Yearly Archives

2020

ଭାରତ ସୀମା ପାଖରେ ଚୀନ୍‌ର ମିସାଇଲ୍‌ ମାଡ଼ : ଥରିଲା ପାହାଡ଼

ପେଇଚିଂ : ଚୀନ୍‌ ସହ ପୂର୍ବ ଲଦ୍ଦାଖ ଅଂଚଳର ସୀମା ବିବାଦକୁ ନେଇ ଅନେକ ଥର କଥାବାର୍ତ୍ତା ପରେ ବି ଉତ୍ତେଜନା କମିବାର ନାଁ ନେଉନି । ଚୀନ୍‌ ସେନା ମାନସିକ ଚାପ ସୃଷ୍ଟି କରିବା ଚକ୍କର୍‌ରେ ଭାରତ ସୀମାକୁ ଲାଗି ଯୁଦ୍ଧାଭ୍ୟାସ ଜାରି ରଖି ମିସାଇଲ୍‌ ମାଡ଼ କରିଥିବା ବେଳେ ଥରି ଉଠିଛି ପାହାଡ଼ ।
Read More...

ନିଜ ଉଦ୍ୟମରେ ରାସ୍ତା ନିର୍ମାଣ କଲେ ବାରିକପାଲି ଗ୍ରାମବାସୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳରେ ଗମନାଗମନ ପାଇଁ କୋଟି କୋଟି ଟଙ୍କାର ବ୍ୟୟ କରୁଥିବା ଡିମ୍‌ଡିମ ପିଟୁଛନ୍ତି । ହେଲେ ଗ୍ରାମବାସୀଙ୍କୁ ମୌଳିକ ସୁବିଧା ଯୋଗାଇବା ପାଇଁ ରାଜ୍ୟ ସରକାର ପାଖରେ କାହିଁ କେତେ ଯୋଜନା ଥିଲେ ବି ତାହା ଉପାନ୍ତ ଅଞ୍ଚଳକୁ
Read More...

କୋଭିଡ୍‌ ଯୋଦ୍ଧା ଡ. ପ୍ରିୟାଶ୍ରୀଙ୍କୁ ଗାର୍ଡ ଅଫ୍‌ ଅନର୍‌

ରାଉରକେଲା, (କେପିଏନ୍‌ଏସ୍‌) : କୋଭିଡ୍‌ ଯୋଦ୍ଧା ଡ. ପ୍ରିୟାଶ୍ରୀଙ୍କୁ ରାଉରକେଲା ପ୍ରଶାସନ ପକ୍ଷରୁ ଗାର୍ଡ ଅଫ୍‌ ଅନର୍‌ ପ୍ରଦାନ କରାଯାଇଛି । କୋଭିଡ-୧୯ରେ ତାଙ୍କର ଅକାଳ ବିୟୋଗ ହୋଇଥିବା ବେଳେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନୀଲ
Read More...

ଆଜି ମା’ଙ୍କ ବ୍ରହ୍ମଚାରିଣୀ ବେଶ : ଜାଣନ୍ତୁ ମହାତ୍ମ୍ୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସହରର ସମଲେଇଶ୍ୱରୀ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର, ଦୁର୍ଗା ମନ୍ଦିର ଏବଂ ସହର ଅନେକ ଦେବୀ ପୀଠରେ ମା’ ବ୍ରହ୍ମଚାରିଣୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି । ଆସନ୍ତୁ ଜାଣିବା ମା’ଙ୍କର ଏହି ବେଶ ମହାତ୍ମ୍ୟ ବିଷୟରେ । ଦଧାନା
Read More...

ନଗର କଂଗ୍ରେସ ସଭାପତି ବୁଲୁ ଦାନୀଙ୍କ ମାତୃ ବିୟୋଗ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସକାଳୁ ନଗର କଂଗ୍ରେସ ସଭାପତି ବୁଲୁ ଦାନୀଙ୍କ ମାତୃ ବିୟୋଗ ଘଟିଛି । ମୃତ୍ୟୁ ସମୟରେ ମାତା ଲକ୍ଷ୍ମୀପ୍ରିୟାଙ୍କ ବୟସ ୭୫ ବର୍ଷ ହେଉଥିଲା । ଗତ କିଛି ସମୟ ହେଲା ତାଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାବେଳେ କିଛି ଦିନ ତଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି
Read More...

ବିଶ୍ୱର ସବୁଠୁ ଅଧିକ ଘାତକ ମିସାଇଲ୍‌ ତିଆରି କଲା ଚୀନ୍‌ : ଆଖି ପିଛୁଳାକେ ରଚିବ ଧ୍ୱଂସର ତାଣ୍ଡବ

ବେଜିଂ : ସୁପର୍‌ପାୱାର୍‌ ଦୌଡ଼ରେ ଆମେରିକାକୁ ପଛରେ ପକାଇବା ପାଇଁ ସବୁବେଳେ ପ୍ରସ୍ତୁତି ଜାରି ରଖିଛି ଚୀନ୍‌ । ଚୀନ୍‌ର ଏୟାର୍‌କ୍ରାଫ୍ଟ କେରିଅର୍‌ରେ ମୁତୟନ ବିମାନ ଏଚ୍‌-୬ଏନ୍‌ ସବୁଠୁ ଅଧିକ ଘାତକ ମିସାଇଲ୍‌ ବାହକ ବୋଲି ରକ୍ଷା ବିଶେଷଜ୍ଞମାନେ ମତ ଦେଇଛନ୍ତି । ଏଚ୍‌-୬ଏନ୍‌ ଫାଇଟର୍‌
Read More...

ଆଗଲପୁର ପ୍ରାଥମିକ କୃଷି ସେବା ସମବାୟ ସମିତିର ପୂର୍ବତନ ସଭାପତିଙ୍କ ପରଲୋକ

ଆଗଲପୁର, (ଦେବାଶିଷ ପଧାନ) : ବଲାଙ୍ଗିର ଜିଲ୍ଲା ଆଗଲପୁର ପ୍ରାଥମିକ କୃଷି ସେବା ସମବାୟ ସମିତିର ପୂର୍ବତନ ସଭାପତି ଗୋପାଳଚନ୍ଦ୍ର ତ୍ରିପାଠୀଙ୍କ ପରଲୋକ ହୋଇଯାଇଛି । ସେ ପୂର୍ବତନ ସାଂସଦ ବାଳଗୋପାଳ ମିଶ୍ର ଅତି ଘନିଷ୍ଠ ସହଯୋଗୀ ଭାବରେ ରାଜନୀତିରେ ସକ୍ରିୟ ଅଂଶଗ୍ରହଣ କରୁଥିଲେ । ଅନେକ ଦିନ
Read More...

ରାଜ୍ୟରେ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା : ଗତ ୨୪ ଘଂଟାରେ ଓଡ଼ିଶାରେ ୨୦୧୯ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଂଟାରେ ଓଡ଼ିଶାରେ ୨୦୧୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୧୧୬୮ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

ନଈକୁ ଡେଇଁ ଦୁଇ ଭଉଣୀଙ୍କ ଆତ୍ମହତ୍ୟା ଘଟଣା : ଦେଖୁ ଦେଖୁ ଲିଭିଗଲା ସମ୍ଭାବନାମୟ ଦୁଇଟି ଜୀବନ ଦୀପ : ଝୁରୁଛି ସାନ…

ତୁଷୁରା, (କେପିଏନ୍‌ଏସ୍‌) : ସ୍ଥାନୀୟ ତେଲନଦୀ ବ୍ରିଜ୍‌ ଉପରୁ ଡେଇଁ ଦୁଇ ଭଉଣୀ ଅନ୍‌ମୋଲ ଓ ଆଂଚଲ ଆତ୍ମହତ୍ୟା କରିବାର ତୃତୀୟ ଦିନରେ ଶବ ମିଳିଥିବା ବେଳେ ଆଇନଗତ କାମ ଉତାରୁ ଗୁଡ଼ଭେଲାରେ ପହଂଚିଥିଲା ଦୁଇ ଶବ । କରୁଣ କାନ୍ଦଣାରେ ଫାଟି ପଡ଼ିଲା ଗୁଡ଼ଭେଲା ମାଟି । ଦୁଇ ଭଉଣୀ ଗୋଟିଏ ଜୁଇରେ
Read More...

ବଜ୍ରକାପ୍ତା ଉଦ୍ଧାର : ୨ ଅଭିଯୁକ୍ତ ଗିରଫ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଳା ରାଜକୋଠି ଠାରେ ଓଡିଶା କ୍ରାଇମ୍‌ ବ୍ରାଂଚ ସ୍ପୋସାଲ୍‌ ଟାକ୍ସ ଫୋର୍ସ(ଏସ୍‌ଟିଏଫ୍‌) ପକ୍ଷରୁ ବଜ୍ରକାପ୍ତା ଉଦ୍ଧାର କରାଯାଇ ଥିବାର ଖବର ମିଳିଛି । ସୂଚନା ଅନୁସାରେ ଏସଟିଏଫ୍‌କୁ ବଜ୍ରକାପ୍ତା ଚୋରା ଚାଲଣାର ଖବର ମିଳିବାରୁ
Read More...