Yearly Archives

2020

ବଲାଙ୍ଗିର ଜିଲ୍ଲାରେ ଆଜି ୭୧ ଆକ୍ରାନ୍ତ : ବଲାଙ୍ଗିର ଓ ଟିଟିଲାଗଡ଼ ପୌରାଂଚଳରେ ଯଥାକ୍ରମେ ୧୮ ଓ ୩

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୭୧ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ବଲାଙ୍ଗିର ଓ ଟିଟିଲାଗଡ଼ ପୌରାଂଚଳରେ ଯଥାକ୍ରମେ ୧୮ ଓ ୩ ଜଣ ସଂକ୍ରମିତ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳର ୱାର୍ଡ ନଂ.୨ରୁ ୧, ୪ରୁ ୧, ୫ରୁ
Read More...

ଷ୍ଟେଟବ୍ୟାଙ୍କ ଆରସେଟି ଆନୁକୁଲ୍ୟରେ ଛେଳି ପାଳନ ତାଲିମ ଉଦ୍‌ଘାଟିତ

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ବଳାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କନ୍ଧକେଲଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିରାଟକାନି ଠାରେ ଦଶ ଦିନିଆ ଛେଳି ପାଳନ ତାଲିମ ଉଦ୍‌ଘାଟିତ ହୋଇଯାଇଛି । ଉକ୍ତ କାର୍ୟ୍ୟକ୍ରମରେ କନ୍ଧକେଲଗାଁ ୟୁଜିବି ଶାଖା ପ୍ରବନ୍ଧକ ମଧୁସୂଦନ ଦାସ ଆସି ତାଲିମାର୍ଥୀ
Read More...

କେବେ ବି ଖାଲି ପେଟରେ ସେବନ କରନ୍ତୁ ନାହିଁ ଏସବୁ ଜିନିଷ : ସେବନ କଲେ ଦିନ ସାରା ହେବେ ହଇରାଣ

ଯଦି ଆପଣଙ୍କୁ ସକାଳୁ ସକାଳୁ ହେଲ୍‌ଦି ଖାଦ୍ୟ ମିଳିଯାଏ, ତେବେ ଆପଣ ଦିନ ସାରା ସବଳ ରହିବା ସହ ବିଭିନ୍ନ ପ୍ରକାର ରୋଗଠାରୁ ମଧ୍ୟ ଦୂରେଇ ରହିବେ । ଏଥିପାଇଁ ସକାଳ ଜଳଖିଆରେ ଏମିତି ଜିନିଷ ଆମେ ସେବନ କରିବା, ଯେଉଁଥିରେ ପ୍ରୋଟିନ୍‌, ଭିଟାମିନ୍ସ ଏବଂ ମିନେରାଲ୍‌ ରହିଥିବ । ମାତ୍ର କେବେ କେବେ
Read More...

କୋଭିଡ-୧୯ ଚିକିତ୍ସାରେ ପ୍ରଭାବୀ ନୁହେଁ ହାଇଡ୍ରାକ୍ସିକ୍ଲୋରୋକୁଇନ୍‌ ଏବଂ ରେମ୍‌ଡେ଼ସିବିର୍‌ : ବିଶ୍ୱ ସ୍ୱାସ୍ଥ୍ୟ…

ନୂଆଦିଲ୍ଲୀ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ରେମ୍‌ଡେ଼ସିବିର୍‌ ଓ ହାଇଡ୍ରାକ୍ସିକ୍ଲୋରୋକୁଇନ୍‌(ଏଚ୍‌ସିକ୍ୟୁ) ସହ ଚାରୋଟି ଔଷଧକୁ କରୋନା ଭାଇରସ୍‌ ସଂକ୍ରମିତ ରୋଗୀଙ୍କ ଚିକିତ୍ସାରେ ଖୁବ୍‌ କମ୍‌ ପ୍ରଭାବୀ ବୋଲି କୁହାଯାଇଛି । ଏ ସଂପର୍କରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ବିସ୍ତୃତ
Read More...

ବଲାଙ୍ଗିର ସମଲେଇ ପୀଠରେ ନବରାତ୍ର ପୂଜା ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସମଲେଇ ପୀଠରେ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୋଇଛି । ନବରାତ୍ର ପୂଜା ଆରମ୍ଭ ହୋଇଥିବାରୁ ଭକ୍ତଙ୍କ ମାନସିକ ଦୀପ ପ୍ରଜ୍ଵଳନ ମଧ୍ୟ ଆରମ୍ଭ ହୋଇଛି । ଭୋର ସମୟରୁ ମନ୍ଦିର ଖୋଲି ସମସ୍ତ ଯଥା ବିଧି ପୂଜାର୍ଚ୍ଚନା ଶେଷ ହୋଇଥିବା ମନ୍ଦିର ପକ୍ଷରୁ
Read More...

ଟ୍ରକ ଦୁର୍ଘଟଣା ଗ୍ରସ୍ତ : ଅଳ୍ପକେ ବର୍ତ୍ତିଲେ ଚାଳକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ବୁଡାମାଲ ଗାଁ ଛକରେ ଏକ ମାଲ ବୋଝେଇ ଟ୍ରକ ଗାଡି ନମ୍ବର ଏ୦୪ଓ-୨୬୪୯ ଦୁର୍ଘଟଣା ଗ୍ରସ୍ତ ହୋଇଛି । ରାୟପୁରରୁ ବଲାଙ୍ଗିର ଅଭିମୁଖେ ଏକ ପ୍ଲାଏବୋର୍ଡ ବୋଝେଇ ଟ୍ରକ ଯାଉଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡ଼ିଛି । କୌଣସି କାରଣରୁ ଆଜି
Read More...

ନିଖୋଜ ଦୁଇ ଭଉଣୀଙ୍କ ମୃତ ଦେହ ତେଲ ନଦୀର ପୃଥକ୍‌ ପୃଥକ୍‌ ସ୍ଥାନରୁ ହେଲା ଉଦ୍ଧାର : ଦୁର୍ଘଟଣାଜନିତ ମୃତ୍ୟୁ ନା…

ତୁଷୁରା, (ଅଜିତ କୁମାର ସାହୁ) : ତୁଷୁରା ଅଂଚଳର ବହୁ ଚର୍ଚିତ ଅନମୋଲ ଅଗ୍ରୱାଲ ଏବଂ ଆଂଚଲ ଅଗ୍ରୱାଲଙ୍କ ନିଖୋଜ ଘଟଣାର ଆଜି ଏକ ପ୍ରକାର ପୁର୍ନଛେଦ ପଡିଛି । ଦୁଇ ଭଉଣୀଙ୍କ ମୃତ ଦେହ ତେଲ ନଦୀର ଭିନ୍ନ ଭିନ୍ନ ପଠାରୁ ଉଦ୍ଧାର କରିଛି ପୋଲିସ ସହ ଓ଼ଡ୍ରାପ ଟିମ । ଗତ ୧୫ ତାରିଖରୁ
Read More...

ଅସହାୟ ବୁଢୀ ମା’କୁ ସହଯୋଗ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଗାନ୍ଧୀଛକ ନିକଟସ୍ଥ କନ୍ହେୟା ହୋଟେଲ ପାଖରେ ଦୁଇ ଦିନ ହେବ ପଦ୍ମପୁର ବ୍ଲକ ଅନ୍ତର୍ଗତ ଦହିଗାଁ ପଞ୍ଚାୟତର ବ୍ରାହ୍ମଣଡିହି ଗ୍ରାମର ଏକ ବୁଢୀ ମା'କୁ ଅସହାୟ ଅବସ୍ଥାରେ ଥିବା ଖବର ପାଇ ସମାଜସେବୀ କବି ମହାରଣା, ସ୍ୱାଧୀନ ପାତ୍ର ଏବଂ ଦୁର୍ଗା ପ୍ରସାଦ ବାରିକ
Read More...

କରୋନା ଭେକ୍‌ସିନ୍‌ : ୩୦ କୋଟି ଭାରତୀୟଙ୍କୁ ପ୍ରଥମେ ଲାଗିବ ଟୀକା, ସରକାର ଆରମ୍ଭ କଲେ ତାଲିକା ପ୍ରସ୍ତୁତି

ନୂଆଦିଲ୍ଲୀ : ଭାରତ କରୋନା ଭାଇରସ୍‌ ଟୀକାକରଣ ଅଭିଯାନର ପ୍ରସ୍ତୁତି ଆରମ୍ଭ କରିଦେଇଛି । ପ୍ରାଥମିକତା ଆଧାରରେ ଭେକ୍‌ସିନ୍‌ ପାଇବାକୁ ଥିବା ୩୦ କୋଟି ଲୋକ କେଉଁମାନେ ହେବେ, ଏହାର ତାଲିକା ପ୍ରସ୍ତୁତ କରାଯାଉଛି । ଏଥିରେ ବେଶୀ ସଂକ୍ରମିତ ଜନସମୂହଙ୍କ ବ୍ୟତୀତ ଫ୍ରଣ୍ଟ ଲାଇନ କର୍ମୀ ଯଥା-
Read More...

ଇରାନୀ ଜେନେରାଲ୍‌ଙ୍କ ଆମେରିକାକୁ ଧମକ୍‌ : କସିମ୍‌ ସୁଲେମାନୀଙ୍କ ହତ୍ୟାର ପ୍ରତିଶୋଧ ଖୁବ୍‌ ଶୀଘ୍ର ନିଆଯିବ

ତେହେରାନ୍‌ : ଅଜର୍‌ବଇଜାନ୍‌ ଓ ଅର୍ମିନିଆ ମଧ୍ୟରେ ଘନଘୋର୍‌ ଯୁଦ୍ଧ ଚାଲିଛି । ମୃତାହତ ସଂଖ୍ୟା ବି ବଢ଼ିବାରେ ଲାଗିଛି । ଅନ୍ୟପଟେ ଇରାନ ଓ ଆମେରିକା ମଧ୍ୟରେ ଉତ୍ତେଜନା କମିବାର ନାଁ ନେଉନି । ବଢ଼ି ବଢ଼ି ଚାଲିଛି । ଏବେ ଇରାନ୍‌ର ଇସ୍‌ଲାମିକ୍‌ ରିଭୋଲ୍ୟୁସ୍‌ନାରୀ ଗାଡର଼୍ କାର୍ପ୍ସ କୁଏତ୍‌
Read More...