ଧର୍ମପ୍ରାଣା ମହିଳାଙ୍କ ପରଲୋକ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ମେଣ୍ଡା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ନାରଦ ପୂଜାହାରୀଙ୍କ ଧର୍ମପତ୍ନୀ ଧର୍ମପ୍ରାଣା ଇନ୍ଦିରା ପୂଜାହାରୀ(୭୩)ଙ୍କ ଆଜି ରାତି ୯ଟାରେ ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କ ସ୍ବାମୀ, ଦୁଇଝିଅ ବୟନ୍ତି, ଜୟନ୍ତି, ତିନିପୁଅ ରାଜକିଶୋର, ଆନନ୍ଦ, ସାନନ୍ଦ ଉପସ୍ଥିତ ଥିଲେ ।

Leave A Reply

Your email address will not be published.