Yearly Archives

2020

ଶିଶୁ ଦିବସ ଉପଲକ୍ଷେ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବଲାଙ୍ଗିରର ଅଧ୍ୟକ୍ଷ ଶ୍ୟାମସୁନ୍ଦର ଦାଶଙ୍କ ନିର୍ଦ୍ଦେଶ କ୍ରମେ ପ୍ରାଧିକରଣର ସଚିବ ଦେବାଶିଷ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶିଶୁ ଦିବସ ଉପଲକ୍ଷେ ସଚେତନତା କାର୍ଯ୍ୟକ୍ରମ ଅନ୍‌ଲାଇନ୍‌ ମାଧ୍ୟମରେ ଅନୁଷ୍ଠିତ
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୩୭

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୩୭ ରହିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ଓଡ଼ିଶାରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ବଲାଙ୍ଗିର ଜିଲ୍ଲାରେ ମଧ୍ୟ ତାର ପ୍ରଭାବ ଦେଖିବାକୁ ମିଳିଛି । ଜିଲ୍ଲାରେ ଏବେ ୪୩୪ ଜଣ
Read More...

ବନ୍ଦେ ଉତ୍‌କଳ ଜନନୀକୁ ପାଠ୍ୟକ୍ରମରେ ସାମିଲ କରିବା ନିଷ୍ପତ୍ତିକୁ କୋସଲ ରାଜ୍ୟ ସମନ୍ୱୟ ସମିତିର ଦୃଢ଼ ନିନ୍ଦା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାଲେଶ୍ୱର ଓ ତିର୍ତୋଲ ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ବିଧାନସଭା ଉପନିର୍ବାଚନରେ ଜିତିସାରିବା ପରେ ଉପକୂଳ ଓଡିଶାବାସୀଙ୍କୁ ଦୀପାବଳୀ ଭେଟି ଦେବାକୁ ଓଡିଶା ସରକାର ବନ୍ଦେ ଉତ୍‌କଳ ଜନନୀକୁ ନବମ ଓ ଦଶମ ଶ୍ରେଣୀର ପାଠ୍ୟକ୍ରମରେ ସାମିଲ କରିବାକୁ ନିଷ୍ପତ୍ତି
Read More...

ଜିଲ୍ଲା ସ୍ତରୀୟ ଆର.ଆଇ.ଡି.ଏଫ ପ୍ରକଳ୍ପର ସମୀକ୍ଷା ବୈଠକ ଅନୁଷ୍ଠିତ : ସମ୍ପୂର୍ଣ୍ଣ ସାର୍ଟିଫିକେଟ ପ୍ରଦାନ ଉପରେ…

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ମୋନୀଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ଆର.ଆଇ.ଡି.ଏଫ. ପ୍ରକଳ୍ପ କାର୍ୟ୍ୟକାରିତା ଓ ଅଗ୍ରଗତିକୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ
Read More...

ଖୁଟୁଲୁମୁଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ଦିବସ ପାଳନ

ତୁରେକେଲା, (କୈଳାଶ ସଗ୍ରିଆ) : ଆଜି ପୂର୍ବାହ୍ନରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖୁଟୁଲୁମୁଣ୍ଡା ଠାରେ ଶିଶୁ ପ୍ରେମୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମୋତ୍ସବ ଉପଲକ୍ଷେ ଏକ ଭର୍ଚୁଆଲ ସଭା ଅନୁଷ୍ଠିତ କରାଯାଇଥିଲା । ଏହି ସଭାରେ ପ୍ରଧାନ ଶିକ୍ଷକ ଭିମସେନ ପଣ୍ଡା ସଭାପତିତ୍ବ କରି
Read More...

ବାଣ ଫୁଟା ସିନା ମନା, ଦୀପ ଜାଳିବାକୁ ତ’ ମନା ନାହିଁ : ଆଲୋକର ପର୍ବ ଦୀପାବଳିକୁ ଧୁମ୍‌ଧାମ୍‌ରେ ପାଳନ୍ତୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତ ବର୍ଷ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ବାଣ ଫୁଟାଇବା ପାଇଁ ପ୍ରତିବନ୍ଧକ ଲଗାଯାଇଛି । ସେମିତି ବି ପର୍ବ ପାଳନ ନାମରେ ବାଣ ଫୁଟାଇ ବାୟୁ ପ୍ରଦୂଷଣ କରିବା ମାନବ ସମାଜ ନିମନ୍ତେ କେବେ ମଙ୍ଗଳଦାୟକ ନୁହେଁ । ଏଣୁ ଦୀପାବଳି ପର୍ବକୁ
Read More...

‘ଜୁହାର କ୍ରିଏସନ୍‌’ ୟୁଟ୍ୟୁବ୍‌ ଚେନାଲ୍‌ରେ କ୍ଷୁଦ୍ର ଚଳଚ୍ଚିତ୍ର ‘ଆଉ କେତେଦିନ୍‌’ : ନାରୀ ନିର୍ଯାତନା ଉପରେ ଏକ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ‘ଜୁହାର କ୍ରିଏସନ୍‌’ ୟୁଟ୍ୟୁବ୍‌ ଚେନାଲ୍‌ରେ କ୍ଷୁଦ୍ର ଚଳଚ୍ଚିତ୍ର ‘ଆଉ କେତେଦିନ୍‌’ ନିକଟରେ ମୁକ୍ତିଲାଭ କରିଥିବା ବେଳେ ଦର୍ଶକମାନଙ୍କ ବିଶେଷ ଭାବେ ଆକର୍ଷିତ କରି ପାରିଥିବା ସୂଚନା ମିଳିଛି । ନାରୀ ନିର୍ଯାତନା ଉପରେ ଆଜିର ସମୟରେ ଏକ ମାଇଲ୍‌ ଖୁଣ୍ଟର
Read More...

ରାଜ୍ୟରେ ୧୫ ଶହ ଟପିଲା କରୋନା ମୃତ୍ୟୁ ସଂଖ୍ୟା : ଆଜି ପୁଣି ୧୫ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର : କରୋନାରେ ଆଉ ୧୫ ଜଣଙ୍କ ମୃତ୍ୟୁ ପରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୫ଶହକୁ ଟପିଯାଇଛି । ରାଜ୍ୟରେ କରୋନା ସଂକ୍ରମଣ କମି କମି ଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ କମୁ ନଥିବା ଦେଖାଯାଇଛି । ଏବେ ସମୁଦାୟ କରୋନା ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ୧୫୧୦ରେ
Read More...

ରାଜ୍ୟବାସୀ ଆଶ୍ୱସ୍ତ, ଖସୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା : ଆଜିି ଓଡ଼ିଶାରୁ ୯୦୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମି ଚାଲିଥିବା ବେଳେ ରାଜ୍ୟବାସୀ ଆଶ୍ୱସ୍ତ ହେଉଛନ୍ତି । ଓଡ଼ିଶାରୁ ଆଜି ୯୦୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୫୨୩ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ୩୭୯ ଆଂଚଳିକ ସଂକ୍ରମଣର
Read More...

୨୨ ବର୍ଷ ପରେ ଆମେରିକା ପ୍ରତିଶୋଧ ନେଲା : ଇରାନରେ ପ୍ରବେଶ କରି ଅଲ୍‌କାଏଦାର ୨ନମ୍ବର ନେତାକୁ ହତ୍ୟା କଲା ଇସ୍ରାଏଲ

ତେହେରାନ : ଆତଙ୍କବାଦୀ ସଂଗଠନ ଅଲ୍‌କାଏଦା ଦ୍ୱାରା ୧୯୯୮ରେ କେନିଆ ଏବଂ ତାଞ୍ଜାନିଆରେ ଥିବା ଆମେରିକୀୟ ଦୂତାବାସ ଉପରେ ହୋଇଥିବା ଭୟଙ୍କର ଆକ୍ରମଣର ପ୍ରତିଶୋଧ ନେଇଛି ଆମେରିକା । ଆମେରିକା ତରଫରୁ ଇସ୍ରାଏଲର ଗୁପ୍ତଚର ଏଜେନ୍ସି ମୋସାଦ ଆକ୍ରମଣର ବାର୍ଷିକୀରେ ଇରାନର ରାଜଧାନୀ ତେହେରାନରେ
Read More...