pakka

ଟ୍ରାକ୍ଟର ଧକ୍କାରେ ୨ ଗୁରୁତର ଆହତ

bbehera

ଜୁନାଗଡ଼ : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହର ସ୍ଥିତ ନୂଆ ବସଷ୍ଟାଣ୍ଡ ଠାରେ ଏକ ଟ୍ରାକ୍ଟର ଧକ୍କାରେ ଦୁଇ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଜୁନାଗଡ଼ ପୋଲିସ ଟ୍ରାକ୍ଟରକୁ ଜବତ କରିଛି । ସୂଚନା ଅନୁସାରେ, ଗୁରୁତର ଆହତ ହୋଇଥିବା ବ୍ୟକ୍ତି ହେଲେ ଭେଜିପଦର ଗ୍ରାମର ସଂଜୀବ ପୁଝାରୀ ଓ ତାଙ୍କ ଭଉଣୀ ସୀମା ପୁଝାରୀ । ଜୁନାଗଡ଼ ପୋଲିସ ଗୁରୁତର ଆହତଙ୍କୁ ପ୍ରଥମେ ଉଦ୍ଧାର କରି ଜୁନାଗଡ଼ ଡାକ୍ତରଖାନାକୁ ଆମ୍ବୁଲାନ୍ସ ଯୋଗେ ପ୍ରାଥମିକ ଚିକିତ୍ସା ପାଇଁ ନେଇଥିବା ବେଳେ ସଂଜୀବ ଓ ସୀମାଙ୍କ ଗୋଡ଼ ଭାଙ୍ଗି ଯାଇଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

3 × five =

error: Content is protected !!