Yearly Archives

2020

ପୂଜା ପାର୍ବଣ ଶାନ୍ତି ଶୃଙ୍ଖଳାର ସହ ପାଳନ ନେଇ ପ୍ରଶାସନିକ ବୈଠକ

କଂଟାବାଂଜି, (ମନିଶ କୁମାର ହଂସ) : ଟିଟିଲାଗଡ ସବ୍‌ ଡିଭିଜନ ଅଧୀନରେ କରୋନା ମହାମାରୀ ସଂକ୍ରମଣ ସମୟରେ ଚଳିତ ଦୁର୍ଗା ପୂଜା, କାଳି ପୂଜା, ଗଜଲକ୍ଷ୍ମୀ ପୂଜା ସହ ଅନ୍ୟାନ୍ୟ ପୂଜା ପାର୍ବଣ ଶାନ୍ତି ଶୃୃଙ୍ଖଳାର ସହ ପାଳନ କରିବା ସହିତ କରୋନା ସଂକ୍ରମଣର ନିୟମ ବଜାୟ ରଖିବା ପାଇଁ ଉପଜିଲ୍ଲାପାଳ,
Read More...

ସୁନା ଦୋକାନୀଙ୍କୁ ଆକ୍ରମଣ ମାମଲାରେ ୧୧ ଅଭିଯୁକ୍ତ ଗରିଫ

ଯାଜପୁର : ସୁନା ଦୋକାନୀଙ୍କୁ ଆକ୍ରମଣ ସହ ଲୁଟ ଘଟଣାରେ ୧୧ଜଣଙ୍କ ନାରେ ପୁଲିସ ମାମାଲା ରୁଜୁ କରିଛି ବୋଲି ଖବର ମିଳିଛି । ସୂଚନା ଅନୁସାରେ ଯାଜପୁର ଜିଲ୍ଲା ଧର୍ମଶାଲା ଥାନା ଅର୍ନ୍ତଗତ ବ୍ରହ୍ମବରଦା ଗାଁର ସୁନା ଦେକାନୀ ଗତ ୬ ତାରିଖରେ ଦୋକାନ ବନ୍ଦକରି ସୁନା, ରୂପା ଗହଣା ନେଇ ଘରକୁ ଯାଉଥିବା
Read More...

ପୂର୍ବତନ ସରପଞ୍ଚ ଗଜରାଜ ସିଂ ପୁଟାଙ୍କ ପିତୃ ବିୟୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ବରତୁଣ୍ତା ଗ୍ରାମ ପଞ୍ଚାୟତ ପୂର୍ବତନ ସରପଞ୍ଚ ତଥା ଜ୍ୟୋତିଷ, ଗବେଷକ ଗଜରାଜ ସିଂ ପୁଟାଙ୍କ ପିତା ମଧୁସୂଦନ ପୁଟାଙ୍କ ଖପୁରୀଡିହି ଗ୍ରାମ ବାସଭବନରେ ଆଜି ସକାଳେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତା‌ଙ୍କୁ ୧୦୯ ବର୍ଷ ହେଉଥିଲା । ତାଙ୍କର
Read More...

ଯୁଦ୍ଧକାଳୀନ ଭିତ୍ତିରେ ମଶାରୀ ବଣ୍ଟନ କାର୍ଯ୍ୟକ୍ରମ ଆଗେଇ ଚାଲିଛି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ସ୍ଥିତ ଏକ ମାତ୍ର ବୁକୁରାମୁଣ୍ଡା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ନିଘଂଚ ପାହାଡ ପର୍ବତ ଘେରା ଅଞ୍ଚଳରେ ଅବସ୍ଥିତ । ଏ ଅଞ୍ଚଳରେ ମୁଖ୍ୟତଃ ମେଲେରିଆ ଜ୍ୱର ପ୍ରାୟତଃ ଲାଗି ରହିଥାଏ । ଓଡିଶା ମାନଚିତ୍ରରେ ଅନ୍ୟ କେଇ ଜିଲ୍ଲା ଭଳି ବରଗଡ ଜିଲ୍ଲାର
Read More...

ରୁଗୁଡିପଡା ନବରାତ୍ର ଦୁର୍ଗା ପୂଜା ପାଇଁ କଳସ ଶୋଭାଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ନବରାତ୍ର ଦୁର୍ଗାପୂଜା ପାଇଁ ଶନିବାର ଭୋର ସକାଳ ୪ଟାରେ ରୁଗୁଡିପଡା ମଣ୍ଡପ ଠାରୁ ପୂଜା କମିଟି କର୍ମକର୍ତ୍ତା ଓ ସଦସ୍ୟମାନେ ଏକ ଶୋଭାଯାତ୍ରାରେ ସ୍ଥାନୀୟ ମହାରାଣୀ ସାଗର ଠାରେ ପୂଜାଅର୍ଚ୍ଚାନା ପରେ ପୂର୍ଣ୍ଣ କଳସ ଦୁର୍ଗା ମଣ୍ଡପକୁ ଅଣିଥିଲେ । ପୂଜା
Read More...

ସ୍ୱର୍ଗତ ପ୍ରେମରାମ ଦୁବେଙ୍କ ଜନ୍ମ ତିଥିରେ ‘କୋସଲ ଏକତା ଦିବସ’ ପାଳନ କରିବ କୋସଲ ରାଜ୍ୟ ସମନ୍ୱୟ ସମିତି

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋସଲ ଆନ୍ଦୋଳନର ଅନ୍ୟତମ ପ୍ରବକ୍ତା ତଥା ସମ୍ବଲପୁରର ବିଶିଷ୍ଟ ଆଇନଜୀବୀ ସ୍ୱର୍ଗତ ପ୍ରେମରାମ ଦୁବେଙ୍କ ଜନ୍ମତିଥି ଉପଲକ୍ଷେ ଆଗାମୀ ଅକ୍ଟୋବର ୨୨ ତାରିଖ ଦିନ କୋସଲ ରାଜ୍ୟ ସମନ୍ୱୟ ସମିତି ତରଫରୁ “କୋସଲ ଏକତା ଦିବସ” ପାଳନ କରିବାକୁ ନିଷ୍ପତ୍ତିତ୍ତିଗ୍ରହଣ
Read More...

ମା’ ଓ ଶିଶୁ ମାନଙ୍କ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ଏହାର କମ୍ପ୍ୟୁଟରୀକୃତ ସଂରଚନାରେ କ୍ୟୁଆର୍‌…

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟରେ ମା’ ଓ ଶିଶୁ ମାନଙ୍କ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ଏହାର କମ୍ପ୍ୟୁଟରୀକୃତ ସଂରଚନାରେ କ୍ୟୁଆର୍‌ କୋଡ୍‌ର ପ୍ରଚଳନ ଆରମ୍ଭ ହୋଇଛି । ଜାତୀୟ ସ୍ୱାସ୍ଥ୍ୟ ମିଶନ ସଭା ଗୃହ ଠାରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଏହି
Read More...

ମହାରାଜ ଶ୍ରୀ ଶ୍ରୀ ଅଗ୍ରସେନଙ୍କ ଜୟନ୍ତୀ ପାଳନ

ବରଗଡ଼, (ନିରୋଜ କୁମାର ପାଣୀ) : ସମାଜବାଦର ପ୍ରବର୍ତ୍ତକ, ମହାପୁରୁଷ ଏବଂ ରାମରାଜ୍ୟର ସମର୍ଥକ ମହାରାଜ ଶ୍ରୀ ଶ୍ରୀ ଅଗ୍ରସେନଙ୍କ ଜୟନ୍ତୀ ଆଜି ବରଗଡ଼ରେ ନିଆରା ଢଙ୍ଗରେ ପାଳନ କରାଯାଇଛି । ପ୍ରତ୍ୟେକ ବର୍ଷ ବହୁତ ଧୁମଧାମରେ ପାଳନ କରାଯାଉଥିବା ଅଗ୍ରସେନ ଜୟନ୍ତୀ ଏବର୍ଷ କୋଭିଡ୍ କଟକଣା ଯୋଗୁଁ
Read More...

କରୋନାରୁ ଆରୋଗ୍ୟ ଲାଭ କରି ଆଉ ତିନିଜଣ ଭୀମ୍‌ସାର୍‌, ବୁର୍ଲାରେ ପ୍ଲାଜ୍‌ମା ଦାନ କଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ତାଲପାଲିପଡ଼ା ନିବାସୀ ସୁଶ୍ରୀ ଶୀତଳ ସୁନାଙ୍କ ସହିତ ତାଙ୍କ ଭାଇ ଅନୀଲ ସୁନା ଓ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କନିଷ୍ଠ ରାଜସ୍ୱ ସହାୟକ ସୁବ୍ରତ କୁମାର ତରାଇ ସ୍ୱେଚ୍ଛାକୃତ ଭାବେ ୧୭ ତାରିଖ ଦିନ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ
Read More...

ଅଜଣା ରୋଗ ପୋକରେ ଧାନ ଫସଲ ନଷ୍ଟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ଝାରବନ୍ଦ ବ୍ଲକ ଗୋଠୋଗୁଡା ଗ୍ରାମ ପଞ୍ଚାୟତ ସଲଡିହ ଗ୍ରାମର ୩ ଏକର ଧାନ ଫସଲ ନଷ୍ଟ ହୋଇ ଯାଇଛି । ଚଳିତ ବର୍ଷ ଖରିଫ ଋତୁରେ ଭଲ ବର୍ଷା ହେତୁ ଚାଷୀ ପାଇଁ ପାଗ ଅନୁକୂଳ ହେଲେ ମଧ୍ୟ ଅଜଣା ରୋଗ ପୋକରେ ସଲଡିହ ଗ୍ରାମର ନିର୍ମଳ ମେହେରଙ୍କ ୩
Read More...