Yearly Archives

2020

ଗାଡି ଚୋରଙ୍କଠାରୁ ସତର୍କ ରହିବାକୁ ସ୍ୱେଚ୍ଛାସେବୀ ସଂଗଠନ ଗିଫ୍‌ଟ ଅଫ୍‌ ଲାଇଫ୍‌ ତରଫରୁ ସଚେତନତା

ବରଗଡ଼, (ନିରୋଜ କୁମାର ପାଣୀ) : ପରୋପକାର କାର୍ୟ୍ୟ କରିବାରେ କେବଳ ଅର୍ଥ ହିଁ ଏକମାତ୍ର ମାଧ୍ୟମ ନୁହେଁ ଏହାକୁ ପ୍ରମାଣିତ କରିଛନ୍ତି ବରଗଡ଼ର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଗିଫ୍‌ଟ ଅଫ୍‌ ଲାଇଫ୍‌ । ସହରରେ ଦିନକୁ ଦିନ ଚୋରୀ ଡକାୟତି ବଢୁଥିବା ଯୋଗୁଁ ଲୋକେ ବର୍ତ୍ତମାନ ଚିନ୍ତିତ ଅଛନ୍ତି ।
Read More...

ବିଏମସିର ପଦକ୍ଷେପ ପରେ ଗର୍ଜିଲେ ଅପରାଜିତା

ଭୁବନେ‌ଶ୍ୱର, (ସୁଶାନ୍ତ ସାହୁ) : କୋଭିଡ଼ ନିୟମ ଭାଙ୍ଗିଥିବା ଅଭିଯୋଗରେ ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ କାର୍ଯ୍ୟାଳୟକୁ ବିଏମସି ସିଲ୍ କରିଥିବା ବେଳେ ବିଏମସିର ଏହି ପଦକ୍ଷେପ ପରେ ଗର୍ଜିଛନ୍ତି ଅପରାଜିତା । କାର୍ଯ୍ୟାଳୟ ବାହାରେ ରାସ୍ତା ଉପରେ ଜନ ଦରବାର କରି ସାମ୍ବାଦିକ
Read More...

ଅଜର୍‌ବେଇଜାନ୍‌ ଓ ଆର୍ମିନିଆ ମଧ୍ୟରେ ଯୁଦ୍ଧ : ତୁର୍କି ସ୍ପଷ୍ଟ କଲା, ଅଜର୍‌ବେଇଜାନ୍‌ ସହ ଠିଆ ହେବ

ନୂଆଦିଲ୍ଲୀ : ଅଜର୍‌ବେଇଜାନ୍‌ ଓ ଆର୍ମିନିଆ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଅଜର୍‌ବେଇଜାନ୍‌ ସହ ଠିଆ ହେବା ନେଇ ସ୍ପଷ୍ଟ କରିଛି ତୁର୍କି । ତୁର୍କିର ରକ୍ଷା ମନ୍ତ୍ରଣାଳୟ ନିଜର ଅଧିକାରିକ ଟ୍ୱିଟରରେ ଲେଖିଛି ଯେ, ଅଜର୍‌ବେଇଜାନ‌ ସେନା ବାହାଦୁରୀର ପରିଚୟ ପ୍ରଦାନ କରିଛନ୍ତି । ନିଜର ନିୟନ୍ତ୍ରିତ
Read More...

ଘରକୁ ଘର ବୁଲି କୋଭିଡ୍‌ ପରୀକ୍ଷା

ଜୁନାଗଡ : କରୋନାର ଶିକାର ହେଉଛନ୍ତି କଲାହାଣ୍ଡି ଜିଲ୍ଲା ଜୁନାଗଡରେ ଅନେକ ଲୋକ । ଏହାକୁ ନେଇ ପ୍ରଶାସନ ପକ୍ଷରୁ ଶନିବାର ଓ ରବିବାର ଦୁଇଦିନ ଧରି ଏନଏସି ଅଚଂଳରେ ଘରକୁ ଘର ବୁଲି ବୁଲି କୋଭିଡ୍‌ ପରୀକ୍ଷା କରାଯାଇଛି । ପ୍ରଶାସନର ଏହି ପଦକ୍ଷେପକୁ ଜୁନାଗଡ ଏନ୍‌ଏସି ଅଚଂଳବାସୀ ବେଶ୍‌ ପ୍ରଶଂସା
Read More...

ଅଜଣା ରୋଗ ପୋକରେ ଧାନ ଫସଲ ନଷ୍ଟ ଯୋଗୁଁ କ୍ଷତି ପୂରଣ ସହାୟତା ପାଇଁ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ କୋନାବୁଦା ଗ୍ରାମର ଚାଷୀ ମାନେ ପାଇକମାଲ ବ୍ଲକ କୃଷି ଅଧିକାରୀ ଓ ପାଇକମାଲ ତହସିଲଦାରଙ୍କ ନିକଟରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଦାବୀପତ୍ର ଅନୁସାରେ ପଦ୍ମପୁର ଅଞ୍ଚଳ ଏକ ଅଣ ଜଳସେଚିତ ଅଞ୍ଚଳ ଅଟେ । ଚିର ମରୁଡିରେ
Read More...

ଜନ ସଚେତନତା ସୃଷ୍ଟି ସହିତ ମାସ୍କ ବଣ୍ଟନ

ଲୋଇସିଂହା : ବିଜୁ ଜନତା ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନଵୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଅକ୍ଟୋବର ୨ ରୁ ନଭେମ୍ବର ୨ ପର୍ୟ୍ୟନ୍ତ କରୋନା ମହାମାରୀକୁ ନେଇ ଚାଲିଥିବା ଜନସଚେତନ ଅଭିଯାନରେ ଗତକାଲି ବିଜୁ ଜନତା ଦଳର ରାଜ୍ୟ ପରିଷଦ ସଦସ୍ୟ ତଥା ଲୋଇସିଂହା ନିର୍ବାଚନ ମଣ୍ଡଳୀର ଯୁବ
Read More...

ସ୍କୁଲରେ ଛାତ୍ରଙ୍କୁ ଯୌନ ନିର୍ଯ୍ୟାତନା ଅଭିଯୋଗ : ୨ ଜଣ ସରକାରୀ ଶିକ୍ଷକଙ୍କୁ ନିଲମ୍ବିତ କଲେ ଜିଲ୍ଲା ଶିକ୍ଷା ଅଧିକାରୀ

ତୁଷୁରା, (ଅଜିତ କୁମାର ସାହୁ) : ବାଲାଙ୍ଗିର ତୁଷରା ରୋୟାଲ୍ ଇଣ୍ଟର୍‌ ନ୍ୟାସନାଲ୍‌ ସ୍କୁଲ ହଷ୍ଟେଲରେ ଜଣେ ଛାତ୍ର ଅନ୍ୟଜଣେ ଛାତ୍ରଙ୍କୁ ଯୌନ ନିର୍ଯ୍ୟାତନା ଘଟଣାରେ ସ୍କୁଲରେ ଟ୍ରଷ୍ଟିଥିବା ଗୁଡଭେଲା ବୁଗୁଡ଼ ସ୍କୁଲର ଦୁଇ ସରକାରୀ ଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ
Read More...

ପ୍ରତିଶ୍ରୁତି ପରେ ଟେମରୀ ଗ୍ରାମର ଶ୍ରମିକ ଧାରଣା ପ୍ରତ୍ୟାହାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଅଧୀନସ୍ଥ ଟେମରୀ ଗ୍ରାମ ପଞ୍ଚାୟତର ଟେମରୀ ଗ୍ରାମର ଶ୍ରମିକମାନେ ଆଜିକୁ ଦୁଇଦିନ ହେଲା ପଞ୍ଚାୟତ କାର୍ୟ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଥିଲେ । ପ୍ରଶାସନର ପ୍ରତିଶ୍ରୁତି ପରେ ଗଣଧାରଣାରୁ ଉଠିବାର ଖବର ଜଣାପଡିଛି । ସୂଚନା
Read More...

ବର୍ବର ହତ୍ୟାକାଣ୍ଡ : ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାତ୍ୟା

ସମ୍ବଲପୁର : ଆଜି ସମ୍ବଲପୁର ସହର ରକ୍ତର ଛିଟାରେ ଭିଜି ଯାଇଛି । ସ୍ପଷ୍ଟ ଦିବାଲୋକରେ ବିଚ୍‌ ରା‌ସ୍ତା ଉପରେ ଜଣେ ଯୁବକଙ୍କୁ ଦୌଡେ଼ଇ ଦୌଡେ଼ଇ ହାଣି ପକାଇଛନ୍ତି ଦୁର୍ବୃତ୍ତ । ସମ୍ବଲପୁର ଟାଉନ୍ ଥାନା ଅନ୍ତର୍ଗତ ହାଟପଡା ଅଞ୍ଚଳରେ ଏହି ବର୍ବର ହତ୍ୟାକାଣ୍ଡ ଘଟିଥିବା ବେଳେ ମୃତ ଯୁବକ ଜଣକ
Read More...

ବଲାଙ୍ଗିର ଜିଲ୍ଲାରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୭ : ବଲାଙ୍ଗିର ପୌରାଂଚଳରେ ୩୭

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୭ ରହିଥିବା ବେଳେ ବଲାଙ୍ଗିର ପୌରାଂଚଳର ୩୭ ଜଣ ସଂକ୍ରମିତ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ବଲାଙ୍ଗିର ପୌରାଂଚଳର ୱାର୍ଡ ନଂ.୧ରୁ ୨, ୨ରୁ ୬, ୫ରୁ ୨, ୬ରୁ ୨, ୭ରୁ ୨, ୯ରୁ ୨, ୧୧ରୁ ୩,
Read More...