Yearly Archives

2020

ବନ୍ଧପଡା ସାପ୍ତାହିକ ବଜାରରେ ବିଜୁ ଜନତା ଦଳର ଜନସଚେତନତା ଅଭିଯାନ କାର୍ଯ୍ୟକ୍ରମରେ ମାକ୍ସ ଓ ସାନିଟାଇଜର ବଣ୍ଟନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଶନିବାର ଦିନ ଦୁଇଟି ସ୍ଥାନରେ କୋଭିଡ -୧୯କୁ ନେଇ ଜନସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବନ୍ଧପଡା ସାପ୍ତାହିକ ବଜାରରେ ବ୍ଲକ ସଭାପତି ସୁଶୀଲ ଚାନ୍ଦଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ସଚେତନତା
Read More...

ଧୋନିଙ୍କ ଚେନ୍ନାଇକୁ ୩୭ ରନ୍‌ରେ ହରାଇଲା କୋହଲିଙ୍କ ବାଙ୍ଗାଲୋର : ଅପରାଜିତ ୯୦ ରନ୍‌ର ବିରାଟ ପାଳି ଖେଳି କୋହଲି…

ଦୁବାଇ : ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୦ର ୨୫ ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ୍‌କୁ ୩୭ ରନ୍‌ରେ ପରାସ୍ତ କଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର।ବାଙ୍ଗାଲୋର ଦଳର ଅଧିନାୟକ ବିରାଟ କୋହଲି ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି
Read More...

ଉଦୟନାଥ ଫର୍ଣ୍ଣିଚର୍‌ର ୧୧ତମ ଲକି ଡ୍ର ଉଠାଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହରର କପସିଲା ରୋଡ଼ସ୍ଥିତ ଉଦୟନାଥ ଫର୍ଣ୍ଣିଚର ତରଫରୁ ଆରମ୍ଭ କରାଯାଇଥିବା ମାସିକ ଯୋଜନାର ୧୧ତମ ଲକି ଡ୍ର ଉଠାଣ ହୋଇଯାଇଛି । ଏଥର ଲକି ଡ୍ର' ର ବିଜେତା ହେଉଛନ୍ତି ଅତାବିରାର ରଞ୍ଜନ ବେହେରା । ଏହି ଉଠାଣ ସମୟରେ ରୋହିତ କୁମାର ପଟ୍ଟନାୟକ,
Read More...

ୱାଇସିଡିଏ ପକ୍ଷରୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ୱାଇସିଡିଏ ପକ୍ଷରୁ ଘଣ୍ଟାପଡା ପଞ୍ଚାୟତ ସଭାଗୃହ ଠାରେ ବିଶ୍ଵ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି । ବେସିକ ନିଡ୍‌ସ ଇଣ୍ଡିଆ, ବାଙ୍ଗାଲୋର ସହାୟତାରେ ପ୍ରୋଗାମ ଅଫିସର ରଣଜିତ ସିଂହଙ୍କ ତତ୍ତ୍ୱାବଧାନରେ
Read More...

କେନ୍ଦ୍ର ସାହିତ୍ୟ ଏକାଡେ଼ମୀର କାର୍ଯ୍ୟକ୍ରମ ଉପରେ କୋଶଲୀ ଭାଷା ସୁରକ୍ଷା ସମିତିର ପ୍ରତିକ୍ରିୟା

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଗତ ସେପ୍ଟେମ୍ବର ୧୯ ତାରିଖ କେନ୍ଦ୍ର ସାହିତ୍ୟ ଏକାଡେ଼ମୀ ଅନ୍‌ଲାଇନ୍‌ ସମ୍ବଲପୁରୀ କବି ସମ୍ମିଳନୀ ଆୟୋଜନ କରିଥିବା ବେଳେ ଟିଟିଲାଗଡ଼ କୋଶଲୀ ଭାଷା ସୁରକ୍ଷା ସମିତି ଏହା ଉପରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛି । ସମିତି ପକ୍ଷରୁ ପ୍ରଶ୍ନ କରାଯାଇଛି ଯେ, ଏହା
Read More...

ପଞ୍ଜାବକୁ ରୋମାଞ୍ଚକର ଭାବେ ୨ ରନରେ ହରାଇଲା କୋଲକାତା : ୬ ମ୍ୟାଚରୁ ଗୋଟେ ବିଜୟ ସହ ପଞ୍ଜାବର ଟ୍ରଫି ଆଶା କ୍ଷୂର୍ଣ୍ଣ

ଆବୁଧାବି : ଆବୁଧାବିର ଶେଖ ଜାଏଦ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୦ର ଏକ ରୋମାଞ୍ଚକର ମ୍ୟାଚରେ କୋଲକାତା ପଞ୍ଜାବକୁ ୨ ରନରେ ହରାଇ ଦେଇଛି ।ଆଜି ଟସ ଜିଣି ପ୍ରଥମେ ବ୍ୟାଟିଂ କରିଥିଲା କୋଲକାତା । ତେବେ ଦଳ ଆରମ୍ଭରୁ ହିଁ ଲଗାତାର ଦୁଇଟି ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା । ଦଳୀୟ ସ୍କୋର
Read More...

ଜୁଆ ଖେଳ ଚଢାଉ : ୩ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଜଗଦଲପୁର ଥାନା ବାଦୀକଟା ଗ୍ରାମରେ ଚାଲିଥିବା ତାସ ଜୁଆଖେଳ ଉପରେ ପୋଲିସ ଚଢାଉ କରି ୩ ଜଣ ଖେଳାଳୀଙ୍‌ଙ୍କୁ ଗିରଫ କରିଛି । ଘଟଣା କ୍ରମରୁ ଜଣାଯାଏ ଯେ, ବାଦୀକଟା ଗ୍ରାମର ମୁରଳୀ ଖମାରୀ, ଲୋକନାଥ(ଅମୃତ) ସାହୁ, ଭଗବାନ ବେହେରା ଏକ ନିଛାଟିଆ
Read More...

‘ମାଫିଆ ଗ୍ୟାଙ୍ଗ୍‌ ମତେ ମାରି ପକାଇବେ ସାର୍‌’ : ପାୟଲ ଘୋଷ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଲେ ଗୁହାରୀ

ମୁମ୍ବାଇ : ବଲିଉଡ଼୍‌ ଅଭିନେତ୍ରୀ ପାୟଲ ଘୋଷ ଏବେ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି । ବେଶ୍‌ ଜଣାଶୁଣା ଫିଲ୍ମ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ଉପରେ ଯୌନ ଶୋଷଣର ସେ ଅଭିଯୋଗ ଆଣିଥିବା ବେଳେ ଋଚା ଚଡ଼୍‌ଢ଼ାଙ୍କ ସହ ନିଜର କେସ୍‌କୁ ନେଇ ମଧ୍ୟ ଚର୍ଚ୍ଚାକୁ ଆସିଛନ୍ତି । ପାୟଲ ଘୋଷ ଏବେ ପିଏମ୍‌
Read More...

କବିତା : ପ୍ରାର୍ଥନା

ରାଜୀବ ଲୋଚନ ଆଚାର୍ଯ୍ୟ ଇଚ୍ଛା ତ ଅନେକ ଥାଏହେଲେ …..କେତେ ପୂରା ହୋଇଥାଏ ପ୍ରିୟମ୍ବଦା ? ନିର୍ମଳ ଜଳରେ ଖେଳୁଖେଳୁସାଇତା ହୋଇଯିବାକୁ ହୁଏଖଳେଇ ଭିତରେ,ଭାଂଗି ଯାଉଥାଏ ଭରସାଅଦିନିଆ ବରଷାବଢାଉଥାଏ ତୃଷା । ଦେଖ,ତମେ ଆଉ ମନେ କରିବନିଆକାଶରେ ଉଡିବାକୁପବନରେ ଖେଳିବାକୁ,ହାତ ଜମା ବଢେଇବ
Read More...

ପରୀକ୍ଷାର୍ଥୀଙ୍କ ଆନ୍ଧ୍ର ବିଏଡ୍‌ ପରୀକ୍ଷା ଚିନ୍ତା

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) ; ଆଗାମୀ ନଭେମ୍ବର ମାସରେ ଆନ୍ଧ୍ର ବିଶ୍ୱବିଦ୍ୟାଳୟର ବିଏଡ୍‌ ପରୀକ୍ଷା ହେବାକୁ ଯାଉଛି । ଏନେଇ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷଙ୍କ ପକ୍ଷରୁ ଅଫ୍‌ଲାଇନ ପରୀକ୍ଷା ସକାଶେ ଚୂଡାନ୍ତ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଥିବା ବେଳେ ମହାମାରୀ କରୋନା ସକାଶେ
Read More...