ ୨୦୨୦–୨୧ କାର୍ୟ୍ୟ ବର୍ଷ ପ୍ରକଳ୍ପ ଅଟକଳ ପରିମାଣ ପାଂଚ ଲକ୍ଷ ଟଙ୍କା ହୋଇଥିବା ବେଳେ
Read More...

ସାଦଖୁଆ ଓ କୃମିନାଶକ ଔଷଧ ବଣ୍ଟନ କାର୍ଯ୍ୟକ୍ରମ

ତୁରେକେଲା, (ଗୁରୁଦୟାଲ ହଂସ) : ତୁରେକେଲା ବ୍ଳକ ଅନ୍ତର୍ଗତ ଚଟୁଅନକା ପଞ୍ଚାୟତର ଅଙ୍ଗନୱାଡ଼ି କେନ୍ଦ୍ର 'ଖ'ରେ ଛୋଟ ପିଲାମାନଙ୍କୁ କୃମିନାଶକ ଔଷଧ ଦିଆଯିବା ସହିତ ଗର୍ଭବତୀ ମାଆମାନଙ୍କୁ ସାଦ ଖୁଆଇବା(ଗୋଦ ଭରେଇ) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ
Read More...

ଭୂମିହୀନ ଦେବହରୀଙ୍କୁ କେବେ ମିଳିବ ଜମି ?

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ଉମା ଗ୍ରାମର ଅନୁସୂଚିତ ଜନଜାତି ତଥା ଭୂମିହୀନ ଦେବହରୀ ପାଣ୍ତେ(୬୮) ଦୀର୍ଘ ବର୍ଷ ହେଲା ସରକାରୀ ଜମି ଖଣ୍ତେ ପାଇବା ପାଇଁ ବିଭିନ୍ନ ସରକାରୀ କାର୍ୟ୍ୟାଳୟ ଧାଇଁ ଧାଇଁ ହାରିଗୁହାରୀ କରିଆସୁଥିଲେ ମଧ୍ୟ ସତ୍ତ୍ୱାଧିକାର ପାଇପାରୁ ନଥିବା ଜଣାଯାଇଛି ।
Read More...

କବିତା : ଚୁଡ଼ି

ରାଜେଶ ପୂଜାରୀ(୧)ସେଦିନ ମଞ୍ଚରେଖୁବ୍ ବାଉଳୁଥିଲି ମୁଁତୁ କହିଲୁ,ପତ୍ରେଇଯିବି ତେବେସତରେ ପିନ୍ଧେଇବ ଯେବେ । (୨)ତୁ ପିନ୍ଧିଲୁମୁଁ ପିନ୍ଧେଇଲିଫରକ୍ ଖାଲି ଏତିକିତତେ ପିନ୍ଧେଇଲା ଜଣେମୋ'ଠୁ ପିନ୍ଧିଲା ଜଣେ । (୩)ଝଣ୍ ଝାଣ୍ ଶବ୍ଦ ହେଲାଓଦା ଓଦା ମନ ପ୍ରାଣଚୁଡ଼ି ନୁହେଁସ୍ୱପ୍ନ ଭଳି କିଛି
Read More...