Yearly Archives

2020

ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ-୧୯ ସଂକ୍ରମଣକୁ ରୋକିବାକୁ ଅଭିନବ ପ୍ରୟାସ : ଆସନ୍ତା ୨୦ରୁ ୨୬ ଯାଏଁ ହେବ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ-୧୯ ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ ଏବେ ଏକ ଅଭିନବ ପ୍ରୟାସ ଆରମ୍ଭ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆସନ୍ତା ୨୦ ତାରିଖରୁ ୨୬ ତାରିଖ ଯାଏଁ ବଲାଙ୍ଗିର
Read More...

ଜିଲ୍ଲା ଉପ-ନିବନ୍ଧକଙ୍କ ପିତା ମୁରଲୀଧର ପୁରୋହିତଙ୍କ ଦେହା‌ନ୍ତ

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ବରପାଲିପଡ଼ା ନିବାସୀ ବଲା‌ଙ୍ଗିର ଜିଲ୍ଲା ଉପ-ନିବନ୍ଧକଙ୍କ ପିତା ମୁରଲୀଧର ପୁରୋହିତଙ୍କ ୮୦ ବର୍ଷ ବୟସରେ ବରଗଡ଼ ବିକାଶ ଡାକ୍ତରଖାନାରେ ଦେହାନ୍ତ ହୋଇଯାଇଛି । ସେ ଜଣେ ପୂର୍ବତନ ରେଞ୍ଜର ଥିଲେ । ଜଣେ ମେଳାପୀ, ପରୋପକାରୀ ତଥା ବନ୍ଧୁବତ୍ସଳ
Read More...

ଆଇପିଏଲ : ସୁପର ଓଭରରେ ହାଇଦ୍ରାବାଦକୁ ହରାଇ କୋଲକାତା ବିଜୟୀ, କମାଲ ବୋଲିଂ କରି ଫର୍ଗୁସନ ଶ୍ରେଷ୍ଠ ଖେଳାଳି ପୁରସ୍କୃତ

ଆବୁଧାବି : ଇଣ୍ଡିଆନ୍‌ ପ୍ରିମିୟର ଲିଗ(ଆଇପିଏଲ୍‌)-୧୩ର ୩୫ତମ ମ୍ୟାଚ୍‌କୁ ସୁପର ଓଭରରେ କୋଲକାତା ନାଇଟ୍‌ ରାଇଡର୍ସ ଜିତିଛି। ହାଇଦ୍ରାବାଦ୍‌ ୧୬୪ ରନ୍‌ ବିଜୟ ଲକ୍ଷ୍ୟ ନେଇ ୨ୟ ଇନିଂସ ବ୍ୟାଟିଂ କରିଥିଲା। ଆବୁଧାବିର ଶେଖ ଜୟେଦ୍‌ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ସନ୍‌ରାଇଜର୍ସ
Read More...

ସଣ୍ଡେ ସମ୍ବାଦ-୬ ଅବସରରେ ସମସ୍ତଙ୍କୁ ଶରତ ନବରାତ୍ରୀର ଶୁଭେଚ୍ଛା ଜଣାଇଲେ ଡ. ହର୍ଷବର୍ଦ୍ଧନ

• ଏହି ପାର୍ବଣ ଋତୁରେ ଉତ୍ସବ ବଦଳରେ ଦାନ ପ୍ରତି ଗୁରୁତ୍ୱ ଦିଆଯାଉ• ଓଣମ ପର୍ବ ସମୟରେ ଅବହେଳାର ଫଳ ଭୋଗୁଛି କେରଳ• ଚୀନର ଉହାନ କ୍ଷେତ୍ରରୁ ହିଁ ବିଶ୍ୱର ପ୍ରଥମ କୋଭିଡ ମାମଲା ଚିହ୍ନଟ କରାଯାଇଥିଲା• ଭାରତରେ ନୋଭେଲ କରୋନା ଭୂତାଣୁର କୌଣସି ମ୍ୟୁଟେସନ ବିଷୟରେ ଜଣାପଡ଼ିନାହିଁ• ସମ୍ବାଦପତ୍ର
Read More...

ବ୍ରହ୍ମୋସ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଭାରତୀୟ ନୌସେନାର ଅଦୃଶ୍ୟ ବିଧ୍ଵଂସକ ଦ୍ଵାରା ଆଇଏନଏସ ଚେନ୍ନାଇରୁ ହେଲା ପରୀକ୍ଷା ନୂଆଦିଲ୍ଲୀ, (ପିଆଇବି) : ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ର ବ୍ରହ୍ମୋସର ଆଜି ସଫଳ ପରୀକ୍ଷଣ କରାଯାଇଛି । ଭାରତୀୟ ନୌସେନା ନିର୍ମିତ ଅଦୃଶ୍ୟ ବିଧ୍ଵଂସକ ଦ୍ଵାରା ଆଇଏନଏସ ଚେନ୍ନାଇରୁ ଏହା ଆରବ ସାଗରରେ
Read More...

ଭାରତରେ କରୋନା ସକ୍ରିୟ ମାମଲା ନିୟମିତ ହ୍ରାସ ପାଇବାରେ ଲାଗିଛି

● କ୍ରମାଗତ ଦ୍ୱିତୀୟ ଦିନରେ ସକ୍ରିୟ ମାମଲା ୮ ଲକ୍ଷ ତଳକୁ ରହିଛି● ୨୨ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ସକ୍ରିୟ ମାମଲା ୨୨ ହଜାରରୁ କମ୍ ନୂଆଦିଲ୍ଲୀ, (ପିଆଇବି) : ଭାରତରେ କରୋନା ସକ୍ରିୟ ମାମଲା ନିୟମିତ ଭାବେ ହ୍ରାସ ପାଇବାରେ ଲାଗିଛି । କ୍ରମାଗତ ଦ୍ୱିତୀୟ ଦିନରେ ସକ୍ରିୟ ମାମଲା ୮
Read More...

ରାସ୍ତାକୁ ଝାଡୁ ମାରିଲେ ଟ୍ରାଫିକ୍‌ ପୋଲିସ : ସୋସିଆଲ ମିଡିଆରେ ଚର୍ଚ୍ଚା

କଟକ : କଟକ ଶିଖରପୁର ଛକରେ ରାସ୍ତାକୁ ଝାଡୁ ମାରିଲେ ଟ୍ରାଫିକ ପୋଲିସ କର୍ମଚାରୀ ଲଳିତ । ଶିଖରପୁର ଛକରେ ବହୁ ପରିମାଣରେ ବାଲି, ଗୋଡି ପଡିଥିଲା । ସେହି କାରଣରୁ ଅନେକ ଲୋକ ଦୁର୍ଘଟଣାର ସମ୍ମ୍‌ୁଖୀନ ହେଉଥିଲେ । ଲଳିତ ଡ୍ୟୁଟିରେ ଥିବା ବେଳେ କୋ÷ଣସି ଗାଡି ମଟର ନ ଆସୁ ନଥିବା ଦେଖି ଲୋକେ
Read More...

ଗୃହରକ୍ଷୀ କୋଭିଡ୍‌ ଯୋଦ୍ଧାଙ୍କ ଅବସର ଗ୍ରହଣ : ଥାନା ପକ୍ଷରୁ ସମ୍ବର୍ଦ୍ଧନା

କଂଟାବାଂଜି, (ମନିଶ କୁମାର ହଂସ) : କଂଟାବାଂଜି ଥାନାରେ ଦୀର୍ଘ ବର୍ଷ ଧରି ଗୃହରକ୍ଷୀ ଭାବେ କାର୍ଯ୍ୟ କରିଥିବା ରାଜମନ କୁଅଁର ଆଜି ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ଆଜି ସଂଧ୍ୟାରେ ଥାନା ଆଇଆଇସି ସତ୍ୟଜିତ କନ୍ଦନକେଲଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିବା ବେଳେ
Read More...

ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ କୁଷ୍ଠାଶ୍ରମରେ ବାର୍ଷିକ ଉତ୍ସବ ଏବଂ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ

ବରଗଡ଼, (ନିରୋଜ କୁମାର ପାଣୀ) : ଅବହେଳିତ, ନିଷ୍ପେଷିତ ଏବଂ ଶୋଷିତ ବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟକୁ ନେଇ ବରଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ବିଗତ ୧୪ବର୍ଷ ଧରି ଅଭିନବ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ କରି ଆସୁଛି । ନିଜ ପରମ୍ପରା ଅନୁଯାୟୀ ବିଭିନ୍ନ କୁଷ୍ଠାଶ୍ରମ
Read More...

ମାଣ୍ଡୋସିଲରୁ ୨ ଛାତ୍ରଙ୍କ ନିଟ୍‌ରେ ସଫଳତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ସର୍ବଭାରତୀୟ ନିଟ୍‌ ପରୀକ୍ଷାରେ ପାଇକମାଳ ବ୍ଳକ ମାଣ୍ଡୋସିଲ ଗ୍ରାମର ଦୁଇ ଜଣ ଛାତ୍ର କୃତୀତ୍ୱ ଅର୍ଜନ କରିଛନ୍ତି । ଶରତ ଚନ୍ଦ୍ର ସାହୁଙ୍କ ପୁଅ ଅଜୟ ସାହୁ ୫୮୩ ମାର୍କ ଓ ଓମ ପ୍ରକାଶ ନାୟକଙ୍କ ପୁଅ ରିତେଶ ନାୟକ ୫୯୫ ମାର୍କ ହାସଲ କରିଛନ୍ତି । ଦୁଇଜଣ
Read More...