Yearly Archives

2020

ଆର୍ମେନିଆ-ଅଜର୍‌ବେଇଜାନ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧରେ ୫ ହଜାର ଲୋକଙ୍କ ପ୍ରାଣ ଗଲାଣି : ବ୍ଲାଦିମିର୍‌ ପୁତିନ୍‌

ମସ୍କୋ : ରୁଷ୍‌ର ରାଷ୍ଟ୍ରପତି ବ୍ଲାଦିମିର୍‌ ପୁତିନ୍‌ କହିଛନ୍ତି ଯେ, ଆର୍ମେନିଆ-ଅଜର୍‌ବେଇଜାନ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧରେ ନାଗୋର୍ନୋ-କାରାବାଖ ଅଂଚଳରେ ପାଖାପାଖି ୫ ହଜାର ଲୋକଙ୍କ ପ୍ରାଣହାନୀ ଘଟି ସାରିଲାଣି । ଗତକାଲି ଶ୍ରୀ ପୁତିନ୍‌ ଏକ ବୈଠକରେ କହିଛନ୍ତି ଦୁଇ ପକ୍ଷରୁ ଦୁଇ ହଜାରରୁ
Read More...

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ +୩ ବାଣିଜ୍ୟରେ ଟପ୍ପର ହେଲେ ଜ୍ୟୋତିର୍ମୟୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ +୩ ବାଣିଜ୍ୟରେ ଟପ୍ପର ହୋଇଛନ୍ତି ଛାତ୍ରୀ ଜ୍ୟୋତିର୍ମୟୀ ମିଶ୍ର । ୮.୭୩ ସିଜିପିଏ ପ୍ରାପ୍ତ ହୋଇ ସେ ସମସ୍ତଙ୍କଠାରୁ ଉପରେ ରହିଥିବା ବେଳେ ତାଙ୍କ ସଫଳତା ଯୋଗୁଁ ତାଙ୍କ ପରିବାର ତଥା
Read More...

କରୋନା ଟୀକା କୋଭାକ୍ସିନକୁ ମିଳିଲା ସବୁଜ ସଙ୍କେତ

ନୂଆଦିଲ୍ଲୀ : କରୋନା ଟୀକା କୋଭାକ୍ସିନକୁ ତୃତୀୟ ପର୍ଯ୍ୟାୟ କ୍ଳିନିକାଲ୍‌ ଟ୍ରାଏଲ୍‌ର ଲାଗି ଅନୁମତି ମିଳିଲା । ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌)ର ସହଯୋଗରେ ଏହି ଟୀକା ପ୍ରସ୍ତୁତ କରୁଥିବା ହାଇଦ୍ରାବାଦର ଭାରତୀୟ ବାୟୋଟେକ୍‌କୁ ତୃତୀୟ ପର୍ଯ୍ୟୟ ପରୀକ୍ଷଣ ପାଇଁ ଅନୁମତି
Read More...

ରାଜ୍ୟରେ ଖସୁଛି ଏକ୍‌ଟିଭ୍‌ ଆକ୍ରାନ୍ତଙ୍କ ସଂଖ୍ୟା : ଗତ ୨୪ ଘଂଟାରେ ଓଡ଼ିଶାରେ ୧୭୯୪ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟାରେ ଓଡ଼ିଶାରେ ୧୭୯୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୧୦୩୧ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ୭୬୨
Read More...

ମୁମ୍ବାଇ : ସପିଙ୍ଗ୍‌ ମଲ୍‌ରେ ନିଆଁ

ମୁମ୍ବାଇ : ମୁମ୍ବାଇର ଏକ ସପିଙ୍ଗ୍‌ ମଲ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ବିଳମ୍ବିତ ରାତିରେ ନାଗପଡା ଅଚଂଳରେ ଲାଗିଛି ନିଆଁ । ଏହି ଅଗ୍ନିକାଣ୍ଡ ବିଦ୍ୟୁତ୍‌ ଜନିତ ସର୍ଟସାର୍କିଟ ଯୋଗୁଁ ହୋଇଛି ବୋଲି ସନ୍ଦେହ କରାଯାଉଛି । ଏହି ଅଗ୍ନିକାଣ୍ଡ ଏତେ ଭୟଙ୍କର ଯେ ରାତିରୁ ଏପର୍ଯ୍ୟନ୍ତ ନିଆଁ କୁ
Read More...

ପିଆଜ ଦରରେ ଲାଗିଛି ନିଆଁ, ହୁ ହୁ ବଢ଼ୁଛି ଦର

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପିଆଜ ଦରରେ ଏବେ ଲାଗିଛି ନିଆଁ ଓ ହୁ ହୁ ହୋଇ ବଢ଼ି ଚାଲିଛି ଦର । ପିଆଜ ଦରବୃଦ୍ଧି ଏବେ ଲୋକଙ୍କୁ ଘାଇଲା କଲାଣି । ରାଜ୍ୟର କେତୋଟି ସହରରେ ଶହେ ଟଙ୍କାକୁ ଛୁଇଁଲାଣି ପିଆଜ ଦର । ସରକାର ବି ଏଥିରେ ଇତଃସ୍ତତ ହୋଇ ପଡ଼ିଥିବା ବେଳେ କେନ୍ଦ୍ର ସରକାର ପିଆଜର
Read More...

ଶୁଭିବନି ବୀରବାଦ୍ୟ, ଭକ୍ତଶୂନ୍ୟ ହେବ ଐତିହାସିକ ବଏଲ୍‌ ଯାତ୍ରା

ପାଟଣାଗଡ, (ଅଜିତ ପୁରୋହିତ) : ସରକାରୀ କଟକଣା ପାଇଁ ମଉଳି ଗଲାଣି ଭକ୍ତଙ୍କ ମନ । ପାର୍ବଣ ଋତୁରେ ବିନା ଭକ୍ତରେ ହେବ ଦେବୀଙ୍କ ପୂଜାର୍ଚ୍ଚନା । କେବଳ ପ୍ରଥା ଓ ପରମ୍ପରାକୁ ବଂଚାଇ ରଖିବାକୁ ରୀତିନୀତି ପାଳନ କରିବେ ଭକ୍ତ । କରୋନା ମହାମାରୀକୁ ଆଖି ଆଗରେ ରଖି ଚଳିତ ବର୍ଷ ପ୍ରଶାସନ ତରଫରୁ
Read More...

ମା’ ସମଲେଇ ଆଜି ମହାଗୌରୀ ବେଶରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମା’ ସମଲେଇ ଆଜି ମହାଗୌରୀ ବେଶରେ ଭକ୍ତମାନଙ୍କୁ ଆଶୀର୍ବାଦ ପ୍ରଦାନ କରିବେ । ଆଜି ଦେବୀଙ୍କ ଅଷ୍ଟମ ଶକ୍ତିର ବେଶ ‘ମହାଗୌରୀ’ । ଏହି ଅବସରରେ ସହରର ସମଲେଶ୍ୱରୀ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର, ଦୁର୍ଗା ମନ୍ଦିର ତଥା ବିଭିନ୍ନ ଦେବୀ ପୀଠରେ ଦେବୀ ମହାଗୌରୀ
Read More...

ନାନି ବୁହେନ୍‌ ମାନ୍‌କର୍‌ ଆଏଜ୍‌ ଭାଏ ଜିଇଁତିଆ ଉପାସ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଶ୍ଚିମ୍‌ ଓଡ଼ିଶା ଥି ଭାଏ ଜିଇଁତିଆ ଉପାସ୍‌ ଗୁଟେ ବଡ୍‌ ଭାବ୍‌ଧାରାର୍‌ ବାହକ୍‌ । ନାନି ବୁହେନ୍‌ ମାନେ ଭାଏ ଦଦା ମାନ୍‌କର୍‌ ଦୀର୍ଘ ଜୀବନ୍‌ ଆର୍‌ ମଙ୍ଗଲ୍‌ କାମନା କରି ଖାଡ଼ା ଉପାସ୍‌ କରସନ୍‌ । ଖାଡ଼ା ଉପାସ୍‌ ବଏଲେ ପୁରାପୁରି ଖାଡ଼ା । ପାଏନ୍‌ ଟିକେ
Read More...

ସରକାରଙ୍କ ବିପିଏଲ୍‌ ଯୋଜନାରୁ ବଂଚିତ ଗରିବ ପରିବାର

ତୁରେକେଲା, (କୈଳାଶ ସଗ୍ରିଆ) : ହିଆଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କର୍ଲାବାହାଲି ଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ସୂଚନା ଅନୁସାରେ ଗୋଟିଏ ପରିବାରର କାଲମତି ମାଝି, ଲକ୍ଷ୍ମଣ ମାଝି ଓ ଅଭିମନ୍ୟୁ ମାଝି ଦାଦନ ଶ୍ରମିକ ଭାବେ ଇଟା ଗଢ଼ିବାକୁ ଯାଆନ୍ତି ପ୍ରତିବର୍ଷ ହାଇଦ୍ରାବାଦ ।
Read More...