Yearly Archives

2020

ଆନ୍ତର୍ଜାତୀୟ ବାଳିକା ଶିଶୁ ସପ୍ତାହ ପାଳନ

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ଆନ୍ତର୍ଜାତୀୟ ବାଳିକା ଶିଶୁ ସପ୍ତାହ ପାଳନ ଅବସରରେ ସମ୍ବଲପୁର ଖିଣ୍ଡା ଉଚ୍ଚବିଦ୍ୟାଳୟ ଠାରେ କୋଭିଡ-୧୯କୁ ଆଖିଆଗରେ ରଖି ପାଳିତ ହୋଇଯାଇଛି । ହିନ୍ଦୁସ୍ଥାନ ଲେଟେକ୍ସ ଫେମିଲିପ୍ଲାନିଙ୍ଗ ପ୍ରୋମୋସନ୍ ଟ୍ରଷ୍ଟ ତରଫରୁ ଆୟୋଜିତ ଏ କାର୍ୟ୍ୟକ୍ରମରେ ପ୍ରକଳ୍ପ
Read More...

କୁଲୁତାଯୋର ଗ୍ରାମରେ ଅବିବାହିତ ଝିଅ ଆତ୍ମହତ୍ୟା

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ଥାନା ଘଣ୍ଟାପଡା ଫାଣ୍ତି ଅଧୀନ କୁଲୁତାଯୋର ଗ୍ରାମରେ ଜଣେ ଅବିବାହିତ ଝିଅ ଆତ୍ମହତ୍ୟା କରିବା ଘଟଣା ଅଞ୍ଚଳରେ ଚହଳ ସୃଷ୍ଟି କରିଛି । ସୂଚନା ଅନୁଯାୟୀ କୁଲୁତାଯୋର ଗ୍ରାମର ଛବିଳ ଭୋଇଙ୍କ ଏକମାତ୍ର ଝିଅ ଅଟନ୍ତି ପଞ୍ଚମୀ ଭୋଇ(୨୨) । ତାଙ୍କ ବିବାହ ପାଇଁ
Read More...

ହ୍ରିତିକ୍‌ ଭରଦ୍ୱାଜ ଷଡ଼ଙ୍ଗୀଙ୍କ କ୍ଲାଟ ପରୀକ୍ଷାରେ କମାଲ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମାଟିର ସୁଯୋଗ୍ୟ ସନ୍ତାନ ହ୍ରିତିକ୍‌ ଭରଦ୍ୱାଜ ଷଡ଼ଙ୍ଗୀ କ୍ଲାଟ ପରୀକ୍ଷାରେ କମାଲ୍‌ କରିଛନ୍ତି ଓ ବଲାଙ୍ଗିର ମାଟି ପାଇଁ ଗର୍ବ ଏବଂ ଗୌରବ ଆଣି ଦେଇଛନ୍ତି । ସର୍ବଭାରତୀୟ ସ୍ତରରେ ଅନୁଷ୍ଠିତ ହୋଇଥିବା ଲ’ ଆଡ଼୍‌ମିସନ୍‌ ଟେଷ୍ଟ-୨୦୨୦ (କ୍ଲାଟ୍‌)ର ଗତ
Read More...

ଡୁମେରଝରନରେ ହାତୀ ଉପଦ୍ରବ : ୧୦ ଏକର ଧାନ ଫସଲ ନଷ୍ଟ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ଲୋଇସିଂହା ବ୍ଲକ ଅନ୍ତର୍ଗତ ରତାଖଣ୍ଡି ପଂଚାୟତ ଅଧୀନସ୍ଥ ଡୁମେରଝରନ ଗାଁରେ ଶନିବାର ରାତିରେ ହାତୀପଲ ପ୍ରାୟ ୧୦ ଏକର ଧାନ ଫସଲ ନଷ୍ଟ କରିଥିବା ଜଣାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ପ୍ରାୟତଃ ପ୍ରତିବର୍ଷ ଧାନ ଫସଲ ଅମଳ ବେଳକୁ ହାତୀଙ୍କ ଉପଦ୍ରବ ଦେଖା
Read More...

ନବମ ଶ୍ରେଣୀ ଅନ୍‌ଲାଇନ୍‌ ପରୀକ୍ଷାରେ ବିଭ୍ରାଟ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ରାଜ୍ୟ ଶିକ୍ଷା ବିଭାଗ ନିର୍ଦ୍ଦେଶ କ୍ରମେ ଗତ ୧୦ ତାରିଖ ଦିନ ଆରମ୍ଭ ହୋଇଥିବା ନବମ ଶ୍ରେଣୀ ଅନ୍‌ଲାଇନ୍‌ ପରୀକ୍ଷା ଲୋଇସିଂହା ବ୍ଲକ ଅନ୍ତର୍ଗତ ଆଭ୍ୟନ୍ତରୀଣ ଅଂଚଳରେ ୧୦ ତାରିଖ ଦିନ ବିଭ୍ରାଟ ଦେଖାଦେଇଥିଲା । ବହୁ ଛାତ୍ରଛାତ୍ରୀଙ୍କ ଏନଡ୍ରଏଟ ମୋବାଇଲ
Read More...

ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସରେ ଶୁଭଲକ୍ଷ୍ମୀଙ୍କ କୃତୀତ୍ୱ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଂସ୍କୃତ ଶିକ୍ଷାଦାନ ତଥା ଏହାର ପ୍ରଚାର ପ୍ରସାର ଦିଗରେ କାର୍ଯ୍ୟରତ ଗୋଧୂଳୀ ଏକାଡେମୀ, ଜାମସେଦପୁର ଆନୁକୂଲ୍ୟରେ ସର୍ବଭାରତୀୟ ଅନଲାଇନ ସଂସ୍କୃତ ଶ୍ଲୋକାବୃତ୍ତି ପ୍ରତିଯୋଗିତାରେ ସରକାରୀ ଅଙ୍ଗନୱାଡି କେନ୍ଦ୍ର, କୋମନାର ବାଳବୋଧର ଛାତ୍ରୀ ସୃଜନୀ ଶୁଭଲକ୍ଷ୍ମୀ
Read More...

କ୍ଷତିଗ୍ରସ୍ତ ଜମାକାରୀଙ୍କ ସତ୍ୟାଗ୍ରହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୁମ୍ଭାରୀ ଗ୍ରାମ ପଂଚାୟତ ଅନ୍ତର୍ଗତ ଡୁମେରମୁଣ୍ଡା ପ୍ରାଥମିକ ବିଦ୍ୟାଳୟ ନିକଟରେ ଏବଂ ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜମାକାରୀ ମିଳିତ ମଂଚ ଏଏସ୍‌କେଏମ୍‌ଏମ୍‌ ତରଫରୁ ପଂଚାୟତର କ୍ଷତିଗ୍ରସ୍ତ ଜମାକାରୀମାନଙ୍କର ଏକ ସତ୍ୟାଗ୍ରହ ଅନୁଷ୍ଠିତ ହୋଇ ଯାଇଅଛି ।
Read More...

ସହାୟତାର ହାତ ବଢ଼ାଇଲା ମହେଶ୍ୱରୀ ସଂଗଠନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିତେନ୍ଦ୍ର ବରିହା ନାମକ ଜଣେ ବ୍ୟକ୍ତି ପାଟଣାଗଡ ଅଞ୍ଚଳର ଦୀର୍ଘ ଦିନ ହେବ ଏକ ଅଜଣା ରୋଗରେ ପୀଡ଼ିତ ଥିଲେ । ପ୍ରାୟ ୧୦ବର୍ଷ ପୂର୍ବେ ସର୍ପ ଦଂଶନରୁ ତାଙ୍କ ବାମ ଗୋଡ଼ରେ କ୍ଷତ ହୋଇଥିଲା । ଉଚିତ ଚିକତ୍ସା ନ କରି ଅନ୍ଧବିଶ୍ୱାସରେ ପଡ଼ି ଗୁଣି ଗାରେଡିର ଆଶ୍ରିତ
Read More...

କ୍ଳାଟ୍‌ ପରୀକ୍ଷାରେ କୃତୀତ୍ୱ ଆଣିଲେ ଅଭିସ୍ମିତା ଶ୍ୟାମଳୀ ମିଶ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସର୍ବଭାରତୀୟ କମନ୍‌ ଲ’ ଆଡମିସନ୍‌ ଟେଷ୍ଟ(କ୍ଳାଟ୍‌) ପରୀକ୍ଷାରେ ବଲାଙ୍ଗିରର ଛାତ୍ରୀ ଅଭିସ୍ମିତା ଶ୍ୟାମଳୀ ମିଶ୍ର କୃତୀତ୍ୱ ଅର୍ଜନ କରି ଜିଲ୍ଲା ପାଇଁ ଗୌରବ ଆଣି ଦେଇଛନ୍ତି । ଜାତୀୟ ଆଇନ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ସର୍ବଭାରତୀୟ କ୍ଳାଟ୍‌
Read More...

୧୩୪ କେଜି ଗଂଜେଇ ଜବତ୍‌ : ୬ ଗିରଫ

ଗଜାଂମ : ଥମୁନି ଗଂଜେଇ ବେପାର, ଦିନକୁ ଦିନ ବଢିବାରେ ଲାଗିଛି । ବର୍ତ୍ତମାନ ଏହି ବେପାରର ଚେର ରାଜ୍ୟ ବାହାରକୁ ବି ଲମ୍ବିବାକୁ ଲାଗିଲାଣି । ଗଜାଂମ ଜିଲ୍ଲା ଆସିକା ଥାନା ଅଧିକାରୀଙ୍କ ସହିତ ଗତ କାଲି ପୂର୍ବାହ୍ନରେ ପେଟ୍ରୋଲିଂ କରୁଥିବା ସମୟରେ କୋ÷ଣସି ସୂତ୍ରରୁ ଖବର ପାଇ ନିକଟସ୍ଥ ଆସିକା
Read More...