ପିଏମଶ୍ରୀ ସରକାରୀ ହାଇସ୍କୁଲ, ଜୁନାଗଡ଼ରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ
ଜୁନାଗଡ଼, (କେପିଏନ୍ଏସ୍) : ଚଳିତ ମାଟ୍ରିକ ବୋର୍ଡ଼ ପରୀକ୍ଷାରେ ୫୪୩ ମାର୍କ ସହିତ ଏ୧ ଗ୍ରେଡ଼ରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀ ବସୁନ୍ଧରା ଶୁକ୍ଲାଙ୍କ ସମ୍ମାନାର୍ଥେ ପ୍ରଧାନଶିକ୍ଷକ ନେପାଲ ଚନ୍ଦ୍ର ବାଗଙ୍କ ସଭାପତିତ୍ୱରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର!-->…
Read More...
Read More...