ଘରକୁ ଘର ବୁଲି କୋଭିଡ୍‌ ପରୀକ୍ଷା

ଜୁନାଗଡ : କରୋନାର ଶିକାର ହେଉଛନ୍ତି କଲାହାଣ୍ଡି ଜିଲ୍ଲା ଜୁନାଗଡରେ ଅନେକ ଲୋକ । ଏହାକୁ ନେଇ ପ୍ରଶାସନ ପକ୍ଷରୁ ଶନିବାର ଓ ରବିବାର ଦୁଇଦିନ ଧରି ଏନଏସି ଅଚଂଳରେ ଘରକୁ ଘର ବୁଲି ବୁଲି କୋଭିଡ୍‌ ପରୀକ୍ଷା କରାଯାଇଛି । ପ୍ରଶାସନର ଏହି ପଦକ୍ଷେପକୁ ଜୁନାଗଡ ଏନ୍‌ଏସି ଅଚଂଳବାସୀ ବେଶ୍‌ ପ୍ରଶଂସା କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.