ବଲାଙ୍ଗିର ଜିଲ୍ଲାରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୭ : ବଲାଙ୍ଗିର ପୌରାଂଚଳରେ ୩୭

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୭ ରହିଥିବା ବେଳେ ବଲାଙ୍ଗିର ପୌରାଂଚଳର ୩୭ ଜଣ ସଂକ୍ରମିତ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ବଲାଙ୍ଗିର ପୌରାଂଚଳର ୱାର୍ଡ ନଂ.୧ରୁ ୨, ୨ରୁ ୬, ୫ରୁ ୨, ୬ରୁ ୨, ୭ରୁ ୨, ୯ରୁ ୨, ୧୧ରୁ ୩, ୧୨ରୁ ୪, ୧୫ରୁ ୨, ୧୮ରୁ ୪, ୧୯ରୁ ୧, ୨୦ରୁ ୪ ଏବଂ ୨୧ରୁ ୩ ଜଣ ସଂକ୍ରମିତ ହୋଇଛନ୍ତି । ଆଗଲପୁର ବ୍ଲକ୍‌ ରୋତ ଗ୍ରା.ପ.ରୁ ୧, କୁଟାସିଙ୍ଗା ଗ୍ରା.ପ.ରୁ ୩, ବଲାଙ୍ଗିର ବ୍ଲକ୍‌ ମାଧିଆପାଲି ଗ୍ରା.ପ.ରୁ ୧, ଭୁଣ୍ଡିମୁହାଣ ଗ୍ରା.ପ.ରୁ ୭, ତୁଷୁରାବାହାଲ ଗ୍ରା.ପ.ରୁ ୧, ବେଲପଡ଼ା ବ୍ଲକ୍‌ ତେନ୍ତେଲମୁଣ୍ଡା ଗ୍ରା.ପ.ରୁ ୧, କପାଣି ଗ୍ରା.ପ.ରୁ ୧ ଓ ମଧ୍ୟପୁର ଗ୍ରା.ପ.ରୁ ୧, ଦେଓଗାଁ ବ୍ଲକ୍‌ କୁତୁର୍ଲା ଗ୍ରା.ପ.ରୁ ୧, ସିଂହାମୁଣ୍ଡା ଗ୍ରା.ପ.ରୁ ୧ ଓ ଉପରଝର ଗ୍ରା.ପ.ରୁ ୫, ଗୁଡ଼ଭେଲା ବ୍ଲକ୍‌ ଘୁନା ଗ୍ରା.ପ.ରୁ ୧, ଏନ୍‌ଏସି ତୁଷୁରାରୁ ୩, କଂଟାବାଂଜି ଏନ୍‌ଏସି ୱାର୍ଡ ନଂ.୧ରୁ ୧, ୨ରୁ ୧, ୯ରୁ ୧, ୩ରୁ ୨, ୪ରୁ ୧, ୬ରୁ ୧, ଲୋଇସିଂହା ବ୍ଲକ୍‌ କୁଶଙ୍ଗ ଗ୍ରା.ପ.ରୁ ୪, ପାଟଣାଗଡ଼ ବ୍ଲକ୍‌ ବନେଇମୁଣ୍ଡା ଗ୍ରା.ପ.ରୁ ୧, ଲରମ୍ଭା ଗ୍ରା.ପ.ରୁ ୧, ଘଁସିଏନ୍‌ ଗ୍ରା.ପ.ରୁ ୨, ପୁଇଁନ୍ତଲା ବ୍ଳକ ସାଆନ୍ତପୁର ଗ୍ରା.ପ.ରୁ ୧, ଆଠଗାଁ ଗ୍ରା.ପ.ରୁ ୧, ସଇଁନ୍ତଲା ବ୍ଲକ୍‌ ସଇଁନ୍ତଲା ଗ୍ରା.ପ.ରୁ ୨, ଝିଙ୍କିଡୁଙ୍ଗୁରି ଗ୍ରା.ପ.ରୁ ୧ ଏବଂ ଘୁନସର ଗ୍ରା.ପ.ରୁ ୧, ଟିଟିଲାଗଡ଼ ବ୍ଲକ୍‌ ବାନ୍ଧୁପଲା ଗ୍ରା.ପ.ରୁ ୧, ଟିଟିଲାଗଡ଼ ମ୍ୟୁନିସିପାଲିଟି ୱାର୍ଡ ନଂ.୧ରୁ ୧, ୨ରୁ ୪, ୮ରୁ ୩, ୧୪ରୁ ୧, ୧୫ରୁ ୧, ତୁରେକେଲା ବ୍ଲକ୍‌ କୁଇବାହାଲ ଗ୍ରା.ପ.ରୁ ୧ ଜଣ ଆକ୍ରାନ୍ତ ହୋଇଛନ୍ତି । ଆଜିଯାଏ ବଲାଙ୍ଗିରରେ ୫୨୨୭ ଜଣ କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ୪୩୪୨ ସୁସ୍ଥ ହୋଇଛନ୍ତି । ୮୬୦ ଜଣ ଏକ୍‌ଟିଭ୍‌ ରହିଛନ୍ତି ।

Leave A Reply

Your email address will not be published.