Yearly Archives

2020

ବଲାଙ୍ଗିର ଜିଲ୍ଲାରେ ଆଜି ୧୧୪ ଆକ୍ରାନ୍ତ : ବଲାଙ୍ଗିର ପୌରାଂଚଳରୁ ୬୩

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୧୧୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସେହିପରି ବଲାଙ୍ଗିର ପୌରାଂଚଳରୁ ୬୩ ଜଣ ସଂକ୍ରମଣର ଶିକାର ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୧ରୁ ୨, ୨ରୁ ୫, ୪ରୁ ୩, ୫ରୁ ୩, ୭ରୁ ୩, ୮ରୁ ୧,
Read More...

ବଲାଙ୍ଗିରରେ କରୋନାର କରୁଣ ସ୍ଥିତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ କରୋନାର କରୁଣ ସ୍ଥିତି ଦେଖିବାକୁ ମିଳୁଛି । କରାଳ ରୂପ ଧାରଣ କରିବାରେ ଲାଗିଛି କରେନା । ନିକଟରେ ଅମିତ୍‌ ମେଡ଼ିକାଲ୍‌ ଷ୍ଟୋରର ବାପ ପୁଅ ଦୁହିଁଙ୍କର ମୃତ୍ୟୁ ଏବଂ ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରେମ ପ୍ରକାଶ ମିଶ୍ରଙ୍କ ମା’ବାପା କରୋନାରେ
Read More...

ରିୟା ଚକ୍ରବର୍ତ୍ତୀଙ୍କ ନ୍ୟାୟିକ ହିରାସତ୍‌ ୬ ଅକ୍ଟୋବର ଯାଏଁ ବଢ଼ିଲା : ଜାମିନ ଯାଚିକା ଉପରେ କାଲି ହେବ ହାଇକୋର୍ଟ…

ମୁମ୍ବାଇ : ବହୁଚର୍ଚ୍ଚିତ ସୁଶାନ୍ତ ସିଂହ ରାଜପୁତ ମାମଲାର ଡ୍ରଗ୍ସ ଏଙ୍ଗଲ୍‌ରୁ ତଦନ୍ତ କରୁଥିବା ନାର୍‌କୋଟିକ୍ସ କଂଟ୍ରୋଲ୍‌ ବ୍ୟୁରୋ ରିୟାଙ୍କୁ ୯ ସେପ୍ଟମ୍ବରରେ ଗିରଫ୍‌ କରିଥିବା ବେଳେ ରିୟାଙ୍କ ନ୍ୟାୟିକ ହିରାସତ୍‌ ୬ ଅକ୍ଟୋବର ଯାଏଁ ବଢ଼ିଯାଇଛି । ଏବେ ତାଙ୍କୁ ଜେଲ୍‌ରେ ହିଁ ରହିବାକୁ
Read More...

ଜାଣନ୍ତୁ, କେଉଁ ଦେଶକୁ କେବେ ମିଳିବ କରୋନା ଭେକ୍‌ସିନ୍‌

ନୂଆଦିଲ୍ଲୀ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନା ଭାଇରସ୍‌ର ଭେକ୍‌ସିନ୍‌ ବିତରଣ ପାଇଁ ଯୋଜନା ଘୋଷଣା କରିଦେଇଛି । ବିଭିନ୍ନ ଦେଶକୁ ଠିକ୍‌ ସମୟରେ ଭେକ୍‌ସିନ୍‌ ଦେବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କୋବେକ୍ସକୁ ଲଂଚ କରିଛି । କୋବେକ୍ସ ଦ୍ୱାରା ଭେକ୍‌ସିନ୍‌ ବିତରଣ ହେବ । ବର୍ତ୍ତମାନ
Read More...

ସୁବର୍ଣ୍ଣପୁର ଟ୍ରାକ୍ଟର ମାଲିକ ସଙ୍ଘ ପକ୍ଷରୁ ବିକ୍ଷୋଭ ଓ ଧାରଣା

ସୁବର୍ଣ୍ଣପୁର, ( ପ୍ରଭୁଦତ୍ତ ରଥ ) : ସୁବର୍ଣ୍ଣପୁର ଟ୍ରାକ୍ଟର ମାଲିକ ସଙ୍ଘ ପକ୍ଷରୁ ଆଜି ଟ୍ରାକ୍ଟର ପରିବହନ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଆଗରେ ଏକ ବିକ୍ଷୋଭ ଓ ଧାରଣା ଅନୁଷ୍ଠିତ ହୋଇଯାଇଛି । ତେଲ ନଦୀ ବାଲିଘାଟ ଉପରୁ ରହିତାଦେଶ ଉଚ୍ଛେଦ, ତେଲ ନଦୀର ଦ୍ୱିତୀୟ ବାଲିଘାଟ
Read More...

ମୁହଁରେ କସ୍ତୁରୀ ହଳଦୀ ଲଗାନ୍ତୁ : ତୁରନ୍ତ ପାଆନ୍ତୁ ଉଜ୍ୱଳ ଚେହେରା

କସ୍ତୁରୀ ହଳଦୀରେ ଅଧିକ ମାତ୍ରାରେ ଆଣ୍ଟିସେପ୍ଟିକ୍‌, ଆଣ୍ଟି ବେକ୍‌ଟେରିଅଲ୍‌ ଏବଂ ଆଣ୍ଟି ଆକ୍ସିଡେଣ୍ଟ ଗୁଣ ବ୍ୟତୀତ ଏମିତି ଗୁଣ ବି ଦେଖିବା ମିଳେ ଯାହା ମୁହଁର ବ୍ରଣ ସମସ୍ୟା ସହ ଅନେକ ଦାଗ ଲିଭେଇବାରେ ସହାୟକ ହୋଇଥାଏ । ସୁନ୍ଦରତା ପାଇଁ ସବୁଠାରୁ ବେଶୀ ବ୍ୟବହୃତ ହେଉଥିବା ହଳଦୀ ହେଉଛି
Read More...

ନିଃସହାୟ ବିଧବା ମହିଳାଙ୍କ ଗୁହାରୀ ଶୁଣ ହୋ’ ସରକାର

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ୍‌ ହିଆଲ ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଦାବରୀ ଗାଁର ନିଃସହାୟ ବିଧବା ମହିଳା ଭବାନୀ ମଲିକ ସରକାରଙ୍କୁ ଗୁହାରୀ କରିଛନ୍ତି । ସ୍ୱାମୀ ଭ୍ରମର ମଲିକ ଗତ ତା.୩୦.୦୯.୨୦୧୬ରିଖ କିଡ୍‌ନୀ ରୋଗରେ ପୀଡିତ ହୋଇ ମୃତ୍ୟୁବରଣ କରିଥିବା ବେଳେ ସାରା ପରିବାରର
Read More...

ଦାବରୀ ଗାଁ ରାସ୍ତା ପାଣି କାଦୁଅ ପଚ୍‌ ପଚ୍‌

ତୁରେକେଲା, (କୈଳାସ ସଗ୍ରିଆ): ବର୍ଷା ଦିନେ ତୁରେକେଲା ବ୍ଲକ୍‌ ଦାବରୀ ଗାଁ ଛକ ପ୍ରଧାନମନ୍ତ୍ରୀ ରାସ୍ତାରୁ ଗାଁ ଭିତରକୁ ଅଙ୍ଗନୱାଡି ଦେଇ ଯାଇଥିବା ରାସ୍ତାରେ ସ୍କୁଲରୁ ବନଛୋରପଡ଼ା ପର୍ଯ୍ୟନ୍ତ, ପ୍ରହରୀ ମନ୍ଦିରରୁ ସୁନାପଡାକୁ ଯାଇଥିବା ରାସ୍ତା, ଗାଁର ମାଟିଗୁଡିରୁ ଝାଙ୍କରପଡା ରାସ୍ତା ପାଣି
Read More...

ଅଭିନେତ୍ରୀ ପାୟଲ ଘୋଷ ଫିଲ୍ମ ମେକର ଅନୁରାଗ କଶ୍ୟପଙ୍କ ବିରୁଦ୍ଧରେ ଆଜି ଦେବେ ଏଫଆଇଆର୍‌

ମୁମ୍ବାଇ : ଜଣାଶୁଣା ବଲିଉଡ଼୍‌ ଅଭିନେତ୍ରୀ ପାୟଲ ଘୋଷ ଫିଲ୍ମ ମେକର୍‌ ଅନୁରାଗ କଶ୍ୟପଙ୍କ ଉପରେ ନିକଟରେ ଯୌନ ଶୋଷଣ ଅଭିଯୋଗ ଆଣି ପ୍ରଧାନମନ୍ତ୍ରୀଙ୍କୁ ଟ୍ୱିଟ୍‌ କରି ଜଣାଇଥିଲେ । ତେବେ ଆଜି ଉଚିତ କାର୍ଯ୍ୟାନୁଷ୍ଠାନ ପାଇଁ ଏଫଆଇଆର୍‌ ଦର୍ଜ କରିବେ ବୋଲି ସୂଚନା ମିଳିଛି । ଘଟଣା ସାରା ଦେଶରେ
Read More...

ସହରରେ ଟ୍ରାଫିକ ସମସ୍ୟା ବୁଝୁଛନ୍ତି ଗାଈଗୋରୁ

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ଜନଗହଳିପୂର୍ଣ୍ଣ ରାସ୍ତାକୁ ପଦ୍ମପୁର ସହରରେ ଗାଈଗୋରୁ ବୁଝୁଛନ୍ତି ପରି ମନେହୁଏ । କାରଣ ବିଭିନ୍ନ ପତ୍ରପତ୍ରିକାରେ ବାରମ୍ବାର ଏସମ୍ପର୍କରେ ସ୍ଥାନୀୟ ପ୍ରଶାସନଙ୍କୁ ଚେତାଇ ଆସୁଥିଲେ ସୁଦ୍ଧା କୌଣସି ପ୍ରତିକାର ଏଯାଏଁ ଆଖିଦୃଶିଆ କରାଯାଇନି । ସହରର
Read More...