Yearly Archives

2020

ଅମଲ।ତନ୍ତ୍ର ଅଧୀନରେ ଦୁଇ ଲକ୍ଷ ସତୁରି ହଜାର ଲୋକଙ୍କ ଭାଗ୍ୟ ଝୁଲୁଛି

ସମ୍ବଲପୁର, (ଦାମୋଦର ପଣ୍ଡା) : ୨୦୧୩ ମସିହା ସେପ୍ଟେମ୍ବର ୨୯ ତାରିଖରେ ଭଙ୍ଗ ହୋଇଥିବା ସମ୍ବଲପୁର ପୌର ପରିଷଦ ଓ ପରବର୍ତ୍ତୀ ସମୟରେ ମହାନଗର ନିଗମରେ ପରିଣତ ହେବା ପରେ ମଧ୍ୟ ଦୀର୍ଘ ସାତ ବର୍ଷ ପରେ ବିନା ଲୋକ ପ୍ରତିନିଧିରେ ଚାଲିଛି । ଅମଲ।ତନ୍ତ୍ର ଅଧୀନରେ ଦୁଇ ଲକ୍ଷ ସତୁରି ହଜାର ଲୋକଙ୍କ
Read More...

ଚୌକି ଅଛି, ଡାକ୍ତରଙ୍କ ଦେଖା ନାହିଁ : ରୋଗୀ ହନ୍ତସନ୍ତ

ତୁଷୁରା, (ଅଜିତ କୁମାର ସାହୁ) : ବଲାଙ୍ଗୀର ଜିଲ୍ଲା ତୁଷୁରା ସହରର ପ୍ରାଥମିକ ଚିକିତ୍ସାଳୟରେ ଡାକ୍ତର ଅଭାବରୁ ଶୁକ୍ରବାର ଆଉଟଡୋର୍‌ରେ କୌଣସି ଡାକ୍ତର ନଥିବାରୁ ରୋଗୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ବହୁ ରୋଗୀ ଚିକିତ୍ସା ନ ପାଇ ନିରାଶ ହୋଇ ଫେରିଥିବା ବେଳେ ତୁଷୁରା
Read More...

ବଲାଙ୍ଗିର ଜିଲ୍ଲା କଂଟାବାଞ୍ଜି ପୋଲିସ ଦ୍ୱାରା ୪୮ ଦାଦନ ଶ୍ରମିକ ଉଦ୍ଧାର

କଂଟାବାଂଜି, (ମନୀଶ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଞ୍ଜି ପୋଲିସ ଦ୍ୱାରା ୪୮ ଦାଦନ ଶ୍ରମିକ ଉଦ୍ଧାର ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୨୫ ପୁରୁଷ ଓ ୨୩ ମହିଳା ରହିଛନ୍ତି । ଶ୍ରମିକଙ୍କ ସହ ୮ ଶିଶୁ ମଧ୍ୟ ଉଦ୍ଧାର ହୋଇଥିବା କୁହାଯାଇଛି । ସୂଚନା ଅନୁସାରେ ଗତକାଲି ବିଳମ୍ବିତ
Read More...

ଦୀପାବଳି ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ଆଜି ପବିତ୍ର ଦୀପାବଳି । ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଲୋକର ପର୍ବ ଦୀପାବଳି ଏଥର ସବୁଠାରୁ ସ୍ୱତନ୍ତ୍ର ହେବ ବୋଲି କୁହାଯାଉଥିବା ବେଳେ କରୋନା କଟକଣା ମଧ୍ୟରେ ଏଥର ପାଳନ କରାଯିବ ଦୀପାବଳି । କରୋନା ସଂକ୍ରମଣ ଆଶଙ୍କା
Read More...

ପ୍ରଫେସର ଡ. ସସ୍ମିତା କର ଲୋକପ୍ରିୟ ହିନ୍ଦୀ କାର୍ଯ୍ୟକ୍ରମ କେବିସି.ରେ ଅଂଶ ଗ୍ରହଣ କରିବା ପାଇଁ ମନୋନୀତ

ସମ୍ବଲପୁର, (ଦାମୋଦର ପଣ୍ଡା) : ସମ୍ବଲପୁରର ବୋହୂ ତଥା ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟର ପ୍ରଫେସର ଡ. ସସ୍ମିତା କର ଲୋକପ୍ରିୟ ହିନ୍ଦୀ କାର୍ୟ୍ୟକ୍ରମ କେବିସି.ରେ ଅଂଶ ଗ୍ରହଣ କରିବା ପାଇଁ ମନୋନୀତ ହୋଇଛନ୍ତି । ଆସନ୍ତା ସପ୍ତାହରେ ସେ ସୁଟିଂ ପାଇଁ ମୁମ୍ବାଇ ଯାଉଥିବାର ଜଣାଯାଇଛି ।
Read More...

ଆୟୁର୍ବେଦ ଦିବସରେ ପ୍ରଧାନମନ୍ତ୍ରୀ ଦୁଇଟି ଅତ୍ୟାଧୁନିକ ଆୟୁର୍ବେଦ ପ୍ରତିଷ୍ଠାନ ରାଷ୍ଟ୍ରକୁ କଲେ ଉତ୍ସର୍ଗ

• ପାରମ୍ପରିକ ଔଷଧପତ୍ରର ବୈଶ୍ୱିକ କେନ୍ଦ୍ରଭାବେ ଭାରତକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବାଛି ଥିବାରୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ• ଆନ୍ତର୍ଜାତିକ ମାନ ପୂରଣ କରୁଥିବା ଆୟୁର୍ବେଦ ପାଠ୍ୟକ୍ରମ ପ୍ରସ୍ତୁତ କରିବାକୁ ଆହ୍ୱାନ• ଆୟୁର୍ବେଦ କେବଳ ଏକ ବିକଳ୍ପ ନୁହେଁ, ଏହା ଦେଶର ସ୍ୱାସ୍ଥ୍ୟ
Read More...

ଭାରତର ସକ୍ରିୟ କରୋନା ମାମଲା ୪.୮୫ ଲକ୍ଷ ତଳକୁ ଖସିଲା

• ଦୈନିକ ଆରୋଗ୍ୟ ମାମଲା ଲଗାତର ଭାବେ ଦୈନିକ ନୂଆ ଆକ୍ରାନ୍ତ ସଂଖ୍ୟାଠାରୁ ଅଧିକ ରହୁଛି ନୂଆଦିଲ୍ଲୀ, (ପିଆଇବି) : ଭାରତର ସକ୍ରିୟ କରୋନା ମାମଲା ଆଜି ୪,୮୪,୫୪୭ରେ ପହଞ୍ଚିଛି, ଯାହା କି ୫ ଲକ୍ଷ ଅଙ୍କଠାରୁ କମ । ଆଜିକୁ ମିଶାଇ ଲଗାତର ତୃତୀୟ ଦିନ ପାଇଁ ସକ୍ରିୟ କରୋନା ମାମଲା ୫ ଲକ୍ଷ ତଳେ
Read More...

ବାଲ୍ୟ ବିବାହ ବନ୍ଦ କଲା ଜିଲ୍ଲା ପ୍ରଶାସନ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତରଫରୁ ବଲାଡି ଗ୍ରାମରେ ହେବାକୁ ଥିବା ବାଲ୍ୟ ବିବାହକୁ ବନ୍ଦ କରାଯାଇଛି ।ସୋନପୁର ବ୍ଲକ ବଲାଡି ଗ୍ରାମର ଏକ ୧୭ ବର୍ଷ ର ନାବାଳିକା ସହ ଡୁଙ୍ଗୁରିପାଲି ବ୍ଲକ ଅଁଳାମୁଣ୍ଡା ଗ୍ରାମର ଜୈନେକ ବ୍ୟକ୍ତିର ବିବାହ ଆସନ୍ତା ତା
Read More...

ଦକ୍ଷତା କାର୍ଯ୍ୟକ୍ରମରେ ଜିଲ୍ଲାର କୃଷି କର୍ମଚାରୀ ସମ୍ମାନୀତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : କୃଷି ଓ କୃଷକ ସଶକ୍ତି କରଣ ବିଭାଗ କର୍ମଚାରୀ ମାନଙ୍କୁ ୫ଞ ଅନ୍ତର୍ଗତ ଦକ୍ଷତା କାର୍ୟ୍ୟକ୍ରମ ମାଧ୍ୟମରେ ମୂଲ୍ୟାଙ୍କନ କରି ଶ୍ରେଷ୍ଠ ବିବେଚିତ ଅଧିକାରୀ ମାନଙ୍କୁ ପ୍ରତିମାସରେ ସମ୍ମାନିତ କରାଯିବ । ଆଜି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ
Read More...

ଓଡ଼ିଶା ସମେତ ୬ଟି ରାଜ୍ୟକୁ ପ୍ରାକୃତିକ ବିପର୍ୟ୍ୟୟ କ୍ଷୟକ୍ଷତି ପାଇଁ ୪୩୮୧.୮୮ କୋଟି ଟଙ୍କାର ଅତିରିକ୍ତ କେନ୍ଦ୍ରୀୟ…

• ଅମ୍ଫନ ବାତ୍ୟା କ୍ଷୟକ୍ଷତି ବାବଦରେ ଓଡ଼ିଶାକୁ ମିଳିବ ଆଉ ୧୨୮.୨୩ କୋଟି ଟଙ୍କା, ପୂର୍ବରୁ ଅଗ୍ରୀମ ଆକାରରେ ମିଳିଥିଲା ୫୦୦ କୋଟି• ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ କମିଟି ବୈଠକରେ ଏହି ଅତିରିକ୍ତ କେନ୍ଦ୍ରୀୟ ସହାୟତା ପ୍ରସ୍ତାବ ଅନୁମୋଦନ ନୂଆଦିଲ୍ଲୀ,
Read More...