Yearly Archives

2020

ନିଟ୍‌ରେ ବଲାଙ୍ଗିରର ସ୍ମରଣୀକାଙ୍କ ସଫଳତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଟିକ୍ରାପଡାର ଝିଅ ସ୍ମରଣୀକା ସାହୁ(ଚିନୁ) ଚଳିତ ଡାକ୍ତରୀ ପ୍ରବେଶିକା ପରୀକ୍ଷାରେ ସଫଳତା ହାସଲ କରି ଅଂଚଳ ତଥା ସମାଜକୁ ଗୌରବାନ୍ୱିତ କରିଛନ୍ତି । ସ୍ମରଣୀକା ସର୍ବଭାରତୀୟ ସ୍ତରରେ ନିଟ୍‌ ୨୦୨୦ରେ ମୋଟ ୬୦୪ ନମ୍ବର ରଖି ସର୍ବ ଭାରତୀୟ
Read More...

ଶ୍ରୀଜଗନ୍ନାଥ କଳା ପରିଷଦ ୮୪ ଘର ଅଘରିଆ ସମାଜର ବାର୍ଷିକ ଅଧିବେଶନ ଓ ନୂତନ କର୍ମକର୍ତ୍ତା ଚୟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଅପରାହ୍ନ ୨ଟା ସମୟରେ କନ୍ଧପାଲି ସ୍ଥିତ ଅଘରିଆ ଭବନଠାରେ ଶ୍ରୀଜଗନ୍ନାଥ କଳା ପରିଷଦର ବାର୍ଷିକ ଅଧିବେଶନ ୮୪ ଘର ଅଘରିଆ ସମାଜ ସଭାପତି ହରିଶଙ୍କର ସାଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କଳା ପରିଷଦର ସଭାପତି ଭକ୍ତ ନାଏକ ସ୍ୱାଗତ ଅଭିଭାଷଣ ପ୍ରଦାନ
Read More...

ଦଶହରା ପୂଜାରେ ପାରମ୍ପରିକ ବାଦ୍ୟ ପରିବେଷଣ ଉପରେ ବାରଣର ସରକାରୀ ନିର୍ଦ୍ଦେଶକୁ ନେଇ ସମ୍ବଲପୁର ବିଜେପି.ର ବିରୋଧ

ସମ୍ବଲପୁର, (ଦାମୋଦର ପ‌ଣ୍ଡା) : ଆରମ୍ଭ ହେଲା ପବିତ୍ର ଶାରଦୀୟ ନବରାତ୍ରୀ ପୂଜା । ସମସ୍ତ ଦେବୀ ମନ୍ଦିର ମାନଙ୍କରେ ନବରାତ୍ର ରେ ମା' ପୂଜା ପାଇବେ ନଅଟି ରୂପରେ ଭିନ୍ନ ଭିନ୍ନ ଦିନ । ଆଶ୍ଵିନ ସପ୍ତମୀ ଠୁ ଆରମ୍ଭ ହେବ ବିଭିନ୍ନ ପୂଜା ମଣ୍ଡପରେ ଶକ୍ତି ପୂଜା । ଚଳିତ ବର୍ଷ ବିଶ୍ୱ ମହାମାରୀ
Read More...

ଖଣ୍ଡହଥାରେ ୨୦୧ ୟୁନିଟ୍ ରକ୍ତ ସଂଗ୍ରହ

ବରଗଡ଼, (ନିରୋଜ କୁମାର ପାଣୀ) : କରୋନା ମହାମାରୀ ସମୟରେ ରକ୍ତ ଅଭାବକୁ ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନରେ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଦେବେଶ ଆଚାର୍ୟଙ୍କ ତତ୍ବାବଧାନରେ ଓଡିଶା ମୋ ପରିବାର ଜୀବନ ବିନ୍ଦୁ ତରଫରୁ ଖଣ୍ଡହଥା ଗ୍ରାପ.ର ନୂଆଁଗଡ ଗ୍ରାମର ପ୍ରାଥମିକ
Read More...

ବଲାଙ୍ଗିର ଜିଲ୍ଲାରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୮୫୮ : ଆଜି ୭୧, ବଲାଙ୍ଗିର ପୌରାଂଚଳରୁ ୧୧

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୮୫୮ ରହିଥିବା ବେଳେ ୫୦୩୦ ଜଣ ସୁସ୍ଥ ହୋଇ ସାରିଛନ୍ତି । ଆଜି ନୂଆ ୭୧ ଜଣ ସଂକ୍ରମିତ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ତେବେ ବଲାଙ୍ଗିର ପୌରାଂଚଳରୁ ଆଜି ୧୧ ଜଣ ଆକ୍ରାନ୍ତ ହୋଇଛନ୍ତି ।
Read More...

‘କୋଶଳ ପ୍ରବାହ’ ନିଉଜ୍‌ ପ୍ରଭାବରେ ଦିବ୍ୟାଙ୍ଗ ଶିଶୁର ଚିକିତ୍ସା ବ୍ୟବସ୍ଥା ହେଲା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ଝାରବନ୍ଦ ବ୍ଲକ ଅନ୍ତର୍ଗତ କୁମୀର ଗ୍ରାମର ମହେଶ୍ୱର ମଲ୍ଲିକଙ୍କ ୩ ବର୍ଷର ପୁଅ ଜୟ କୁମାର ମଲ୍ଲିକ ଜଣେ ଜନ୍ମରୁ ଭିନ୍ନକ୍ଷମ ଶିଶୁ । ସେ ବିଛଣାରୁ ଉଠି ପାରୁନାହିଁ କି ବସି ପାରୁନାହିଁ । ତାର ଚିକିତ୍ସା ବ୍ୟବସ୍ଥା ପାଇଁ ଓ ଭତ୍ତା ପାଇଁ
Read More...

ନିଟ୍‌ ଟପ୍ପର ସୋଏବ ଆଫତାବଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ରାଉରକେଲା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଭାରତୀୟ ମେଡ଼ିକାଲ ପ୍ରବେଶିକ ପରୀକ୍ଷା (ନିଟ୍‌)ରେ ଟପ୍ପର ହୋଇଥିବା ରାଉରକେଲାର ଛାତ୍ର ସୋଏବ ଆଫତାବଙ୍କ ସହ ଫୋନରେ କଥା ହୋଇଛନ୍ତି । ସୋଏବଙ୍କ ସଫଳତା ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇ ତାଙ୍କର ଉଜ୍ୱଳ ଭବିଷ୍ୟତ ଓ ସଫଳ କ୍ୟାରିୟର କାମନା
Read More...

କାଲିଠୁ ପୁଣି ୫ ଦିନ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ପୂର୍ବ-ମଧ୍ୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଥିବା ବେଳେ ୨୦ ତାରିଖ ମଧ୍ୟରେ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଥିବା କୁହାଯାଇଛି । ଏହାର ପ୍ରଭାବରେ ରାଜ୍ୟରେ ଆଗାମୀ ୫ ଦିନ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା
Read More...

ପାଇକମାଲ ରାଜସ୍ୱ ନିରୀକ୍ଷକଙ୍କ ଅକାଳ ବିୟୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ରାଜସ୍ୱ ନିରୀକ୍ଷକ ଶଶିଭୂଷଣ ସାହୁ ଆଜି ହଠାତ୍ ଅସୁସ୍ଥ ହେବାରୁ ତାଙ୍କୁ ପଦ୍ମପୁର ଚିକିତ୍ସାଳୟକୁ ଆଣି ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୪୨ ବର୍ଷ ହୋଇଥିଲା । ତାଙ୍କର ଅକାଳ
Read More...

ଉଦ୍ଧାର ହେଲା ୫୦ କେଜିର କଇଁଛ : ୪ ଜଣ ଗିରଫ

ଚୌଦ୍ୱାର : ଚୌଦ୍ୱାରରୁ ୫୦ କେଜି ଓଜନର ଏକ କଇଁଛ ଉଦ୍ଧାର ହୋଇଛି । ବନବିଭାଗ ‌ଦ୍ୱାରା କଇଁଛ ଉଦ୍ଧାର ହୋଇଥିବା ବେଳେ ଏହି ଘଟଣାରେ ୪ ଜଣ‌ଙ୍କୁ ଗିରଫ କରିଛି ବନ ବିଭାଗ ବୋଲି କୁହାଯାଇଛି । ସୂଚନା ଅନୁସାରେ ଚୌଦ୍ୱାର ମ୍ୟୁନିସିପାଲିଟି ୱାର୍ଡ ନଂ.୫ର ବାସିନ୍ଦା ଦେହୁରୀସାହିର ମାୟାଧର
Read More...