ଆଇପିଏଲ : ମନୀଷ ଓ ବିଜୟଙ୍କ ୧୪୦ରନ୍ର ଭାଗିଦାରୀ ବଳରେ ରାଜସ୍ଥାନକୁ ୮ ୱିକେଟରେ ହରାଇଲା ହାଇଦ୍ରାବାଦ
ଦୁବାଇ : ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ଚଳିତ ଆଇପିଏଲର ୪୦ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୮ ଉଇକେଟରେ ପରାସ୍ତ କରିଛି ସନରାଇଜର୍ସ ହାଇଦ୍ରାବାଦ୍। ଏହାଫଳରେ ଦଶମ ମ୍ୟାଚରୁ ଡେଭିଡ୍ ୱାର୍ନରଙ୍କ ଦଳ ଚତୁର୍ଥ ବିଜୟ ସହ ପ୍ଲେ ଅଫ୍ ଆଶାକୁ ଉଜ୍ଜୀବିତ ମଧ୍ୟ କରିଛି।!-->…
Read More...
Read More...