Yearly Archives

2020

ବରିଷ୍ଠ ଆଇନଜୀବୀ ଗୌରୀଶ୍ୟାମ ପଣ୍ଡା ହେଲେ କଂଗ୍ରେସର ସୁବର୍ଣ୍ଣପୁର ଜିଲ୍ଲା ସଭାପତି

ସୁବର୍ଣ୍ଣପୁର ( ପ୍ରଭୁଦତ୍ତ ରଥ ) : ଆଜି ରାଜ୍ୟ କଂଗ୍ରେସର ୩୩ ଟି ସାଙ୍ଗଠାନିକ ଜିଲ୍ଲା ଲାଗି ସଭାପତି ନିଯୁକ୍ତି ତାଲିକା ପ୍ରକାଶ ପାଇଛି । ସୁବର୍ଣ୍ଣପୁର ଜିଲ୍ଲାରେ ବରିଷ୍ଠ ଆଇନଜୀବୀ ଗୌରୀଶ୍ୟାମ ପଣ୍ଡାଙ୍କ ଉପରେ ଦଳ ବିଶ୍ୱାସ ରଖି ତାଙ୍କୁ ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲା ସଭାପତି ରୂପେ
Read More...

ନୂତନ କୃଷି ଅଧ୍ୟାଦେଶ କୃଷି ଓ କୃଷକଙ୍କ ପାଇଁ ମୃତ୍ୟୁ ଘଂଟି : ଲିଙ୍ଗରାଜ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସ୍ଥିତ ସବରୀ ନାରାୟଣ ଧର୍ମଶାଳା ଠାରେ ଅନୁଷ୍ଠିତ ବୈଠକରେ ଆଜି ଜିଲ୍ଲାର ସମସ୍ତ ବ୍ଲକ, ମ୍ୟୁନସିପାଲଟି ଓ ଏନଏସିରୁ ଆସିଥିବା କୃଷକ ସଂଗଠନର ପ୍ରତିନିଧିମାନଙ୍କୁ ନେଇ ଏକ ଜିଲ୍ଲାସ୍ତରୀୟ କୃଷକ ସଂଗଠନ ଗଠିତ ହୋଇଯାଇଛି । ଏହି ସଭାରେ ପଶ୍ଚିମ ଓଡିଶା
Read More...

ପୋଲିସ ଦ୍ୱାରା ୭ ଚୋରି ବାଇକ୍‌ ଉଦ୍ଧାର : ୩ଜଣ ଗିରଫ

କଂଟାବାଂଜି, (ମନିଶ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି, ତୁରେକେଲା, ମୁରିବାହାଲ ଓ ବେଲପଡା ଥାନା ଅଂଚଳରେ ରୀତିମତ ବାଇକ୍‌ ଚୋରି ହେଉଥିବା ବେଳେ ଆଜି କଂଟାବାଂଜି ପୋଲିସ ୭ଟି ଚୋରି ବାଇକ୍‌ ଜବତ୍‌ କରିବା ସହ ୩ ଜଣଙ୍କୁ ଗିରଫ କରିଛି । ଆଜି ସଂଧ୍ୟା ୭ଟାରେ ଥାନା ପରିସରରେ ଏକ
Read More...

ବଲାଙ୍ଗିର ଜିଲ୍ଲା ଯାଦବ ମହାସଭାରେ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଠିକାଦାରପଡା ସ୍ଥିତ ଜିଲ୍ଲା ଯାଦବ ଭବନ ପରିସରରେ ଏମବିବିଏସ, ମାଟ୍ରିକ, ବିଭିନ୍ନ ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିବା ତଥା ସଫଳ ହୋଇଥିବା ଛାତ୍ରଛାତ୍ରୀ, ଯୁବକଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଆଜି ସମ୍ବର୍ଦ୍ଧିତ ହୋଇଛନ୍ତି ଆସ୍ଥା ପରୁଆ, ସାଗରିକା
Read More...

ପଦ୍ମପୁର ରାଜ ଉଆସରେ ଦୁର୍ଗା ପୂଜା ପ୍ରସ୍ତୁତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦିନ କେତେଟା ପରେ ଧରା ପୃଷ୍ଠରେ ଅବତରଣ ହେବେ ଜଗତ ଜନନୀ ମା' ଦୁର୍ଗା । ଏ ନେଇ ଚଳ ଚଂଚଳ ଗାଁ ଠାରୁ ସହର । କୋଭିଡ କଟକଣା ଯୋଗୁଁ ପୂଜା ମଣ୍ଡପକୁ ଭକ୍ତଙ୍କୁ ବାରଣ ଥିଲେ ବି ନିୟମାନୁଯାୟୀ ପୂଜା ପାଇଁ ଆରମ୍ଭ ହୋଇ ସାରିଛି ପ୍ରସ୍ତୁତି । ପଦ୍ମପୁରରେ ରାଜ
Read More...

ପିକ୍‌ଅପ୍‌ ଭେନ୍‌ ଓ ବାଇକ୍‌ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ସୁକାନ୍ତି କଲେଜ ଛକ ନିକଟରେ ପିକଅପ ଭେନ ଓ ବାଇକ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତ ମହିଳା ଜଣକ ହେଲେ ସେଲେଡି ଗାଁର ୩୫ ବର୍ଷୀୟ ଲକ୍ଷ୍ମୀ ସେଠୀ
Read More...

ମା’ ଦୁର୍ଗାଙ୍କ ମୂର୍ତ୍ତି ତିଆରିରେ ନିମଗ୍ନ ମୂର୍ତ୍ତି କାରିଗର ପ୍ରେମା

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ଦଶହରାରେ ମା'ଙ୍କ ଅଭିର୍ଭାବକୁ ସମସ୍ତେ ଅପେକ୍ଷା କରିଛନ୍ତି ଏବଂ ମା'ଙ୍କ ଆଶିର୍ବାଦକୁ ଚାହିଁଛନ୍ତି । ସେଥି ମଧ୍ୟରେ ମୂର୍ତ୍ତି କାରିଗର ମଧ୍ୟ ମା'ଙ୍କ ମୂର୍ତ୍ତି ତିଆରିରେ ନିମଗ୍ନ ଏବଂ କିପରି ସୁନ୍ଦର ଓ ମନଲାଖୀ ହେବ ସେଥିପାଇଁ ପ୍ରାଣପଣେ ଚେଷ୍ଟା
Read More...

ଲୋଇସିଂହା ବିଜେଡି ଜନସଚେତନତା ଅଭିଯାନ କାର୍ଯ୍ୟକ୍ରମରେ କଳିକେଶ

ଲୋଇସିଂହା, (ଦେବାଶିଷ ମିଶ୍ର) : ଆଜି ଅପରାହ୍ନରେ ଲୋଇସିଂହା ବିଜେଡି ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ବଲାଙ୍ଗିର ପୁର୍ବତନ ସାସଂଦ ତଥା ରାଜ୍ୟ ବରିଷ୍ଠ ସାଧାରଣ ସମ୍ପାଦକ କଳିକେଶ ନାରାୟଣ ସିଂହଦେଓଙ୍କ ଉପସ୍ଥିତିରେ ଲୋଇସିଂହା ଗ୍ରାମ ପଞ୍ଚାୟତରେ
Read More...

ଦିଲୀପ ବେହେରା ପୁଣି କଂଗ୍ରେସ ଜିଲ୍ଲା ସଭାପତି ଭାବେ ମନୋନୀତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ରାଜ୍ୟ କଂଗ୍ରେସର ୩୩ଟି ସାଙ୍ଗଠାନିକ ଜିଲ୍ଲା ଲାଗି ସଭାପତି ନିଯୁକ୍ତି ତାଲିକା ପ୍ରକାଶ ପାଇଛି । ବଲାଙ୍ଗିର ଜିଲ୍ଲାରେ ଦିଲୀପ ବେହେରାଙ୍କ ଉପରେ ଦଳ ପୁର୍ଣ ବିଶ୍ୱାସ ରଖିଥିବା ବେଳେ ତାଙ୍କୁ ପୁଣି ଥରେ ବଲାଙ୍ଗିର ଜିଲ୍ଲାର ଜିଲ୍ଲା ସଭାପତି ରୂପେ
Read More...

ନେତାଜୀଙ୍କ ପାଇଁ ରାଷ୍ଟ୍ରୀୟ ଶୋକ ପାଳନ ସମ୍ପର୍କରେ ତଥ୍ୟ ଦେବ ଗୃହ ବିଭାଗ : ସୂଚନା ଅଧିକାର କର୍ମୀ ହେମନ୍ତ କୁମାର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତୀୟ ମୁକ୍ତି ସଂଗ୍ରାମର ଅଗ୍ରଣୀ ଯୋଦ୍ଧା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଦ୍ଧାନ ହେବା ଘଟଣାକୁ ୭୫ ବର୍ଷ ବିତିଯାଇଥିଲେ ମଧ୍ୟ ଅଜି ବି ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ସେ ଅମର ହୋଇ ରହିଛନ୍ତି । ନେତାଜୀଙ୍କ ନିଖୋଜକୁ ନେଇ ବିଭିନ୍ନ ସମୟରେ ଭାରତ ସରକାର
Read More...