ପ୍ରମାଣପତ୍ର ମିଳିବାରେ ବିଳମ୍ବ, ନାମ ଲେଖାରେ ଅସୁବିଧା : ଜିଲ୍ଲା ଆପ୍‌ ପକ୍ଷରୁ ତହସିଲଦାରଙ୍କୁ ଦାବୀପତ୍ର

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ତହସିଲ ଅନ୍ତର୍ଗତ ବିଭିନ୍ନ ଗାଁର ଅନେକ ଛାତ୍ରଛାତ୍ରୀଙ୍କ ସହ ବିଭିନ୍ନ ଲୋକଙ୍କ ଜାତି, ବସବାସ ଓ ଆୟ ପ୍ରମାଣପତ୍ର ମିଳିବାରେ ବିଳମ୍ବ ହେଉଥିବାରୁ ଲୋକଙ୍କ ବହୁ ଉନ୍ନତିମୂଳକ କାମରେ ବାଧା ସୃଷ୍‌ଷ୍ଟି ହେବା ସହ ଛାତ୍ରଛାତ୍ରୀମାନଙ୍କ ସ୍କୁଲ, କଲେଜରେ ନାମଲେଖାରେ ଅସୁବିଧା ହେଉଛି । ବଲାଙ୍ଗିର ଜିଲ୍ଲା ଆପ୍‌ ଦଳର ଆବାହକ ଆଶିଷ ପାଣ୍ଡେ ଏହି ଅସୁବିଧାର ସମାଧାନ ପାଇଁ ଦେଓଗାଁ ତହସିଲଦାରଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.