ଅବସରପ୍ରାପ୍ତ କ୍ରୀଡା ଶିକ୍ଷକଙ୍କ ପରଲୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର): ଛତାମଖନା ନିବାସୀ ବର୍ତ୍ତମାନ ବଲାଙ୍ଗିରରେ ଅବସ୍ଥାପିତ ବିନୋବା ହାଇସ୍କୁଲ ଛତାମଖନାର ଅବସରପ୍ରାପ୍ତ ଖେଳ ଶିକ୍ଷକ ତ୍ରିପୁରାରୀ ପଣ୍ଡାଙ୍କ ୭୦ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଶ୍ୱାସଜନିତ ଜଟିଳ ଗଳା ରୋଗରେ ପୀଡିତ ଥିଲେ । ସେ ପରୋପକାରୀ, ସ୍ପଷ୍ଟବାଦୀ, ମେଳାପୀ ଥିଲେ । ବଡପୁଅ ଶୁଭ୍ରାଂଶୁ ମୁଖାଗ୍ନି ଦେଇଥିଲେ । ୩ ପୁଅ ଶୁଭ୍ରାଂଶୁ, ହିମାଂଶୁ, ସୁଧାଂଶୁ, ସ୍ତ୍ରୀ ସଂଯୁକ୍ତା ଓ ଏକମାତ୍ର ନାତୁଣୀ ଜୁବୁଲିକୁ ସେ ଛାଡ଼ି ଯାଇଛନ୍ତି ।

Leave A Reply

Your email address will not be published.